fbpx
Browsing Category

Breaking News

୧୫ ଜିଲ୍ଲା ଉପରେ କଡା ନଜର, ବନ୍ୟା ଆଶଙ୍କାରେ ଉଦ୍ଧାରକାରୀ ଟିମକୁ ଆଲର୍ଟ

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ଲଗାଣ ଯୋଗୁଁ ବନ୍ୟାର ପରିସ୍ଥିତି ଉପୁଯୁଛି । ଏନେଇ ବନ୍ୟା ସ୍ଥିତିକୁ ନଜରରେ ରଖି, ସରକାର ୧୫ ଜିଲ୍ଲାରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଇଛନ୍ତି…

ଫିଲିପାଇନ୍ସରେ ନିଖୋଜ ବିମାନ ଦୁର୍ଘଟଣାଗ୍ରସ୍ତ: ଭାରତୀୟ ପାଇଲଟଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଫିଲିପାଇନ୍ସର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ପରେ ବିମାନଟି ନିଖୋଜ…

Big Breaking ଖୁବଶୀଘ୍ର ମହାନଦୀରେ ଆସୁଛି ବନ୍ୟା: ସ୍ଥିତି ମୁକାବିଲା ପାଇଁ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ସ୍ଥିତି ବେହାଲ ହୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ଗାଁ ଏବେ ଜଳମଗ୍ନ ହୋଇ ରହିଛି । ତେବେ ଏବେ ପର୍ଯ୍ୟନ୍ତ ସବୁଠୁ ଭଲ ଖବର…

‘ଦାରିଦ୍ର୍ୟ ହେଉଛି ସବୁଠାରୁ ବଡ ଜାତି’, ୟୁପିର NDA ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଜୟ ମନ୍ତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଏନଡିଏ ସାଂସଦଙ୍କ ସହ ଅନେକ ବୈଠକରେ ଉତ୍ତରପ୍ରଦେଶ ଏବଂ ଦକ୍ଷିଣ ରାଜ୍ୟର ସାଂସଦମାନଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ ୨୦୨୪ ଲୋକସଭା ନିର୍ବାଚନ ପାଇଁ…

ଭଟ୍ଟାରିକା ପୀଠରେ ଲାଗିଲା ୧୪୪ ଧାରା: ମନ୍ଦିର ଭିତରେ ପାଣି ପଶିବାରୁ କଟକଣା

ବଡ଼ମ୍ବା: ଲଗାଣ ବର୍ଷା ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଏହା ମଧ୍ୟରେ ବଡ଼ମ୍ବାର ପ୍ରସିଦ୍ଧ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପାଣି…

ଭଦ୍ରକରେ ବି ସବୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ବର୍ଷା ସହ ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ତାଲିକାରେ ବର୍ତ୍ତମାନ ସାମିଲ ହୋଇଛି ଭଦ୍ରକ ଜିଲ୍ଲା । ଏବେ ଭଦ୍ରକ ଜିଲ୍ଲାରେ ମଧ୍ୟ ସ୍କୁଲ…

ଆସିଲା ଖୁସି ଖବର ! ଚାଷୀଙ୍କ ଋଣ ଛାଡ ପାଇଁ ନିର୍ଦ୍ଦେଶ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଚାଷୀଙ୍କ ଋଣ ଛାଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଅର୍ଥନୈତିକ ଦୂରାବସ୍ଥା, ବିମୁଦ୍ରିକରଣ ଏବଂ କରୋନା ମହାମାରୀ ପାଇଁ ରାଜ୍ୟର ଅର୍ଥନୀତି…

ମୁଣ୍ଡଳିକୁ ନେଇ SRCଙ୍କ ସତର୍କବାଣୀ: ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ

କଟକ: ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । କଟକ ଭୁବନେଶ୍ୱର ସହରକୁ ବର୍ଷା ପାଣି କାବୁ କରି ନେଇଥିବା ବେଳେ ଉପକୂଳ ଅଞ୍ଚଳଗୁଡ଼ିକରେ ନଦୀର ଜଳସ୍ତର ଦେଖି ବନ୍ୟାର ଭୟ ଘାରିଛି । ତେବେ…

ଏଣିକି ଔଷଧ ଉପରେ ରହିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ନକଲି ଔଷଧରେ ଏବେ ଲାଗିବ ଲଗାମ । ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍ ଲଗାଇବାକୁ…

ବନ୍ୟା Alert! ଫୁଲୁଛି ବୈତରଣୀ ନଦୀ: ବିପଦ ସଂକେତ ଟପି ଗାଁ ଗାଁରେ ପଶିଲାଣି ବନ୍ୟା ପାଣି

ଯାଜପୁର: ବୈତରଣୀ ନଦୀର ଜଳସ୍ତରକୁ ନେଇ ବିପଦ ଘନେଇଛି । ଧିରେ ଧିରେ ପଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ବିଶେଷ କରି ତଳିଆ ଅଞ୍ଚଳକୁ ନେଇ ଚିନ୍ତାରେ ପଡ଼ିଛି…