fbpx
Browsing Category

Breaking News

ସୃଷ୍ଟି ହେଇଛି ଘୂର୍ଣ୍ଣିବଳୟ, ୨୪ ଘଣ୍ଟା ଲାଗି ରହିବ ବର୍ଷା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ଆଜିଠାରୁ ବଢିବ ବର୍ଷା । ୨୨ ତାରିଖ ପର୍ଯ୍ୟନ୍ତ…

ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କଲେ ବୌଦ୍ଧର ଉପଜିଲ୍ଲାପାଳ : ମିଳିଲା ସମ୍ମାନଜନକ ‘ଭୂମି ସମ୍ମାନ’

ବୌଦ୍ଧ : ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ବୌଦ୍ଧଜିଲ୍ଲାର ଉପଜିଲ୍ଲାପଳ ରବିନ୍ଦ୍ରନାଥ କହଁର ସମ୍ମାନ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ବୌଦ୍ଧ ଜିଲ୍ଲାକୁ ସମ୍ମାନଜନକ ‘ଭୂମି…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଛାତ: ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଏବେ ପ୍ରବଳ ବର୍ଷା ହେଉଛି । ବର୍ଷା କାରଣରୁ ପୂର୍ବରୁ ଅନେକ ଧନଜୀବନ ହାନୀ ହୋଇଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ପୁଣି ଏକ ବଡ଼ ଘଟଣା । ଭୀଷଣ ବର୍ଷା ପରେ ଗୋଟିଏ…

CPIM ବିଧାୟକଙ୍କ ପରଲୋକ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତ୍ରିପୁରାର ବକ୍ସନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସାମସୁଲ ହକଙ୍କ ପରଲୋକ ଘଟିଛି । ସାମସୁଲ ସିପିଆଇଏମ ଟିକେଟରେ ନିର୍ବାଚନରେ ଜିତିଥିଲେ । ମୃତ୍ୟୁ…

ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ, ଆଜି ଡକାଯାଇଛି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଜୁଲାଇ ୧୯, ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ଯେଉଁଥିରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତ…

ବେଆଇନ ଭାବେ ରେଳ ଟ୍ରାକ୍ ଅତିକ୍ରମ କଲେ ଯିବାକୁ ପଡିବ ଜେଲ୍, ସେଲଫି ନେଲେ ମଧ୍ୟ ମିଳିବ ଶାସ୍ତି, ଜରିମାନା ଆଦାୟ ପାଇଁ ଆଦେଶ

ନୂଆଦିଲ୍ଲୀ: ଯଦି ଆପଣ ବେଆଇନ ଭାବେ ରେଳ ଟ୍ରାକ୍ ଅତିକ୍ରମ କରନ୍ତି, ତେବେ ଏହା ଭଲ ନୁହେଁ। ଏହା ବ୍ୟତୀତ ଯଦି ଆପଣ ଟ୍ରାକରେ ସେଲଫି ନେଉଥିବାର ଦେଖାଯାଏ, ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ। ଟ୍ରାକ୍ ଅତିକ୍ରମ କରିବା…

ଅଗଷ୍ଟ 8 ରେ ସଂସଦ ଭଙ୍ଗ କରିବେ ପାକିସ୍ତାନ ସରକାର, କ୍ଷମତାରେ ଥିବା ପିଡିଏମ ସହିତ ଦୁଇ ସହଯୋଗୀ ଦଳର ସହମତି

ନୂଆଦିଲ୍ଲୀ: ପାକିସ୍ତାନରେ ସରକାର ପାଞ୍ଚବର୍ଷ ପୁରଣ କରିବା ପୁର୍ବରୁ ସଂସଦ ଭଙ୍ଗ କରିବାକୁ ନିଷ୍ପତି ନେଇଛନ୍ତି କ୍ଷମତାସୀନ ପିଡିଏମ୍ ଏବଂ ଏହାର ସହଯୋଗୀ ଦୁଇ ଦଳ । ପାଞ୍ଚବର୍ଷ କାର୍ଯ୍ୟକାଳ ପୁରଣ ହେବାର କିଛି ଦିନ…

ପ୍ରେମିକକୁ ଅନ୍ଧାରରେ ଭେଟିବା ପାଇଁ ଏମିତି କରୁଥିଲେ ଯୁବତୀ: କିନ୍ତୁ ଧରା ପଡ଼ିଗଲେ, ଆଉ ତା’ ପରେ…

ବିହାର: କୁହାଯାଏ ଯେ, ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡିଲେ ଲୋକେ ଖାଇବା-ପିଇବା, ଦିନ-ରାତି ସବୁ ଭୁଲିଯାନ୍ତି । କେହି କେହି ପ୍ରେମ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ତେବେ ଏହି ପ୍ରେମକୁ ନେଇ…

ସେୟାର ବଜାର ପାଇଁ ମଙ୍ଗଳମୟ ମଙ୍ଗଳବାର; ନୂଆ ଉଚ୍ଚତାରେ ସେନସେକ୍ସ, ନିଫ୍ଟି

ନୂଆଦିଲ୍ଲୀ: ଅନେକ ଦିନ ଧରି ଚାଲିଆସୁଥିବା ଷ୍ଟକ୍ ମାର୍କେଟରେ ଅଭିବୃଦ୍ଧି ପର୍ଯ୍ୟାୟ ଜାରି ରହିଛି । ମଙ୍ଗଳବାର ଦିନ ମଧ୍ୟ ସେନସେକ୍ସ ଏବଂ ନିଫ୍ଟି ସବୁଜ ମାର୍କରେ ଲାଭ ସହିତ ବନ୍ଦ ହୋଇଥିଲେ । ଉଭୟ ସୂଚକାଙ୍କ…

ଘରକୁ ମୂଷା ଆସିଲେ ମିଳିଥାଏ ଏଭଳି ସଂକେତ! ଜାଣନ୍ତୁ ଏହା ଶୁଭ ନା ଅଶୁଭ

ହିନ୍ଦୁ ଧର୍ମରେ ମୂଷାକୁ ନେଇ ଅନେକ ବିଶ୍ୱାସ, ଅନ୍ଧବିଶ୍ୱାସ ତଥା ଅନେକ ଲୋକକଥା ରହିଛି । ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ବାହନ ବୋଲି ମୂଷାକୁ ମଧ୍ୟ ପୂଜା କରାଯାଇଥାଏ । ତେଣୁ ମୂଷାକୁ ମଧ୍ୟ ହିନ୍ଦୁ ଧର୍ମାବଲମ୍ବୀମାନେ ଶୁଭ…