Browsing Category

Breaking News

ସକାଳୁ ସକାଳୁ ଅଘଟଣ; ମାଛ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଜଗତସିଂହପୁର: ମାଛ ବ୍ୟବସାୟୀଙ୍କୁ ଟ୍ରକ୍ ଚାପିଦେବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାଟି ଜଗତସିଂହପୁରର ପଲ୍ଲୀ ଛକରେ ଘଟିଛି । ଏଠାରେ ଟ୍ରକ୍ ଧକ୍କାରେ ମାଛ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କାଂସ…

World AIDS Day: କମୁଛି HIV ମାମଲା! 2030 ସୁଦ୍ଧା ମୂଳପୋଛ ପାଇଁ ଲକ୍ଷ୍ୟ, ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା

ନୂଆଦିଲ୍ଲୀ: ହ୍ୟୁମାନ ଇମୋନୋଡେଫିସିଏନ୍ସି ଭାଇରସ(HIV) ଏକ ଗମ୍ଭୀର ସଂକ୍ରାମକ ରୋଗ, ଯାହା କି ଆକ୍ବାଏଡ୍ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ (ଏଡସ୍) ସୃଷ୍ଟି କରେ । ଏହି ଦିନ ବିଶ୍ବର ଏଚ୍.ଆଇ.ଭି ପୀଡିତ ତଥା ପ୍ରଭାବିତ…

୨ଟି ବାଇକକୁ ପଟିବା ପରେ ଓଲଟିଲା ପିକଅପ୍‌, ୮ ଷଣ୍ଢ ମୃତ

ବାଲେଶ୍ୱର: ୨ଟି ବାଇକକୁ ପିଟିବା ପରେ ଓଲଟିଲା ପିକଅପ୍ ଭ୍ୟାନ । ତେବେ ପିକଅପରେ ଭର୍ତ୍ତି ୮ଷଣ୍ଢଙ୍କର ମୃତ୍ୟୁ ଘଟିଛି । ଏଥିରେ ଦୁଇଟି ବାଇକ ଆରୋହୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ସଦର ଥାନା ସୁନ୍ଦୁରି ଛକ ନିକଟରେ…

ବିଜେପିରୁ ହେବେ ମୁଖ୍ୟମନ୍ତ୍ରୀ, ସହଯୋଗୀ ଦଳରୁ ୨ ଉପ-ମୁଖ୍ୟମନ୍ତ୍ରୀ: ମହାରାଷ୍ଟ୍ର ସରକାର ଗଠନ ଉପରେ ଅଜିତ ପାୱାରଙ୍କ ବୟାନ

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା କରିବା ପରେ ମହାରାଷ୍ଟ୍ରରେ ସରକାରଙ୍କ ଶପଥ ଗ୍ରହଣ ସମାରୋହର ତାରିଖ ଘୋଷଣା କରାଯାଇଛି । ଏହି ଶପଥ ଗ୍ରହଣ ସମାରୋହ ଡିସେମ୍ବର ୫ ତାରିଖ ଅପରାହ୍ନ ୫ ଟାରେ ମୁମ୍ବାଇର ଆଜାଦ ମଇଦାନରେ…

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଫେଙ୍ଗଲ’: ୩-୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ Landfall ପ୍ରକ୍ରିୟା

ନୂଆଦିଲ୍ଲୀ: ସମୁଦ୍ରରୁ ବାହାରି ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଫେଙ୍ଗଲ’ । ପୁଡୁଚେରୀ ନିକଟରେ ସ୍ଥଳଭାଗରେ ପାଦ ଦେଇଛି ଏହି ବାତ୍ୟା । ସ୍ଥଳଭାଗ ଛୁଇଁବା ପରେ ବର୍ତ୍ତମାନ ୩-୪ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା…

ଏହି କାରଣ ପାଇଁ ନିଲମ୍ବିତ ହେଲେ ତହସିଲଦାର, ଅଫିସ ଛାଡି କେଉଁଆଡ଼େ ଯାଇପାରିବେ ନାହିଁ ବୋଲି ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା ଓ ଲୋକଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି । ନିଲମ୍ବନ ଅବଧି ସମୟ ମଧ୍ୟରେ ଲାବଣ୍ୟନ୍ଦୁ ଜିଲ୍ଲାପାଳଙ୍କ ଅଫିସରେ…

(Video) ଆଳୁ ପାଇଁ ବଢୁଛି Tension… ପୁଣି ବଢିଲା ରେଟ୍, ଆଳୁ ଟ୍ରକ୍ ଅଟକାଇ ଦିଦିଙ୍କ ନାଲି ଆଖି!

ଓଡ଼ିଶା ଭାସ୍କର: ପୁଣିଥରେ ଆଳୁକୁ ନେଇ ଚିନ୍ତାରେ ସାରା ଓଡ଼ିଶା । ଓଡ଼ିଶାରେ ପୁଣି ଦେକିବାକୁ ମିଳିଛି ଆଳୁର ମହଙ୍ଗା ମାଡ଼ । ଓଡିଶାକୁ ଆସୁଥିବା ବେଳେ ମଝି ରାସ୍ତା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦିଦି ଦେଖାଇଲେ ନାଲି ଆଖି ।…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ଶନିବାର ହେବନି ସକାଳୁଆ ସ୍କୁଲ

ଭୁବନେଶ୍ୱର: ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ଶନିବାର ଦିନ ହେବନି ସକାଳୁଆ ସ୍କୁଲ । କୋରାପୁଟ ଜିଲ୍ଲାରେ ଶନିବାର ଦିନ ହେବନି ସକାଳୁଆ ସ୍କୁଲ । ଶୀତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି…

ଭାରତୀୟ ରେଳ ପକ୍ଷରୁ ଆରମ୍ଭ ‘ସଂରକ୍ଷା’ ମୋବାଇଲ୍ ଆପ୍ ଦ୍ଵାରା କଣ ମିଳିବ ଲାଭ ? ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ସଂରକ୍ଷା ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ କରି ଯାତ୍ରୀ ସୁରକ୍ଷା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଭାରତୀୟ ରେଳ । ଏହି ପ୍ରୟୋଗର ଉଦ୍ଦେଶ୍ୟ ହେଉଛି ଭାରତୀୟ ରେଳର ଫ୍ରଣ୍ଟଲାଇନ ସୁରକ୍ଷା ବର୍ଗର…

ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୫ ଜଣଙ୍କର ଚାଲିଗଲା ପ୍ରାଣ, ୧୫ ଆହତ

ନୂଆଦିଲ୍ଲୀ: ସିକ୍କିମର ପାଙ୍କୟୋଗ ଜିଲ୍ଲାର ଅଟଳ ସେତୁ ପାଖରେ ଏକ ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏଥିସହ ୧୫ ଜଣ ଆହତ ହୋଇଛନ୍ତି । ଏହି ବସଟି ସିଲୀଗୁଡ଼ିରୁ ଗଙ୍ଗଟୋକ…