Browsing Category
Breaking News
ପାଖେଇ ଆସୁଛି ଡେଡ୍ଲାଇନ୍: ତୁରନ୍ତ ମାଗଣାରେ ଅପଡେଟ କରନ୍ତୁ ଆଧାର କାର୍ଡ
ନୂଆଦିଲ୍ଲୀ: ଅନେକ ଥର ଆଧାର କାର୍ଡ ତିଆରି କରିବା ସମୟରେ ଲୋକମାନେ କିଛି ଭୁଲ କରନ୍ତି। ହେଲେ UIDAI ଆଧାର କାର୍ଡ ଅପଡେଟ କରିବାର ଏକ ସୁଯୋଗ ପ୍ରଦାନ କରୁଛି। ଏଥିପାଇଁ ଆପଣଙ୍କୁ ଫି ଦେବାକୁ ପଡିବ। କିନ୍ତୁ ଯଦି ଆପଣ…
Drinks କରୁଥିଲେ ସାବଧାନ! ଭାଙ୍ଗିଯିବ ବାପା-ମା ହେବାର ସ୍ୱପ୍ନ, ଦେଖା ଦିଏ ଏହିସବୁ ସମସ୍ୟା
ଓଡ଼ିଶା ଭାସ୍କର: ଆଲକହଲ୍ ବା ମଦ୍ୟପାନ ଆଜିକାଲି ସାଧାରଣ କଥା ହୋଇଗଲାଣି । ପାର୍ଟି ନାଁରେ ହେଉ କି କିଛି ସ୍ପେସାଲ୍ ଅକାଜେନ୍, ଲୋକେ ଟିକେ ମଜା କରିବାକୁ ପରସ୍ପରକୁ ଅଫର୍ କରନ୍ତି । ତେବେ ମଦ ପିଉଥିଲେ ସାବଧାନ! ଏହି…
କ୍ୱାଟରରେ ରହିବାର ମଜା ନିଆରା! ୧୪ ବିଧାୟକ ଛାଡୁନାହାନ୍ତି କ୍ୱାଟର
ଭୁବନେଶ୍ୱର- ନୂଆ ସରକାର ଆସିବାକୁ ୬ ମାସ ହେବ ଆଉ ଦିନ କେଇଟାରେ । ହେଲେ ଏଯାଏଁ ସରକାରୀ କ୍ୱାଟରର ମୋହ ଛାଡିପାରୁ ନାହାନ୍ତି କିଛି ପୁରୁଣା ବିଧାୟକ, ବିଧାୟିକା । ଏଯାଏଁ ୧୪ ବିଧାୟକ, ବିଧାୟିକା ସରକାରୀ କ୍ୱାଟର ଛାଡି…
Breaking: ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ପହଞ୍ଚିଲାଣି ‘ଜିନ୍ନତ’ ସ୍ୱତନ୍ତ୍ର ଟିମ୍ ରଖିଛି ନଜର
ବାରିପଦା: ଶିମିଳିପାଳର ଜିନ୍ନତ ଏବେ ଝାଡ଼ଖଣ୍ଡ ମୁହାଁ । ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ଜିନ୍ନତ । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଆରସିସିଏଫ୍ । ୧୫ ନଭେମ୍ବରରେ ଜନ୍ନତକୁ କୋର୍ ଏରିଆକୁ…
WTC Final ରୁ କେତେ ଦୂରରେ ଭାରତ? ଅଧା ବାଟରେ ଅଟକିଛି ରୋହିତ ସେନା, ଜାଣନ୍ତୁ ସମୀକରଣ
ଓଡ଼ିଶା ଭାସ୍କର: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଏହାର ରୋମାଞ୍ଚ ଶିଖରରେ ପହଞ୍ଚିଛି । ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ । ଦୀର୍ଘ ଦିନରୁ ଭାରତ ଶୀର୍ଷ ସ୍ଥାନ କବଜା…
SBIରେ ବମ୍ପର ନିଯୁକ୍ତି ସୁଯୋଗ: ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ପଦ ପଦବୀରେ ନୂଆ ନିଯୁକ୍ତି କରିବ ଷ୍ଟେଟ ବ୍ୟାଙ୍କ । ଏ ନେଇ ନୋଟିଫିକେସନ ଜାରି ହୋଇସାରିଛି । ବ୍ୟାଙ୍କ…
କମ୍ପୁଛି ଲୋୟର ପିଏମଜି, ବକେୟା ଦରମା ଦାବିରେ ହଜାର ହଜାର ମହିଳାଙ୍କ ମେଳି
ଭୁବନେଶ୍ୱର- ରାଜଧାନୀର ଲୋୟର ପିଏମଜି ଛକରେ ମହିଳାଙ୍କ ଭିଡ । ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଭଲି ବିଭିନ୍ନ ସଂଗଠନର ମହିଳା ମେଳି କରିଛନ୍ତି ବକେୟା ଦାବିରେ । ବିଧାନସଭା ଚାଲିଥିବା ବେଳେ ଲୋୟର…
ସୁନା ବ୍ୟବସାୟୀଙ୍କ ହାତରୁ ଝାମ୍ପିନେଲେ ଅଧ କିଲୋର ସୁନା ଅଳଙ୍କାର
ରାୟଗଡା- ଦୋକାନ ନ ଖୋଲୁଣୁ ହାତରୁ ଝାମ୍ପିନେଲେ ଅଧ କିଲୋ ଓଜନର ସୁନା । ସୁନା ଦୋକାନୀଙ୍କ ହାତରୁ ସୁନା ଝାମ୍ପିନେଲେ ଲୁଟେରା । ଏମିତି ଘଟଣା ଘଟିଛି ଦେବଗଡରେ । ରାୟଗଡାର ଜନୈକ ସୁନା ଦୋକାନୀ ସକାଳୁ ସକାଳୁ ପ୍ରତି ଦିନ…
ମାର୍କେଟକୁ ଆସୁଛି Robotuc Mouse: ବଞ୍ଚାଇବ ମଣିଷଙ୍କ ଜୀବନ, ଆହୁରି ଅନେକ କିଛି
ଓଡ଼ିଶା ଭାସ୍କର: ହାଇ ସ୍ପିଡରେ ଆଗକୁ ବଢୁଛି ଆଜିର ଟେକନୋଲୋଜି । ଅଧିକାଂଶ କାମ ଏବେ ଯନ୍ତ୍ରଚାଳିତ ଏବଂ ରୋବୋଟ ମାଧ୍ୟମରେ କରିବାରେ ସଫଳ ହୋଇଛି ମଣିଷ । ହ୍ୟୁମାନ୍ ରୋବୋଟର ଉଦ୍ଭାବନ ପରେ ମଣିଷ ପାଇଁ ଅନେକ କାମ ସହଜ…
(Breaking) ସହଜରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା, ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ
ଭୁବନେଶ୍ୱର- ୩୦ଜିଲ୍ଲାକୁ ମିଳିବ ମେଡିକାଲ କଲେଜ । ଆଉ ଚିକିତ୍ସା ସେବାରେ ରହିବନି ସମସ୍ୟା । ସବୁ ଜିଲ୍ଲାରେ ଗୋଟିଏ ଲେଖା ମେଡିକାଲ କଲେଜ ଖୋଲାଯିବ ବୋଲି ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ମେଡିକାଲ ନିଯୁକ୍ତିରେ…