fbpx
Browsing Category

Breaking News

Boyfriend ଙ୍କୁ ପ୍ରପୋଜ କରୁଥିଲେ: ପାଦ ଖସିବାରୁ ୧୦୦ ଫୁଟ ପାହାଡ଼ ତଳକୁ ଖସି ପଡ଼ିଲେ… ଆଉ ତା’ପରେ

ନୂଆଦିଲ୍ଲୀ: ଆଜିକାଲି ପ୍ରେମ ନିବେଦନ କରିବା ପାଇଁ ବିଭିନ୍ନ ପ୍ରକାର ନୂଆ ନୂଆ ଯୋଜନା କରୁଛନ୍ତି ପ୍ରେମୀ । ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କିଛି କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହି…

ଗୋଟିଏ ବ୍ୟାଙ୍କ ଉପରେ RBI ଝଟକା: ଗ୍ରାହକମାନେ ଉଠାଇ ପାରିବେନି ଅଧିକ ଅର୍ଥ

ନୂଆଦିଲ୍ଲୀ: ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବ୍ୟାଙ୍କକୁ ନେଇ କିଛି ନୂଆ ନିଷ୍ପତ୍ତି ନିଆଯାଇଥାଏ । ଏଥିସହିତ ବିଭିନ୍ନ ପ୍ରକାରର ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଥାଏ । ତେବେ ନିକଟରେ…

IMF Prediction: ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର GDP ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିପାରେ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ଏପରି ଅନୁମାନ କରାଯାଇଛି । ଭାରତର ଜିଡିପି…

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ: ଆସନ୍ତାକାଲି କଟକର କିଛି ଅଫିସ୍ ବନ୍ଦ ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ…

ଅଧିନାୟକ ହରମନପ୍ରୀତଙ୍କ ଉପରେ ଆଇସିସି ଲଗାଇଲା ବ୍ୟାନ୍: ଜାଣନ୍ତୁ କେତେ ଦିନ ବାଦ୍ ପଡ଼ିବେ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ବ୍ୟାନ ଆଦେଶ ଜାରି କରିଛି ଆଇସିସି । ଆଚାର ସଂହିତାର ବିଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ହରମନଙ୍କ ଉପରେ ଏପରି ଏକ ଶକ୍ତ…

ଆପଣଙ୍କ ଜନ୍ମ ତାରିଖରୁ ଜାଣନ୍ତୁ, କେଉଁ କ୍ଷେତ୍ରରେ ସଫଳତା ପାଇବେ

ଜ୍ୟୋତିଷମାନଙ୍କ ଅନୁଯାୟୀ, ଯହି ଆପଣ ଅଙ୍କଜ୍ୟୋତିଷ ସାହାଯ୍ୟରେ ଆପଣଙ୍କ କ୍ୟାରିୟର ବାଛନ୍ତି ତେବେ ଜୀବନରେ ଶୀଘ୍ର ସଫଳତା ମିଳିଥାଏ । ଏହି ଅଙ୍କଜ୍ୟୋତିଷ ମାଧ୍ୟମରେ ଆପଣ ଜାଣିପାରିବେ ଯେ କେଉଁ କ୍ଷେତ୍ର ଆପଣଙ୍କ ପାଇଁ…

ପୁଣି ଥରେ ଆରମ୍ଭ ହେବ କି ୧୦୦୦ ଟଙ୍କିଆ ନୋଟ ? ଉତ୍ତର ରଖିଲେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗତ ମେ ମାସରେ ସରକାର ୨୦୦୦ ଟଙ୍କା ନୋଟ ବନ୍ଦ କରି ଏହାକୁ ସେପ୍ଟେମ୍ବର ମାସ ସୁଦ୍ଧା ବ୍ୟାଙ୍କରେ ଜମା କରିବା ପାଇଁ କହିଥିଲେ । ଏହି ପ୍ରସଙ୍ଗକୁ ନେଇ ସଂସଦ ଗୃହରେ ମଧ୍ୟ ଚର୍ଚ୍ଚା ଧରିଥିଲା । ଏବେ ସରକାରଙ୍କ…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ।…

ବର୍ଷା, ବଜ୍ରପାତରେ ଫାଟିଗଲା ଜଗନ୍ନାଥ ମନ୍ଦିର: ଅନେକ ସ୍ଥାନରେ ଫାଟ, କ୍ଷତିଗ୍ରସ୍ତ

ସୁବର୍ଣ୍ଣପୁର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ଅନେକ ଜାଗାରେ ବିଭିନ୍ନ କ୍ଷତି ଘଟୁଥିବା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ…

ରାଜନୈତିକ କାରଣରୁ ବୃଦ୍ଧି ପାଇଛି ପୁରସ୍କାର ଫେରାଇ ଦେବା ପ୍ରକ୍ରିୟା, ହତୋତ୍ସାହିତ କରିବାକୁ ସଂସଦୀୟ ସମିତିର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ନୂଆଦିଲ୍ଲୀ: ସରକାରଙ୍କ ଠାରୁ ପୁରସ୍କାର ପ୍ରାପ୍ତ କରୁଥିବା ବ୍ୟକ୍ତି ସମ୍ମାନ ନେବା ପୂର୍ବରୁ ନିଜର ଲିଖିତ ସହମତି ଦେବା ଉଚିତ ଓ ଏକ ପ୍ରତିଶ୍ରୁତି ପତ୍ର ଉପରେ ହସ୍ତାକ୍ଷର କରିବା ଉଚିତ । ରାଜନୈତିକ କାରଣରୁ ପୁରସ୍କାର…