fbpx
Browsing Category

Breaking News

(video)ପ୍ରଳୟଙ୍କରୀ ବର୍ଷା; ଅଚାନକ ନଦୀରେ ବନ୍ୟା ଆସି ଭାସିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍

ହରିଦ୍ୱାର:ଉତ୍ତରାଖଣ୍ଡରେ ଆକାଶରୁ ଏବେ ଯେପରି ପ୍ରଳୟ ବରଷୁଛି । ଭୀଷଣ ବର୍ଷା ପରେ ଏଠାରେ ନଦୀଗୁଡିକ ଭୟଙ୍କର ରୂପ ଧାରଣ କରିଛି । ଉତ୍ତରାଖଣ୍ଡରେ ପୁରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ହରିଦ୍ୱାରରେ ଏପରି ଏକ ମାମଲା…

ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟର ଏବେ ଦୁନିଆର ସବୁଠାରୁ ଶକ୍ତିଶାଳୀ: ରୋଜଗାର ମେଳାରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୭୦,୦୦୦ ନିଯୁକ୍ତି ପତ୍ର ଭିଡିଓ କନଫରେନ୍ସିଂ ଜରିଆରେ ବଣ୍ଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ବ୍ୟାଙ୍କିଙ୍ଗ ସେକ୍ଟର ବିଶ୍ୱର ସବୁଠାରୁ…

ରାଜସ୍ଥାନରେ ପ୍ରଥମ ଥର ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ଜନ୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରେ ଗ୍ରେଟର ମୁନିସିପାଲ କର୍ପୋରେସନ ଦ୍ୱାରା ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଜନ୍ମ ପ୍ରମାଣପତ୍ର ଦିଆଯାଇଛି । ଅର୍ଥନୈତିକ ଓ ପରିସଂଖ୍ୟାନ ବିଭାଗର ନିର୍ଦ୍ଦେଶକ ତଥା ଜନ୍ମ ମୃତ୍ୟୁ…

ମା’ ଗାଳି ଦେବାରୁ ୯ ବର୍ଷର ଶିଶୁ ନେଲା ଭୟଙ୍କର ନିଷ୍ପତ୍ତି, ସ୍କୁଲ ଡ୍ରେସ୍ ଟାଇରେ ଫାଶୀ ଲଗାଇ ଆତ୍ମହତ୍ୟା

କାନପୁର:ଉତ୍ତରପ୍ରଦେଶ କାନପୁରରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ । ଏଠାରେ ତୃତୀୟ ଶ୍ରେଣୀରେ ପଢୁଥିବା ଏକ ୯ ବର୍ଷର ବାଳକ ସ୍କୁଲ ଟାଇକୁ ବ୍ୟବହାର କରି ବେକରେ ଫାଶୀ…

ଭାରତୀୟ ରାଜନୀତିରେ ନୂଆ ରେକର୍ଡ କଲେ ନବୀନ: ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହି ରଚିଲେ ଇତିହାସ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସର୍ବାଧିକ କାଳ ଶାସନ କ୍ଷମତାରେ ରହିବାରେ ଶନିବାର ନବୀନ ଜ୍ୟୋତି ବସୁଙ୍କ ସମକକ୍ଷ ହୋଇଥିବା ବେଳେ ରବିବାର ତାଙ୍କୁ…

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି, ସିବିଏସଇ ସ୍କୁୁଲରେ ଆଞ୍ଚଳିକ ଭାଷାରେ ହେବ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା

ନୂଆଦିଲ୍ଲୀ:କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ସ୍କୁଲରେ ପଢା ଯାଉଥିବା ଏନସିଇଆରଟି ପୁସ୍ତକ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ଏହି ସମସ୍ତ ପୁସ୍ତକକୁ ଭାରତର ୨୨ ଅଲଗା ଅଲଗା ଭାଷାରେ…

ଦଶମ ପାସ୍ ଯୁବକ-ଯୁବତୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ରେଲୱେରେ ଏହି ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ସମ୍ପୁର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ଦକ୍ଷିଣ-ପୁର୍ବ କେନ୍ଦ୍ରୀୟ ରେଲୱେରେ ୧୦୦୦ ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଆବେଦନ ୨୨ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଯେଉଁ ପଦବୀରେ ନିଯୁକ୍ତି ହେବ ସେଥିରେ…

IGI ବିମାନ ବନ୍ଦରରେ ବଡ ଧରଣର ଚଢ଼ାଉ: କଷ୍ଟମ ଅଧୀକାରୀମାନେ ଜବତ କଲେ ୧୦ କୋଟିରୁ ଅଧିକ ବୈଦେଶିକ ମୁଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ଼ ଧରଣର ଚଢାଉ ହୋଇଛି । ୩ ଜଣ ତାଜିକିସ୍ତାନ ନାଗରିକଙ୍କ ଠାରୁ ଶୁକ୍ରବାର ରାତିରେ ୧୦ କୋଟିରୁ ଅଧିକ ବୈଦେଶିକ ମୁଦ୍ରା ଜବତ କରାଯାଇଛି । ଏହି…

ହଲିଉଡ୍ ଫିଲ୍ମ ‘Oppenheimer’ର ଅନ୍ତରଙ୍ଗ ମୁହୁର୍ତ୍ତରେ ଭଗବତ ଗୀତା କହିବାକୁ ନେଇ ବିବାଦ, ଦର୍ଶକ କହିଲେ-‘ଏହା ହିନ୍ଦୁ…

ନୂଆଦିଲ୍ଲୀ: ହଲିଉଡ୍ ନୂଆ ଚର୍ଚ୍ଚିତ ଫିଲ୍ମ 'ଓପନହାଇମର'କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିର୍ଦେଶକ ଖ୍ରୀଷ୍ଟୋଫର ନୋଲାନଙ୍କ ନିର୍ଦେଶିତ ସିଲିଆନ୍ ମର୍ଫି ଅଭିନିତ ଏହି ଫିଲ୍ମ ଅନେକ ଭାରତୀୟଙ୍କ ଧ୍ୟାନକୁ ଆକର୍ଶଣ କରିଛି…

ରାତିରେ ଉଠାଇ ପାରିବେନି ଏଫିଲ ଟାୱାରର ଫଟୋ, ସରକାରଙ୍କ ଠାରୁ ନେବାକୁ ପଡିବ ଅନୁମତି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ୟାରିସରେ ଥିବା ଏଫିଲ ଟାୱାର ସାରା ଦୁନିଆରେ ସୁପରିଚିତ । ଦୁନିଆର ଭିନ୍ନ ଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏହି ଟାୱାରକୁ ଦେଖିବାକୁ ଫ୍ରାନ୍ସ ଆସିଥାନ୍ତି । ଏହାର ନିର୍ମାଣ ୧୮୮୯ ରେ ଫ୍ରାନ୍ସରେ ଆୟୋଜିତ ଏକ…