fbpx
Browsing Category

Breaking News

ଶ୍ରଦ୍ଧାଳୁଙ୍କ ବସରେ ପଶିଗଲା ସାପ: ଜୀବନ ରକ୍ଷା କରିବାକୁ ଲୋକେ କାଲେ ଚିତ୍କାର, ପରେ କନଷ୍ଟେବଳଙ୍କୁ ଦେଲେ ଧନ୍ୟବାଦ

ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲର କେଞ୍ଚିଧାମରେ ଭକ୍ତ ବୋଝେଇ ବସରେ ଏକ ବିଷାକ୍ତ ସାପ ପଶିଯାଇଛି। ଏନେଇ ବସରେ ବିଶୃଙ୍ଖଳା ଦେଖାଦେଇଛି। ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ଚିତ୍କାର କରିବାକୁ ଲାଗିଛନ୍ତି। ଯାହା ପରେ…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଜନ୍ତୁ ହେଲେ ଅଦଳ ବଦଳ

ଭୁବନେଶ୍ୱର : ଦୀର୍ଘ ୪୦ ବର୍ଷ ପରେ ନନ୍ଦନକାନନକୁ ଆସିଲା ନୂଆ ଅତିଥୀ । ପ୍ରାଣୀ ଉଦ୍ୟାନରେ ହେଲା ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା । ଏଠାରୁ ଦୁଇଟି ମହାବଳ ବାଘ ଏବଂ ଘଡ଼ିଆଳ କୁମ୍ଭୀର ଯାଇଥିଲେ ଇଟାନଗର । ବଦଳରେ…

ବିଦ୍ୟାଳୟରେ ପିଲା ପଢିବେ Road Safety Rules: ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର: ସାରା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ରିପୋର୍ଟ ଅନୁସାରେ, ପ୍ରତିଦିନ ରାଜ୍ୟରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସଡ଼କ ସୁରକ୍ଷା ନିୟମକୁ ଅବମାନନା କରୁଥିବାରୁ ଅଧିକାଂଶ…

ପ୍ରବଳ ବର୍ଷା ଯୋଗୁଁ ଆଜିଠୁ ସ୍କୁଲ ଛୁଟି ପାଇଁ ଆଦେଶ: ପିଲାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ରାଜ୍ୟରେ ମୌସୂମୀ ପ୍ରବାହରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହା କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଲାଗି ରହିଛି…

ହୀରାକୁଦ ଜଳସ୍ତର: ସକାଳ ୬ଟା ସୁଦ୍ଧା ୬୧୨.୫୪ ଫୁଟ

ସମ୍ବଲପୁର: ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୨.୫୪ ଫୁଟରେ ଗତି କରୁଥିବା ସୂଚନା ମିଳିଛି । ଉପର ମୁଣ୍ଡରେ ଲଗାଣିଆ ବର୍ଷା ହେବା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ସେଲାଗି ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମ…

ଆଜି କଟକ ଗସ୍ତରେ ଯିବେ ରାଷ୍ଟ୍ରପତି ମୁର୍ମୁ: ହାଇକେର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ମହାମହିମ ରାଷ୍ଟପତି ଶ୍ରୀମୀ ଦ୍ରୌପଦୀ ମୁର୍ମୁ । ଆଜି ତାଙ୍କର କଟକ ଗସ୍ତର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି…

‘ମୁଁ କାର୍ଗିଲ…’ ଆଜି କାର୍ଗିଲ ବିଜୟ ଦିବସ: ସେଦିନର କାହାଣୀ କହୁଛି କାର୍ଗିଲ ମାଟି

ମୁଁ କାର୍ଗିଲ…. ୧୯୯୯ ର ସେ ଶୀତ ମୋ ପାଇଁ ପୂର୍ବ ଶୀତ ଠାରୁ ଥିଲା ଖୁବ ଭିନ୍ନ । ସୀମାର ଅନ୍ୟପାଶ୍ୱର୍ରୁ ଲଗାତାର ଅନେକ ଅଜଣା ଚେହେରା ମାଡି ଆସୁଥିଲେ । ସେମାନଙ୍କ ହାତରେ ଥିଲା ଆଧୁନିକ ଅସ୍ତ୍ର ଶସ୍ତ୍ର ଏବଂ କାନ୍ଧରେ…

ରୁଷରେ ଲିଙ୍ଗ ପରିବର୍ତ୍ତନକୁ ନେଇ ଲାଗିଲା ପ୍ରତିବନ୍ଧକ, ରାଷ୍ଟ୍ରପତି ପୁଟିନ୍ ନୂଆ ଆଇନକୁ ନେଇ କଲେ ଦସ୍ତଖତ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷରେ ଯୌନ ପରିବର୍ତ୍ତନର ଅସ୍ତ୍ରୋପଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମଙ୍ଗଳବାର ଦିନ ରୁଷର ନ୍ୟୁଜ୍ ଏଜେନ୍ସି ତାସ୍ (TASS) ଏହି ସୂଚନା ଦେଇଛି। ଗଣମାଧ୍ୟମ…

Android ଫୋନ ପାଇଁ ଆସିଲା ChatGPT: ଭାରତୀୟମାନେ କିପରି କରିବେ App ଡାଉନଲୋଡ୍ ଓ ଲଗିନ

ନୂଆଦିଲ୍ଲୀ: ଚାଟଜିପିଟି ଏବେ ଆଣ୍ଡ୍ରଏଡ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇସାରିଛି । ଏଣିକି ଆଣ୍ଡ୍ରଏଡ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ଏହାକୁ ଡାଉନଲୋଡ଼ କରି ପାରିବେ । ଚାଟଜିପିଟି ଏକ ଚାଟବୋଟ ହୋଇଥିବା ବେଳେ…

ସାବତ ମା ମାଡରେ ଚାଲିଗଲା ପୁଅର ଜୀବନ, ଲୁହା ରଡରେ ପିଟି ହତ୍ୟା

ଝାଡ଼ଖଣ୍ଡ: କଥାରେ ଅଛି ମାଆ ନାହିଁ ଯାହାର ସାହା ନାହିଁ ତାହାର । ପିଲା ଉପରକୁ ଯେତେ ବି ବିପଦ ଆସୁନା କାହିଁକି ମାଆ ସବୁ ବିପଦରୁ ଛୁଆମାନଙ୍କୁ ରକ୍ଷା କରିଥାଏ । ଏମିତି ନିଜ ଛୁଆକୁ ରକ୍ଷା କରିବା ପାଇଁ ମାଆ ମରଣର…