Browsing Category

Breaking News

ଏହି ଦିନ ଶପଥ ନେବେ ମହାରାଷ୍ଟ୍ରର ନୂଆ ସରକାର, ବିଜେପି ନେତା ଖୁଲାସା କଲେ ମୁଖ୍ୟମନ୍ତ୍ରୀଙ୍କ ନାମ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜାରି ରହିଛି । ବହୁ ମତରେ ବିଜୟ ହାସଲ କରିବା ପରେ ମହାୟୁତି ମେଣ୍ଟରେ ମନ୍ଥନ ଚାଲିଛି । ଦେବେନ୍ଦ୍ର ଫଡନାଭିସଙ୍କ ନାମ ସମସ୍ତେ ନେଉଛନ୍ତି,…

U19 Asia Cup; ପାକିସ୍ତାନୀ ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ବିପକ୍ଷରେ ସୃଷ୍ଟି କଲେ ନୂଆ ଇତିହାସ

ନୂଆଦିଲ୍ଲୀ: ଅଣ୍ଡର-୧୯ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମହା ମୁକାବିଲା ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୨୮୨ ରନର ବଡ଼ ଲକ୍ଷ୍ୟ ଦେଇଛି । ତେବେ ଏହି ମ୍ୟାଚରେ ଇତିହାସ…

World’s Angriest Country! ଏଠାରେ ସମସ୍ତଙ୍କ ମୁଣ୍ଡ ଗରମ୍ କାହିଁକି? ଏ ହେଉଛି ଦୁନିଆର ସବୁଠୁ ରାଗୀ ଦେଶ

ନୂଆଦିଲ୍ଲୀ: ପୃଥିବୀରେ ଅନେକ ଦେଶ ଭିନ୍ନ ଭିନ୍ନ କାରୁକାର୍ଯ୍ୟ କରି ରେକର୍ଡ ସୃଷ୍ଟି କରିଛନ୍ତି । ବିଭିନ୍ନ ଦେଶ ପାଖରେ ଅଲଗା ଅଲଗା ରେକର୍ଡ ରହିଛି । କିନ୍ତୁ ପୃଥିବୀ ମାନଚିତ୍ରରେ ଗୋଟିଏ ଦେଶ ଏକ ବିରଳ ରେକର୍ଡ ନିଜ…

Unlimited Calling, ୧୬୦ ଦିନ ଭ୍ୟାଲିଡିଟି ଏବଂ Free SMS… ଦମଦାର ରିଚାର୍ଜ ପ୍ଲାନ ଆଣିଲା BSNL

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ଏବଂ ଏୟାରଟେଲ ନିଜ ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ବର୍ତ୍ତମାନ BSNLକୁ ମନ ବଳାଇଛନ୍ତି ଗ୍ରାହକ । କମ୍ ମୂଲ୍ୟରେ ଦମଦାର ଅଫର ଦେଉଥିବା BSNL ବର୍ତ୍ତମାନ ଅଧିକାଂଶ ଲୋକଙ୍କ ପ୍ରଥମ…

ବାଂଲାଦେଶରେ ହିନ୍ଦୁ ପ୍ରସଙ୍ଗରେ ମୁହଁ ଖୋଲିଲା RSS; କହିଲା- ‘ଅତ୍ୟାଚାର ବନ୍ଦ ହେବା ଦରକାର, ଚିନ୍ମୟ ଦାସଙ୍କୁ ମୁକ୍ତ କରାଯାଉ’

ନୂଆଦିଲ୍ଲୀ: ବାଂଲାଦେଶରେ ବିଦ୍ରୋହ ପରେ ହିନ୍ଦୁମାନଙ୍କ ଉପରେ କ୍ରମାଗତ ଆକ୍ରମଣ ଜାରି ରହିଛି। ବାଂଲାଦେଶରେ ମଧ୍ୟ ହିନ୍ଦୁଙ୍କ ମନ୍ଦିରକୁ ଟାର୍ଗେଟ କରାଯାଉଛି। ସେପଟେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ସାଧାରଣ…

ପୁଣି ଡିସେମ୍ବର ୫ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତଦୁଇ ଫର୍ମ ପୂରଣ ଅବଧି: CHSE ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ…

ପୁଣି ମଧ୍ୟାହ୍ନ ଦର ବଢାଇଲେ ସରକାର, ଡିସେମ୍ବର 1 ତାରିଖରୁ ଲାଗୁ

ଭୁବନେଶ୍ବର: ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ଦର ବଢାଇଲେ ରାଜ୍ୟ ସରକାର । ପ୍ରାଥମିକ ପିଲାଙ୍କ ପାଇଁ 7ଟଙ୍କା 64 ପଇସା ଖର୍ଚ୍ଚ ହେବ ।  ପୂର୍ବରୁ ଏହା 5 ଟଙ୍କା 90 ପଇସା ରହିଥିଲା । ଯଦି ଦେଖିବା ଏହି ମୂଲ୍ୟରେ…

ବଡ଼ ଦୁଃଖ ଖବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରମାକ୍ଷା ପ୍ରସାଦ ସିଂଦେଓଙ୍କ ଜ୍ୟେଷ୍ଠ କନ୍ୟାଙ୍କ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓଙ୍କ ଜ୍ୟେଷ୍ଠ କନ୍ୟା ବଡ଼ ରାଜଜେମା ଅନ୍ନପୂର୍ଣ୍ଣା ପ୍ରିୟଦର୍ଶିନୀ ଦେବୀ ଆଉ…

EPFO 3.0: ଏଟିଏମରୁ ବାହାରିବ ପିଏଫ ଅର୍ଥ, କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ) ସହ ଜଡ଼ିତ ନିୟମରେ କିଛି ବଡ଼ ପରିର୍ବ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମିଡ଼ିଆ ରିପୋର୍ଟ ମୁତାବକ, ସରକାର ଇପିଏଫଓ ୩.୦ ଭର୍ସନ ଅନୁସାରେ ପିଏଫ ଯୋଗଦାନର…

ଆଳୁ ବିବାଦକୁ ନେଇ ଯୋଗାଣ ମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ‘ପଶ୍ଚିମବଙ୍ଗଠୁ ଆଉ ମାଗିବୁନି’

ଭୁବନେଶ୍ବର: ପୁଣି ରାଜ୍ୟରେ ଆଳୁସଙ୍କଟ ଭଳି ପରିସ୍ଥିତି ଉପୁଜିଛି । ଦରରେ ଅହେତୁକ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ନଆସିବା କାରଣରୁ ଦାମ୍ ବୃଦ୍ଧି ପାଉଛି । ଭୁବନେଶ୍ବରର ବିଭିନ୍ନ ବଜାର ଉପରେ ଏହାର ପ୍ରଭାବ…