fbpx
Browsing Category

Breaking News

ଏଣିକି ୨୦ ଟଙ୍କାରେ ମିଲ୍, ୩ ଟଙ୍କାରେ ମିଳିବ ପାଣି: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳର ନୂଆ ଯୋଜନା

ନୂଆଦିଲ୍ଲୀ: ଟ୍ରେନରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଏବଂ ବଡ଼ ଯୋଜନା ଆଣିଛି ଇଣ୍ଡିଆନ ରେଲୱେ । ଏଣିକି ଜେନେରାଲ ବଗିରେ କମ୍ ମୂଲ୍ୟରେ ଯୋଗାଇ ଦିଆଯିବ ଖାଦ୍ୟ । ମାତ୍ର ୨୦ ଟଙ୍କାରେ ‘ଇକୋନୋମୀ ମିଲ’…

ପିଲାଙ୍କୁ Sex Education ଦେବା ମୁସ୍କିଲ ହେଲେ ବି ଜରୁରୀ, ଜାଣି ନିଅନ୍ତୁ କେଉଁ ବୟସରେ କ’ଣ ଶିଖାଇବେ

ମୁମ୍ବାଇ: ଆଜିକାଲି ଛୋଟ ପିଲାମାନେ ବି ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯଦି ଛୋଟ ବୟସରୁ ପିଲାମାନଙ୍କୁ ଏହି ବିଷୟରେ ଶିକ୍ଷା ଦିଆଯିବ ତେବେ ସେମାନଙ୍କୁ ଏପରି ନିର୍ଯ୍ୟାତନାରୁ ବହୁ ମାତ୍ରାରେ ରକ୍ଷା…

ସାବଧାନ! ଏହି ସବୁ ଅଭ୍ୟାସ ପୁରୁଷ ବନ୍ଧ୍ୟାକରଣର ମୁଖ୍ୟ କାରଣ: ପିତା ହେବା ସୌଭାଗ୍ୟରୁ କରିପାରେ ବଞ୍ଚିତ

ନୂଆଦିଲ୍ଲୀ: ଆଜିକାଲି ପୁରୁଷମାନଙ୍କ ଠାରେ ବନ୍ଧ୍ୟାକରଣ ସମସ୍ୟା ବଢିବାରେ ଲାଗିଛି । ଏଥିପାଇଁ ଜଣେ ବ୍ୟକ୍ତି କେବଳ ପିତା ହେବାର ସୌଭାଗ୍ୟ ହରାଇ ବସନ୍ତି ନାହିଁ ବରଂ ତାଙ୍କର ମାନସିକ ସମସ୍ୟା ମଧ୍ୟ ସୃଷ୍ଟି ହୁଏ ।…

୪୩ ବର୍ଷ ବୟସରେ ଜୀବନ ହରାଇଲେ ଚାରିଥର ମିଷ୍ଟର ଇଣ୍ଡିଆ ବିଜେତା ଆଶୀଷ ସାଖରକର

ନୂଆଦିଲ୍ଲୀ: ଚାରିଥର ମିଷ୍ଟର ଇଣ୍ଡିଆ ଏବଂ ମିଷ୍ଟର ୟୁନିଭର୍ସ ରୌପ୍ୟ ବିଜେତା ପ୍ରମୁଖ ବଡୀ-ବିଲ୍ଡର ଆଶୀଷ ସାଖରକର ଲମ୍ବା ସମୟ ରୋଗରେ ପଡ଼ିବା ପରେ ଗତକାଲି ରାତିରେ ପ୍ରାଣ ହରାଇଛନ୍ତି । ଘଟଣା ବିଷୟରେ ସୂଚନା ଦେଇ…

ଇଏ କି ଦୁର୍ବୁଦ୍ଧି… ମାଗଣାରେ ଟମାଟୋ ବାଣ୍ଟୁଛନ୍ତି ଜଣେ ଅଟୋଚାଳକ: ତାଙ୍କୁ ମିଳୁଛି କ’ଣ?

