fbpx
Browsing Category

Breaking News

ଦୁଇ ଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗୱାରରେ ଦୁଇ ଗୁରୁତର, ପ୍ରଶାସନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ନୂଆଦିଲ୍ଲୀ:ଦିଲ୍ଲୀର ହାଇ ପ୍ରୋଫାଇଲ୍ ଓ ସବୁଠାରୁ ସୁରକ୍ଷିତ ମନେ କରାଯାଉଥିବା ତିହାର ଜେଲ୍ରେ ପୁଣି ଥରେ କଏଦୀଙ୍କ ମଧ୍ୟରେ ହିଂସା ଓ ରକ୍ତପାତର ଖବର ମିଳିଛି । ମିଳିଥିବା ସୂତ୍ରରୁ ଜଣାଯାଇଛି ଏଠାରେ କଏଦୀଙ୍କ ଦୁଇ…

ମରିଗଲା ମାନବିକତା: ଝିଅ ଚାହୁଁ ନଥିବାରୁ ୨୦ ଦିନର ଶିଶୁକନ୍ୟାକୁ ବିଷ ଦେଇଦେଲା ବାପା

ବାଲେଶ୍ୱର: ମରିଗଲା ମାନବିକତା, ଝିଅ ପସନ୍ଦ ନଥିବାରୁ ମାତ୍ର ୨୦ ଦିନିର ଶିଶୁକନ୍ୟାକୁ ବିଷ ଦେଇଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥନା ଅଞ୍ଚଳରେ। ସୂଚନା ଅନୁସାରେ କନ୍ୟା ସନ୍ତାନ…

ଦେଶରୁ ମହୁମାଛି ଅପହରଣ କରାଯାଉଛି! ୧୨ ବର୍ଷରେ ଅପହରଣ ହେଲେଣି ୧୦ ଲକ୍ଷ, କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ!

ନୂଆଦିଲ୍ଲୀ : ଆପଣ ନିଶ୍ଚିତ ଭାବରେ ଲୋକଙ୍କୁ ଅପହରଣ କରାଯିବା ବିଷୟରେ ଶୁଣିଥିବେ । ବେଳେବେଳେ ଶତ୍ରୁତା ପାଇଁ ତ ଅନ୍ୟ କେତେବେଳେ ଚାଲାଣ ପାଇଁ ଅପହରଣ କରାଯାଏ । ଅନେକ ସମୟରେ ପିଲାମାନଙ୍କ ଅପହରଣ ମାମଲା ସାମ୍ନାକୁ ଆସେ…

ଆଗାମୀ ଚାରି ବର୍ଷରେ ୨୦୦ ବିମାନବନ୍ଦର ନିର୍ମାଣ ହେବ – ଜ୍ୟୋତିରାଦିତ୍ୟ ସ୍କିନ୍ଧିଆ

ନୂଆଦିଲ୍ଲୀ: ଦୀର୍ଘ ୬୮ ବର୍ଷ ମଧ୍ୟରେ ଦେଶରେ ମାତ୍ର ୭୪ ଟି ବିମାନବନ୍ଦର ପ୍ରତିଷ୍ଠା କରାଯାଇଥିଲା, କିନ୍ତୁ ଗତ ୯ ବର୍ଷ ମଧ୍ୟରେ ଆମ ସରକାର ୭୪ ଟି ଅତିରିକ୍ତ ବିମାନବନ୍ଦର ପ୍ରତିଷ୍ଠା କରିବାରେ ସଫଳ ହୋଇଛି । ଯେଉଁଥିରେ…

୩.୩୧ ଲକ୍ଷ କୋଟି ଡଲାର ମୂଲ୍ୟ ସହିତ ଭାରତ ହେଲା ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍‌

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଲଗାତାର କିଛି ଦିନ ହେବ ଉତ୍ସାହ ଜାରି ମିଳିଛି। ସୋମବାର ବଜାର ଖୋଲିବା ପରେ ମଧ୍ୟ ନିବେଶକମାନଙ୍କ ମଧ୍ୟରେ ଏହି ଉତ୍ସାହ ଦେଖିବାକୁ ମିଳିଥିଲା। ଫଳସ୍ୱରୁପ ଭାରତ ପୁଣିଥରେ ବିଶ୍ୱର…

କାନାଡାରେ ପଞ୍ଜାବୀ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା, ଡିଜେ ବନ୍ଦ କରି ସର୍ବସମ୍ମୁଖରେ ଗୁଳିମାଡ

ନୂଆଦିଲ୍ଲୀ : ଡିଜେ ବନ୍ଦ କରି ପଞ୍ଜାବର ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି । ପଞ୍ଜାବର ମୂଳ ଗ୍ୟାଙ୍ଗଷ୍ଟର ଅମରପ୍ରୀତଙ୍କୁ କାନାଡାର ଭାନକୋଭରରେ ସର୍ବସାଧାରଣରେ ହତ୍ୟା କରାଯାଇଥିଲା। ଏକ ବିବାହ…

ରାଜ୍ୟରେ ହ୍ରାସ ପାଉଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା: ରାଜ୍ୟ ସରକାର ଦେଲେ ସୂଚନା

କଟକ: ରାଜ୍ୟରେ ଦିନକୁ ଦିନ ନୂଆ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ବର୍ଷ ୫୭୨୯ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯-୨୦ ବର୍ଷରେ ୧୦୦୭୭ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

ରାସ୍ତାରେ ଗଡିବ ଇଲେକ୍ଟ୍ରି ବସ୍ ; ଶସ୍ତା ହେବ ବସ୍ ଭଡା – ସରକାରଙ୍କ ନୂଆ ଯୋଜନା

ନୂଆଦିଲ୍ଳୀ : ଇଲେକ୍ଟ୍ରି କାର୍ ଓ ସ୍କୁଟର ପରେ ଏବେ ଇଲେକ୍ଟ୍ରି ବସ୍ ଚାଲିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏଥିରେ ଭଡା ମଧ୍ୟ ଶସ୍ତା ହେବ ବୋଲି ସୂଚନା ମିଳିଛି । ବୈଦ୍ୟୁତିକ ଯାନ ଚଳାଇବା ଉପରେ ଯୋଗୀ…

Video: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡ଼ି ସହ ବର୍ଷା ସମ୍ଭାବନା:୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୫ ଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାରେ ସମ୍ଭାବନା ନାହିଁ । ଆସନ୍ତା…

ନିଜ ପିଲାଙ୍କ ସ୍କୁଲ ଗେଟ୍ ନିକଟରେ ପରସ୍ପରକୁ ଭେଟିବା ପରେ ହୋଇଥିଲା ପ୍ରେମ, ପତିଙ୍କ ସମ୍ମତି

ନୂଆଦିଲ୍ଲୀ:କୁୁହାଯାଏ ପ୍ରେମ କାହାକୁ କେତେବେଳେ ହୋଇଯିବ ତାହା କେହି ଜାଣି ନ ଥାଏ । କିନ୍ତୁ ଦୁଇ ବିବାହିତା ମହିଳାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା ଏବଂ ଏହା ପୁଣି ନିଜ ନିଜ ସ୍ୱାମୀ ଙ୍କ ଅନୁମତିରେ କଥାଟି…