fbpx
Browsing Category

Breaking News

ଭୁବନେଶ୍ୱର ରାଜରାସ୍ତାରେ ବୁଲିଲା ଖଣ୍ଡା

ଭୁବନେଶ୍ୱର; ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି ଭାଇଗିରି । ଦିନ ଦ୍ୱିପ୍ରହର ସମୟରେ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ…

SBI Card ଆରମ୍ଭ କଲା Rupay କ୍ରେଡିଟ କାର୍ଡ ମାଧ୍ୟମରେ ୟୁପିଆଇ ପେମେଣ୍ଟ ସର୍ଭିସ୍: ସହଜ ଷ୍ଟେପରେ କରନ୍ତୁ ଟ୍ରାଞ୍ଜାକ୍ସନ୍

ନୂଆଦିଲ୍ଲୀ: ଭାରତର ସର୍ବବୃହତ କ୍ରେଡିଟ କାର୍ଡ କମ୍ପାନୀ ଏସବିଆଇ କାର୍ଡ ନିଜ ଗ୍ରାହକମାନଙ୍କୁ ରୁପେ କ୍ରେଡିଟ କାର୍ଡ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବାର ସୁବିଧା ଆରମ୍ଭ କରିବାର ଘୋଷଣା କରିଛି । ଏହି ବିକାଶ…

ପୁରୁଷଙ୍କ ପାଇଁ ଆଇନ୍ କାହିଁ? ପୁରୁଷଙ୍କ ପ୍ରତି ଯୌନ ଅପରାଧକୁ ଭୁଲିଗଲେ ମୋଦୀ ସରକାର

ନୂଆଦିଲ୍ଲୀ: ଭାରତୀୟ ଦଣ୍ଡ ସଂହିତା ଏବଂ ଅପରାଧ ସଂହିତା ସ୍ଥାନରେ କେନ୍ଦ୍ର ସରକାର ଲୋକସଭାରେ ନୂଆ ବିଲ୍ ଆଗତ କରିଛନ୍ତି । ଏହାପରେ ନୂଆ ଆଇନ ଏବଂ ଏହି ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହି ଚର୍ଚ୍ଚା…

‘ଦକ୍ଷ ଅଟନ୍ତି ପ୍ରିୟଙ୍କା’, ୨୦୨୪ ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ମିଶନ ଘୋଷଣା କଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି ରବର୍ଟ ଭଦ୍ରା । ପିଟିଆଇକୁ ଦେଇଥିବା ଏହି ସାକ୍ଷାତକାରରେ ରବର୍ଟ ଭଦ୍ରା…

ତୃତୀୟ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ତିଆରି କରିବେ ଶଙ୍କର ମହାଦେବନଙ୍କ ସହିତ ଦେଶର ଏହି ସୁନାମଧନ୍ୟ ବ୍ୟକ୍ତି, NCERT ନେଲା ବଡ…

ନୂଆଦିଲ୍ଲୀ: ସଙ୍ଗୀତ ଦୁନିଆର ଏକ ସୁପ୍ରସିଦ୍ଧ ଚେହେରା ହେଉଛନ୍ତି ଶଙ୍କର ମହାଦେବନ । ଏବେ ଏହି ସଙ୍ଗୀତଜ୍ଞଙ୍କ ଉପରେ ଏନସିଇଆରଟି NCERT ଏକ ବଡ ଦାୟିତ୍ୱ ନ୍ୟସ୍ତ କରିଛି । ଏବେ ଶଙ୍କର ମହାଦେବନ ପିଲାଙ୍କ ଲାଗି ସିଲାବସ୍…

World Cup ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ବଦଳିଗଲେ ଭାରତୀୟ ଦଳର କୋଚ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୨ ମାସ ବାକି ରହିଛି । ଏହି ସମୟରେ ଭାରତୀୟ ଦଳରେ ବର୍ତ୍ତମାନ ବିଭିନ୍ନ ଏକ୍ସପେରିମେଣ୍ଟ ଦେଖିବାକୁ ମିଳୁଛି । ଦଳରେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ଚୟନ ପାଇଁ ପରୀକ୍ଷା…

(Video) ବିଦାୟ ବୀର ସୁଶାନ୍ତ… ଲୁହଭିଜା ଆଖିରେ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ: ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର

ଆନନ୍ଦପୁର: ଝୁରୁଛି ସ୍କୁଲ, ଝୁରୁଛି ଗାଁ ମାଟି ଆଉ ଝୁରୁଛି ସାରା ଦେଶ । ସମସ୍ତଙ୍କ ମୁହଁରେ ସହିଦ ସୁଶାନ୍ତ ବୀରତ୍ୱର କାହାଣୀ ଗୌରବର ଗାଥା । ଯିଏ ଆଜି ସହିଦ ହୋଇ ବି ଚିର ଦିନ ପାଇଁ ଅମର ହୋଇ ଯାଇଛନ୍ତି । କେନ୍ଦୁଝର…

ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ, ୩ ବର୍ଷ ଜେଲ୍ ଦଣ୍ଡ ସହିତ ଭରିବାକୁ ହେବ ମୋଟା ଅଙ୍କର ଜୋରିମାନା

ନୂଆଦିଲ୍ଲୀ: ଏବେ ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ । ଲୋକସଭାରେ ଉପସ୍ଥାପିତ ନୂଆ ବିଧେୟକ କାରଣରୁ ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କେନ୍ଦ୍ର…

ମାଲକାନଗିରି: ବିନା ଅନୁମତିରେ ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କ ବନ୍ଧ୍ୟାକରଣ କରିଦେଲେ ଡାକ୍ତର

ଭୁବନେଶ୍ୱର: ଦିବ୍ୟାଙ୍ଗ ଯୁବକଙ୍କ ଅନୁମତି ନନେଇ ବନ୍ଧ୍ୟାକରଣ କରିଦେଲେ ଡାକ୍ତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ମୈଥିଲି ବ୍ଲକ୍ ଅନ୍ତର୍ଗତ ଅମ୍ବାଗୁଡ଼ା ଗ୍ରାମରେ । ଜଣେ ଦିବ୍ୟାଙ୍ଗ ଅବିବାହିତ ଯୁବକ…

Long Covidର ନୂଆ ଲକ୍ଷଣ: ୧୦ ମିନିଟ ଠିଆ ହଲେ ନୀଳ ହୋଇଯାଉଛି ଗୋଡ଼ର ରଙ୍ଗ

ନୂଆଦିଲ୍ଲୀ: କିଛି ଦିନରୁ କରୋନା ମହାମାରୀକୁ ନେଇ ଲେକାଙ୍କ ମନରୁ ଭୟ କମ୍ ହୋଇଛି । କିନ୍ତୁଏହା ଭିତରେ ମହାମାରୀ ଆଉ ଏକ ଭୟଙ୍କର ରୂପ ଦେଖାଇଛି । ଦୀର୍ଘ ଦିନରୁ କରୋନାରେ ପୀଡିତ ଜଣେ ରୋଗୀ ମାତ୍ର ୧୦ ମିନିଟ ଠିଆ ହେବା…