ନୂଆଦିଲ୍ଲୀ: ଦେଶରେ ଟମାଟୋ ଦର ସାଦାରଣ ଖାଉଟୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭାରତର କୌଣସି ସହରରେ ବି ଟମାଟୋ ମୂଲ୍ୟ ୧୦୦ ତଳକୁ ନାହିଁ । ଭାରତୀୟଙ୍କ ସବୁଖାଇବାର ଟେଷ୍ଟ ବଢାଉଥିବା ଟମାଟୋ ପାଇଁ ଏବେ ରୋଷେଇ ଘର…

ଏଣିକି ଆଉ କାଟିବାକୁ ପଡିବନି ତହସିଲରେ ଚକ୍କର, ସଂପତ୍ତି ପଞ୍ଜିକରଣ ହେବା ପରେ ହିଁ ହୋଇଯିବ ଦାଖଲ ଖାରଜ, ଅନଲାଇନ୍ ରେ ବି ପାଇପାରିବେ କପି

ନୂଆଦିଲ୍ଲୀ: ଗୁରଗାଓଁ ଫରିଦାବାଦ ସହିତ ଏବେ ହରିୟାଣାର କୌଣସି ବି ଜିଲ୍ଲାରେ ସଂପତ୍ତି ରେଜିଷ୍ଟ୍ରେସନ ହେବା ସହିତ ଏହାର ମ୍ୟୁଟେସନ(ଦାଖଲ-ଖାରଜ) ହୋଇଯିବ । ରେଜେଷ୍ଟ୍ରୀ ପରେ ଏବେ ପଟ୍ଟାର ମ୍ୟୁଟେସନ କରାଇବାକୁ ପଡିବ…

ପ୍ରଥମ ଥର ୬୭,୦୦୦ ପଏଣ୍ଟ ପାର୍ କଲା ସେନସେକ୍ସ, ଗୋଟିଏ ଦିନରେ ୧.୬ ଲକ୍ଷ କୋଟି ଲାଭ କଲେ ନିବେଶକ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଚତୁର୍ଥ ଦିନ ପାଇଁ ବୁଧବାର(୧୯ ତାରିଖ)ରେ ନୂଆ ରେକର୍ଡ କରିବା ଜାରି ରଖିଛି । ବିଏସ୍‌ଇ ସେନସେକ୍ସ ପ୍ରଥମ ଥର ପାଇଁ ୬୭,୦୦୦ ପଏଣ୍ଟ ପାର୍ କରି ଶିଖରରେ ପହଞ୍ଚିଛି । ନିଫ୍ଟି…

୭୨ ଘଣ୍ଟା ଭିତରେ ଓଡ଼ିଶା ପାଇଁ ବାତ୍ୟା ଆଲର୍ଟ: ଆସିପାରେ ଆଉ ଏକ ପ୍ରଳୟଙ୍କରୀ ବାତ୍ୟା

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଅପେକ୍ଷା କରିଛି ଆଉ ଏକ ପ୍ରଳୟଙ୍କରୀ ବାତ୍ୟା । ୧୯ ତାରିଖ ଅର୍ଥାତ୍ ଆଜିଠାରୁ ଆଗାମୀ ୭୨ ଘଣ୍ଟା ଭିତରେ ଏକ ବଡ଼ ବାତ୍ୟାର ସାମ୍ନା କରିପାରେ ଓଡ଼ିଶା । ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଉପକୂଳ ତଥା…

ପୁଣି ମୁକୁଳା ଡ୍ରେନ ଜୀବନ ନେଲା, ଡ୍ରେନରେ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ

କଟକ: କଟକରେ ମୁକୁଳା ଡ୍ରେନରେ ପଡି ପୁଣି ଜଣଙ୍କର ଜୀବନ ଯାଇଛି । ଘଟଣାଟି ଘଟିଛ ବାରପଥର ଅଞ୍ଚଳରେ । ଏଠାରେ ଥିବା ଏକ ମୁକୁଳା ଡ୍ରେନରେ ପଡି ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଜାଇକା…

ମଦ କେତେବେଳେ ପିଇବା ହୋଇପାରେ କ୍ଷତିକାରକ? ଜାଣି ରଖନ୍ତୁ ଖାଲିପେଟରେ ମଦ ପିଇଲେ କ’ଣ ହୁଏ କ୍ଷତି

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଜାଣିବା ପରେ ମଧ୍ୟ ଲୋକମାନେ ମଦ୍ୟପାନ କରିଥାନ୍ତି । ବିବାହ ହେଉ କି କୌଣସି ପାର୍ଟି ସବୁଠାରେ ଲୋକମାନେ ମଦ୍ୟପାନ କରିଥାନ୍ତି । ମଦ୍ୟପାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ…