Browsing Category
Breaking News
ଡିଜିପି ସମ୍ମିଳନୀକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା, ଆଜି ହାପ୍ ଡେ ସ୍କୁଲ
ଭୁବନେଶ୍ବର: ଆଜିଠୁ ଭୁବନେଶ୍ବରରେ 3ଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ କଡା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ । ଟ୍ରାଫିକ କଟକଣା ସହିତ ସବୁ ସ୍ଥାନରେ ପହରା ଦେଉଛନ୍ତି ପୋଲିସ ।…
Breaking: ଗାଁରେ ପଶିଛନ୍ତି ୨୫ ହାତୀ, ଘରୁ ବାହାରକୁ ଯାଉନାହାନ୍ତି ଲୋକେ
ପଦ୍ମପୁର: ଗାଁରେ ଜଙ୍ଗଲୀ ହାତୀପଲ ଆତଙ୍କ । ୨୫ ଟିକିଆ ହାତୀପଲ ପଶିଆସିଛନ୍ତି ଗାଁ ଭିତରକୁ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ । ଘରୁ ବାହାରିବା ପାଇଁ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି । ଘେଁସ ବନାଞ୍ଚଳରେ ୪…
ଆଜିଠୁ 3ଦିନିଆ ଡିଜିପି ସମ୍ମିଳନୀ: ଉଦଘାଟନ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ, ସୁରକ୍ଷାବଳୟରେ ରାଜଧାନୀ
ଭୁବନେଶ୍ବର: 3 ଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହାକୁ ଉଦଘାଟନ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏନେଇ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । 3ଦିନ ଧରି ଲୋକସେବା ଭବନରେ ଏହି ସମ୍ମିଳନୀ ହେବ । ତେବେ 3…
(Video) ବିରଳ ସଂଯୋଗ! ନଭେମ୍ବର ୨୭ ଲେଖିଲା ପାଣ୍ଡିଆନଙ୍କ ଜୀବନରେ ୩ଟି ଇତିହାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବାର ୬ ମାସ ପରେ ସାମ୍ନାକୁ ଆସିଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ୍ । ନଭେମ୍ବର ୨୭ ତାରିଖ ବୁଧବାର ଦିନ କଟକ ନିକଟ ତ୍ରିଶୁଳିଆ ଠାରେ ଥିବା ଏକ ବିବାହ…
ଭୂକମ୍ପରେ ଥରିଉଠିଲା ଜାମ୍ମୁ-କାଶ୍ମୀର: ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୮
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ୨୮ ନଭେମ୍ବର ଗୁରୁବାର ଦିନ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି । ଅଧିକାରୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ରିକ୍ଟ୍ଟର ସ୍କେଲରେ ୫.୮ ମାପ ବିଶିଷ୍ଟ ଏକ ଭୂକମ୍ପ ଆସିିଛି । କିନ୍ତୁ ଜୀବନ…
ବିଧାୟକଙ୍କର କଟିଲା ଟ୍ରାଫିକ୍ ଚାଲାଣ: କଥା ନ ମାନିବାରୁ ଗାଡ଼ିର ଡ୍ରାଇଭରଙ୍କ ଚାକିରି ଗଲା
ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରାଫିକ୍ ନିୟମ ଅବମାନନା କାରଣରୁ ଅନେକ ଲୋକଙ୍କର ଚାଲାଣ କଟିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜଣେ ବିଜେପି ବିଧାୟକଙ୍କର ଗାଡ଼ିର ଟ୍ରାଫିକ୍ ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ ।…
(Video) ଭାରତର ଜଣେ କ୍ରିକେଟରଙ୍କ ସନ୍ନ୍ୟାସ ଘୋଷଣା: ବିରାଟ କୋହଲିଙ୍କ ସହ ଖେଳିଥିଲେ ବିଶ୍ୱକପ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଜଣେ ଦ୍ରୁତ ବୋଲର ଅବସର ଘୋଷଣା କରିଛନ୍ତି । ଏନେଇ ଖେଳାଳି ଜଣଙ୍କ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ଏହି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ଓ ଟି-୨୦…
OAS ଅଧିକାରୀ ସ୍ତରରେ ଅଦଳବଦଳ: ନୂଆ ସ୍ଥାନକୁ ଟ୍ରାନ୍ସଫର ହେଲେ ୧୨ ଜଣ ଅଧିକାରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ୧୨ ଜଣ ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାର ନୂଆ ସ୍ଥାନକୁ ଟ୍ରାନ୍ସଫଳ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ…
ଆଉ ଚିନ୍ତା ନାହିଁ…ଏଣିକି 30 ଟଙ୍କାରେ ଗ୍ରାହକଙ୍କୁ ମିଳିବ ଆଳୁ
ଭୁବନେଶ୍ବର: ଆଳୁକୁ ନେଇ ଦେଖାଯାଇଥିବା ସଙ୍କଟ ଭିତରେ ଖୁସି ଖବର ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 30 ଟଙ୍କାରେ ଆଳୁ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି । ଆଳୁକୁ ନେଇ ଗୁରୁତ୍ବପୂର୍ଣ୍ଣ…
PAN 2.0 Alert! ଆପଣଙ୍କ ପାଖରେ ଡୁପ୍ଲିକେଟ୍ ପ୍ୟାନ୍ କାର୍ଡ ଥିଲେ ଲାଗୁ ହେବ ୧୦ ହଜାର ଫାଇନ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯିବାକୁ ଥିବା ‘ପ୍ୟାନ-୨.୦’ ଯୋଜନାକୁ ନେଇ ଆପଣମାନେ ସାବଧାନ ରହିବାର ଆବଶ୍ୟକତା ରହିଛି । ଗତ ୨୫ ତାରିଖରେ ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ…