Browsing Category
Breaking News
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ସହରର ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ସୁଲଭ ଦରରେ ମିଳିବ ଆଳୁ
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟରେ ୬୦ ଟନ୍ ଆଳୁ ଉତ୍ତର ପ୍ରଦେଶରୁ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଖାଉଟିମାନଙ୍କୁ ସୁଲଭ…
ଜାରି ହେଲା UPSC CSE ମେନ ପରୀକ୍ଷାର ଫଳାଫଳ, ଏହି ଲିଙ୍କକୁ ଯାଇ ଚେକ୍ କରନ୍ତୁ
ନୂଆଦିଲ୍ଲୀ: ସଂଘୀୟ ଲୋକ ସେବା ଆୟୋଗ(ୟୁପିଏସସି) ସିଭିଲ ସେବା ମୁଖ୍ୟ ପରୀକ୍ଷା ୨୦୨୪ର ଫଳାଫଳ ଘୋଷଣା କରାଯାଇଛି। ରେଜଲ୍ଟ ଅଫିସିଆଲ ୱେବସାଇଟରେ ଜାରି ହୋଇଛି। ଯେଉଁ ପ୍ରାର୍ଥୀ ସିଭିଲ ସେବାର ମୁଖ୍ୟ ପରୀକ୍ଷା ୨୦୨୪…
Xiaomi ଭାରତରେ ଲଞ୍ଚ କଲା ୩ଟି ୫ଜି ଫୋନ୍: Redmi Note 14 ସିରିଜରେ ଗ୍ରାହକଙ୍କୁ ମିଳିବ ଦମଦାର୍ ଫିଚର୍ସ
ନୂଆଦିଲ୍ଲୀ: ସାଓମୀ ଭାରତରେ ୩ଟି ୫ଜି ଫୋନ୍ ଲଞ୍ଚ କରିଛି । କମ୍ପାନୀ ଏହି ରେଡମି ନୋଟ ସିରିଜରେ ତିନୋଟି ସ୍ମାର୍ଟ ଫୋନ୍ ରେଡମୀ ନୋଟ ୧୪ ୫ଜି, ନୋଟ ୧୪ ପ୍ରୋ ୫ଜି ଓ ନୋଟ ୧୪ ପ୍ରୋ ପ୍ଲସ ୫ଜି’କୁ ଲଞ୍ଚ କରିଛି । ଏହି…
ଏହି କାରଣ ପାଇଁ ବିଗିଡିଥିଲା ଖାନ ସାରଙ୍କ ସ୍ୱାସ୍ଥ୍ୟ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ପାଟନାର ବହୁଚର୍ଚ୍ଚିତ ଖାନ ସାରଙ୍କର ଅଚାନକ ସ୍ୱାସ୍ଥ୍ୟ ଖରାପ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଛାତ୍ରମାନଙ୍କ…
OPSC ଘୋଷଣା: ଡିସେମ୍ବର ୨୨ରେ ହେବ ସହକାରୀ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ଏଆରଡି ବିଭାଗ ଅଧିକରେ ନିଯୁକ୍ତି ପାଇବାକୁ ଥିବା ସହକାରୀ ମତ୍ସ୍ୟ ଅଧିକାରୀ, ଗ୍ରୁପ-ବି ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍୍ । ଆସନ୍ତା ୨୨ ତାରିଖ (ରବିବାର)…
(Video) ଖାଲି ପାଦରେ ପହଞ୍ଚିଲେ ବିଧାନସଭା, ପ୍ରବେଶ ପୂର୍ବରୁ ମାରିଲେ ମୁଣ୍ଡିଆ, ବିଧାୟକଙ୍କ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ନୂଆ ସରକାର ଗଠନ ପରେ ଝାଡ଼ଖଣ୍ଡ ବିଧାନସଭାର ବିଶେଷ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନ ସମସ୍ତ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଛନ୍ତି। ଏହି ଅବସରରେ ଜେକେଏଲଏମର ଅଧ୍ୟକ୍ଷ ଜୟରାମ କୁମାର କହତୋ…
CUET UG-PG 2025 ନିୟମରେ ହେବ ବଡ଼ ପରିବର୍ତ୍ତନ: ଖୁବଶୀଘ୍ର ଗାଇଡଲାଇନ୍ ଜାରି ହେବ, UGC ଅଧ୍ୟକ୍ଷଙ୍କ ସୂଚନା
ନୂଆଦିଲ୍ଲୀ: କମ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ୟୁଜି-ପିଜି ୨୦୨୫କୁ ନେଇ ଆସିଛି ଏକ ବଡ଼ ଖବର । ସିୟୁଇଟି ୟୁଜି-ପିଜି ୨୦୨୫ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଖୁବଶୀଘ୍ର ଏନେଇ ଗାଇଡଲାଇନ୍…
(Video) ଦୁଇ ମିଲିଟାରୀ ହେଲିକପ୍ଟର ପରସ୍ପର ସହ ଧକ୍କା: ଦୁର୍ଘଟଣାରେ ୫ ସେନା କର୍ମଚାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ତୁର୍କୀରୁ ଆସିଛି ଏକ ବଡ଼ ଖବର । ଦୁଇ ସେନା ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ଗୋଟିଏ ହେଲିକପ୍ଟରରେ ଯାତ୍ରା କରୁଥିବା ୫ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଦ୍ୱିତୀୟ…
ଆସନ୍ତା ମାର୍ଚ୍ଚରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନଶିପ-୨୦୨୫…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନଶିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଡିଜିପି…
Big Breaking: ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ହେଲେ ସଞ୍ଜୟ ମଲହୋତ୍ରା
ନୂଆଦିଲ୍ଲୀ: ଭାରତର ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମଲହୋତ୍ରା ନିଯୁକ୍ତ ହୋଇଛନ୍ତି । ସଞ୍ଜୟ ମଲହୋତ୍ରା ନିଜର ଚମତ୍କାର ନେତୃତ୍ୱ ଏବଂ ଆର୍ଥିକ ମାମଲାରେ ଗଭୀର ଜ୍ଞାନ ପାଇଁ ପରିଚିତ । ସଞ୍ଜୟ ୧୯୯୦…