Browsing Category
Breaking News
ଔଷଧ ତିଆରି କାରଖାନାରେ ବିଷାକ୍ତ ଗ୍ୟାସ ପାଇଁ ଜଣଙ୍କର ମୃତ୍ୟୁ, ୮ ଅସୁସ୍ଥ
ଅମରାବତୀ- ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲାରେ ବୁଧବାର ବିଷାକ୍ତ ଗ୍ୟାସ ଲିକ ହୋଇଛି । ଏକ ଔଷଧ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ ପାଇଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି ।…
ବଢୁଛି UPI Fraud… ୬ ମାସରେ ୪୮୫ କୋଟି ଲୁଟି ନେଲେ ସାଇବର ଠକ! ଟେନସନରେ ସରକାର
ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟ ପ୍ରଚଳନ ଏବେ ବଢିବାରେ ଲାଗିଛି । ଏହାସହିତ ବୃଦ୍ଧି ପାଉଛି ସାଇବର ଠକାମୀର ମାମଲା । ରାସନ ସାମଗ୍ରୀ କିଣିବାରୁ ମହଙ୍ଗା ରେଷ୍ଟୁରାଣ୍ଟରେ ଖାଇବା ପର୍ଯ୍ୟନ୍ତ ସବୁଠି ୟୁପିଆଇ…
ବାଳ ବିବାହ ରୋକିବା ଦିଗରେ ସରକାରଙ୍କ ପଦକ୍ଷେପ, ଏହି ସବୁ ରାଜ୍ୟକୁ ଦିଆଯାଉଛି ଗୁରୁତ୍ୱ
ନୂଆଦିଲ୍ଲୀ- ପ୍ରତି ୫ ଜଣରେ ଜଣେ ନାବାଳିକାର ହେଉଛି ବିବାହ । ବାଳ ବିବାହ ଓ ବେଆଇନ ବିବାହକୁ ରୋକିବାକୁ ଯେତେ ଆଇନ, କଟକଣା ଲଗାଇଲେ ମଧ୍ୟ ଏହିପରି ବିବାହ ହେବା ଉପରେ ଲାଗୁନି ରୋକ । ଗତ ବର୍ଷ ସରକାରଙ୍କ ତରଫରୁ ପ୍ରାୟ…
ମୋଦୀଙ୍କ ଓଡିଶା ଗସ୍ତ: ଓଡିଆ ଖାଦ୍ୟ ଖାଇବେ ପ୍ରଧାନମନ୍ତ୍ରୀ, କାର୍ଯ୍ୟକ୍ରମ ଥିବା ସ୍ଥାନ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ଆସନ୍ତା 29 ତାରିଖରେ ମୋଦୀ ଭୁବନେଶ୍ବରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଡିଜି ସମ୍ମିଳନୀରେ ଯୋଗ…
ସାବଧାନ୍ Social Media! ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ ଆସୁଛି ଆଇନ୍… ସଂସ୍କୃତି ମନେ ପକାଇ ଦେଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ସୋସିଆଲ ମିଡିଆର ବ୍ୟବହାର ଦିନକୁ ଦିନ ଖୁବ ବଢିବାରେ ଲାଗିଛି । ସାଧାରଣ ଲୋକଙ୍କ ଜୀବନକୁ ଏହା ଯେତିକି ସହଜ ଏବଂ ସରଳ କରିଛି, ତା’ଠାରୁ ଅଧିକ ବ୍ୟାପୁଛି ଭୟଙ୍କର କଣ୍ଟେଣ୍ଟ । ପ୍ରତ୍ୟେକ ଦିନ ବିଭିନ୍ନ…
MV ଦେବୀର କ୍ରିଉ ମେମ୍ବରଙ୍କ ଆନ୍ଦୋଳନ, କୋକେନ ଜବତ ପରେ ରଖାଯାଇଥିଲା ଅଟକ
ଭୁବନେଶ୍ବର: ଏମଭି ଦେବୀର ଜାହାଜରେ କ୍ରିଉ ମେମ୍ବରମାନଙ୍କ ଆନ୍ଦଳୋନ ଦେଖାଯାଇଛି । କୋକେନ ଜବତ ପରେ ଜାବାଜକୁ ଅଟକ ରଖାଯାଇଥିବା ବେଳେ ଏମଭି ଦେବୀର କ୍ରିଉ ମେମ୍ବରମାନେ ଆନ୍ଦୋଳନ କରିଛନ୍ତି । 21 ଜଣ କ୍ରିଉ ମେମ୍ବର…
ICC Test Ranking; ପୁଣି No.1 ବୁମରାହ, ଚମକିଲେ ଯଶସ୍ୱୀ: ଟେଷ୍ଟ ରାଙ୍କିଙ୍ଗରେ ଟିମ ଇଣ୍ଡିଆର ରାଜୁତି
ନୂଆଦିଲ୍ଲୀ: ପର୍ଥ ଟେଷ୍ଟ ବିଜୟ ଭାରତୀୟ ଖେଳାଳିଙ୍କୁ ଅନେକ ଉପହାର ଭେଟି ଦେଇଛି । ସିରିଜରେ ୧-୦ରେ ଅଗ୍ରଣୀ କରାଇବା ସହ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ପୁଣିଥରେ ଶୀର୍ଷ ସ୍ଥାନ ହାସଲ କରିଛି ଟିମ ଇଣ୍ଡିଆ । ଏହାବ୍ୟତୀତ…
(Breaking) ବୋନସ ଘୋଷଣା ପରେ ବି ପଞ୍ଜିକରଣ ପାଇଁ ଚାଷୀ ଅନିଚ୍ଛୁକ
ଭୁବନେଶ୍ୱର- କମିଲା ଚାଷୀଙ୍କ ନାମ ପଞ୍ଜିକରଣ । ଗତ ବର୍ଷ ତୁଳନାରେ କମ ଚାଷୀ କରିଛନ୍ତି ପଞ୍ଜିକରଣ । ୨୨ ହଜାର କମ ଚାଷୀ ଚଳିତ ବର୍ଷ କରିଛନ୍ତି ନାମ ପଞ୍ଜିକରଣ । ୨୦୨୩-୨୪ ବର୍ଷରେ ୧୭ଲକ୍ଷ ୭୨ ହଜାର ଚାଷୀ ପଞ୍ଜିକରଣ…
(Video) ମାଡି ଆସୁଛି ବାତ୍ୟା ପେଙ୍ଗାଲ! ତାମିଲନାଡୁକୁ ଆଲର୍ଟ, ଓଡିଶାର ଏହି ସ୍ଥାନରେ…
ନୂଆଦିଲ୍ଲୀ: ଦାନା ବାନ୍ଧୁଛି ବାତ୍ୟା । ଏହାକୁ ନେଇ ସମସ୍ତଙ୍କ ମନରେ ଛନକା ଦେଖାଯାଇଥିବା ବେଳେ ଉପକୂଳ ମୁହାଁ ବାତ୍ୟା ପେଙ୍ଗାଲ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ପରେ ଗଭୀର ଅବପାତରେ ପରିଣତ…
ଅଙ୍ଗନବାଡି କର୍ମଚାରୀଙ୍କଠାରୁ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ
ଗଞ୍ଜାମ- ଭିଜିଲାନ୍ସ ଜାଲରେ ସିଡିପିଓ । ଗଞ୍ଜାମ ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଉପରେ ଲଗାମ ଖଞ୍ଜିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜଣେ ଆଙ୍ଗନାବାଡି କର୍ମୀଙ୍କ ଏରିଅର ଅର୍ଥ ରିଲିଜ…