Browsing Category

Breaking News

(Video) ଫୁଟବଲ ମ୍ୟାଚରେ ଫ୍ୟାନ୍ସଙ୍କ ମଧ୍ୟରେ ବଡ଼ଧରଣର ଯୁଦ୍ଧ, ୧୦୦ ଜଣଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: ଗିନିରେ ରବିବାର ଦିନ ଫୁଟବଲ ମ୍ୟାଚରେ ଏକ ବଡ଼ଧରଣର କାଣ୍ଡ ହୋଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏଠାରେ ଫୁଟବଲ ମ୍ୟାଚ ଦେଖିବାକୁ ଆସିଥିବା ପ୍ରଶଂସକଙ୍କ ମଧ୍ୟରେ ବଡ଼ଧରଣର ଝଗଡ଼ା ହୋଇଥିଲା । ତେବେ…

କମିବ ରେଟ୍, ଏଥର ୟୁପିରୁ ଆସିଗଲା ଆଳୁ: ଓଡ଼ିଶାରେ ପହଞ୍ଚିଲା ୩୦୦ ଟ୍ରକ ଆଳୁ ଗାଡ଼ି

ଭୁବନେଶ୍ୱର: ଟ୍ରକରେ ଭର୍ତ୍ତି ହୋଇ ଓଡ଼ିଶାକୁ ଆସିଛି ଖୁସିର ଖବର । ପଶ୍ଚିମବଙ୍ଗ ଧୋକା ଦେବା ପରେ ଆଳୁ ପାଇଁ ନୂଆ ସାଥୀ ପାଇଛନ୍ତି ଓଡ଼ିଶା ସରକାର । ଏଣିକି ଉତ୍ତରପ୍ରଦେଶରୁ ଆସିବ ଟ୍ରକ ଟ୍ରକ ଆଳୁ । ଗତ କିଛି ଦିନରୁ ଆଳୁ…

Breaking; ଭୟଙ୍କର ଦୁର୍ଘଟଣା: ସ୍କୁଲ ବସ୍ –ଟ୍ରକ୍ ଧକ୍କାରେ ୧୭ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶକ୍ତି ସୁଗର ନିକଟରେ ଘଟିଯାଇଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ପିଲାଙ୍କୁ ନେଇ ସ୍କୁଲକୁ ଯିବା ବେଳେ ସ୍କୁଲ ବସକୁ ଧକ୍କା ଦେଇଛି ଏକ ଟ୍ରକ । ୫୫ ନମ୍ବର ଜାତୀୟ ରାଜପଥ ଶକ୍ତି ସୁଗର…

କ’ଣ ଅଛି ଆପଣଙ୍କ ଭାଗ୍ୟରେ? ଜାଣନ୍ତୁ ୧୨ ରାଶି ପାଇଁ କିପରି ରହିବ ଆଜି ଦିନ

ଓଡ଼ିଶା ଭାସ୍କର: ଆଜି ଡିସେମ୍ବର ମାସ ୨ ତାରିଖ । ଆଜିଠାରୁ ଆରମ୍ଭ ହେଉଛି ଶେଷ ମାସର ପ୍ରଥମ ସପ୍ତାହ । ଏହି ସପ୍ତାହ ଅନେକ ରାଶି ପାଇଁ ବେଶ୍ ଖୁସି ଏବଂ ସଫଳତାର ସହ ଆରମ୍ଭ ହୋଇପାରେ । କିଛି ରାଶି ପାଇଁ ଆଜିର ଦିନ…

୫ରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ : ଜାଣନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନା ନାହିଁ ?

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫେଙ୍ଗଲ୍‌’ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିଛି। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଜାରି…

I Love You କହି ‘ବ୍ୟାଡ୍ ଟଚ୍’ କରୁଥିଲେ, ହାତ-ଗୋଡ଼ ମାଲିସ୍ କରାଉଥିଲେ ରସିକିଆ ଶିକ୍ଷକ: ୧୬ ଜଣ ଛାତ୍ରୀ ଆଣିଲେ ସଙ୍ଗୀନ୍ ଅଭିଯୋଗ

ନୂଆଦିଲ୍ଲୀ: ଆମ ସମାଜରେ ଶିକ୍ଷକଙ୍କୁ ଏକ ସମ୍ମାନଜନକ ସ୍ଥାନ ଦିଆଯାଇଥାଏ । ତେବେ ଅନେକ ସମୟରେ କିଛି ଖରାପ ପ୍ରବୃତ୍ତିର ଶିକ୍ଷକଙ୍କ ପାଇଁ ସାରା ଶିକ୍ଷକ ଜାତିରେ କଳଙ୍କ ଲାଗିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼…

(Video) ଆସିବ BioPic, ହରଭଜନଙ୍କ ଚରିତ୍ରରେ ରହିବେ ଏହି ଅଭିନେତା! କ’ଣ କହିଲେ ଭଜ୍ଜି

ନୂଆଦିଲ୍ଲୀ: ବଲିଉଡ ଦୁନିଆରେ ଏବେ ବାୟୋପିକ୍ ଫିଲ୍ମର ଟ୍ରେଣ୍ଡ ଜାରି ରହିଛି । ଗତ କିଛି ବର୍ଷ ମଧ୍ୟରେ ଅନେକ ବ୍ୟକ୍ତିତ୍ୱଙ୍କ ବାୟୋପିକ୍ ପ୍ରସ୍ତୁତ ହୋଇଛି । ଏମ.ଏସ ଧୋନୀ, ଅଝର୍, ଚନ୍ଦୁ-ଦ ଚମ୍ପିଆନ୍ ଏବଂ ସାମ…

ASO ଓ SA ପଦର ମୁଖ୍ୟ ଲିଖିତ ପରୀକ୍ଷାର ଟେକ୍ନିକାଲ ପେପର ସିଲାବସ୍ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ସହକାରୀ ପରିସଂଖ୍ୟାନ ଅଧିକାରୀ (ଏଏସଓ) ଓ ପରିସଂଖ୍ୟାନ ସହାୟକ (ଏସଏ) ପଦ ପାଇଁ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି…

Waqf Boardକୁ ଭଙ୍ଗ କଲେ ଆନ୍ଧ୍ର ସରକାର: YSR କଂଗ୍ରେସ ଅମଳରେ ହୋଇଥିଲା ଗଠନ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ…

ନଭେମ୍ବରରେ ମାଲାମାଲ୍ ହେଲେ କେନ୍ଦ୍ର ସରକାର: ୧.୮୨ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ନଭେମ୍ବରରେ ମୋଟ ଜିଏସ୍ଟି ସଂଗ୍ରହ ୮.୫ ପ୍ରତିଶତ ବୃଦ୍ଧି ହୋଇ ୧.୮୨ ଲକ୍ଷ କୋଟିରୁ ଅଧିକ ହୋଇଛି । ଜିଏସ୍ଟି ସଂଗ୍ରହରେ ବୃଦ୍ଧି ହେବାର କାରଣ ହେଉଛି ଘରୋଇ…