Browsing Category
Breaking News
ଆଜି ପୁରୀ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଛନ୍ତି କି? ଜାଣନ୍ତୁ କେଉଁ ସମୟରୁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ: ଆଜି ପୁରୀ ମହାପ୍ରଭୁଙ୍କର ଦର୍ଶନ ପାଇଁ ଯାଉଥିଲେ, ଏହି ଖବର ଆପଣଙ୍କ ପାଇଁ କାର୍ଯ୍ୟରେ ଆସିବ। ତେବେ ବୁଧବାର ଅର୍ଥାତ ୨୭ ନଭେମ୍ବରରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର…
ଷ୍ଟାର ରେସଲରଙ୍କୁ ବଡ଼ ଝଟକା: ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ବ୍ୟାନ୍ କଲା NADA
ନୂଆଦିଲ୍ଲୀ: ଷ୍ଟାର ରେସଲର ବଜରଙ୍ଗ ପୁନିଆଙ୍କୁ ଲାଗିଛି ଏକ ବଡ଼ ଝଟକା । ବଜରଙ୍ଗଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ତରଫରୁ ୪ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଆଣ୍ଟିଂ ଡୋପିଂ କୋଡ୍ ଉଲ୍ଲଂଘନ କରିବା…
ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ! ଲେବାନନ୍ ସହ ଅସ୍ତ୍ରବିରତି ଚୁକ୍ତିନାମାକୁ ଇସ୍ରାଏଲ କ୍ୟାବିନେଟର ସମର୍ଥନ
ନୂଆଦିଲ୍ଲୀ: ଇସ୍ରାଏଲ ବର୍ତ୍ତମାନ ଲେବାନନ୍ ସହିତ ଅସ୍ଥାୟୀ ଅସ୍ତ୍ରବିରତି ପାଇଁ ରାଜି ହୋଇଛି। ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପରେ ବର୍ତ୍ତମାନ ଏହି ଚୁକ୍ତି ତୁରନ୍ତ କାର୍ଯ୍ୟକାରୀ…
OSSC ତରଫରୁ ଆବେଦନ ଆରମ୍ଭ: ରାଜ୍ୟ କୃଷି ବିଭାଗରେ ପୂରଣ ହେବ ୩୨୪ଟି ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କାର୍ଯ୍ୟକର୍ତ୍ତା ପଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ପୂରଣ ହେବ ଅନେକ ପଦ । ଏନେଇ ପୂର୍ବରୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୩୨୪…
ଝାଡ଼ଖଣ୍ଡରୁ ଆସି ବଡବିଲରେ ଲୁଚିଥିଲା, ଖବର ପାଇ ଉଠାଇ ଆଣିଲା ପୋଲିସ
ଭୁବନେଶ୍ୱର: ଲବଣଗିରିରେ ଚେନ ଝାମ୍ପିବାବେଳେ ମହିଳାଙ୍କ ମୃତୁ୍ୟ ଘଟଣା । ମୋଷ୍ଟ ୱାଣ୍ଟେଡ୍ ଲୁଟେରାକୁ ବାନ୍ଧିଲା ପୋଲିସ । ଝାଡ଼ଖଣ୍ଡରୁ ଖସିଆସି ବଡ଼ବିଲରେ ଲୁଚିଥିବା ସୂଚନା । ଖବର ପାଇ ଲୁଟେରାକୁ ଉଠାଇ ଆଣିଲା…
ଧ୍ୱଂସ ହେବ ପୃଥିବୀ! ଶିବଙ୍କ ଡମ୍ବରୁରେ ଲୁଚିଛି ବିନାଶର ଭବିଷ୍ୟବାଣୀ, ବିଜ୍ଞାନର ରିସର୍ଚ୍ଚରେ ଅଛନ୍ତି ମହାଦେବ
ନୂଆଦିଲ୍ଲୀ: ଭଗବାନ ଶିବଙ୍କୁ ସଂହାରର ଦେବତା କୁହାଯାଏ । ଏହି କଥା ସହ ବୈଜ୍ଞାନିକ ବି ସହମତ । ପୃଥିବୀର କେବେ ବିନାଶ ଘଟିବ? ପୃଥିବୀ ପୃଷ୍ଠରେ କେବେ ଜୀବସତ୍ତାର ବିଲୋପ ଘଟିବ ଓ ଏହା ପଛରେ କ’ଣ କାରଣ ରହିଛି ଏହା ଉପରେ…
ସୋର: ବାହାଘର ଶୋଭାଯାତ୍ରା ପାଇଁ ବ୍ୟାଣ୍ଡ ପାର୍ଟି ଯାଉଥିବା ବେଳେ ଦୁର୍ଘଟଣା, ୧୧ ଗୁରୁତର
ବାଲେଶ୍ୱର: ବାହାଘର ବ୍ୟାଣ୍ଡ ପାର୍ଟି ଗାଡ଼ିକୁ ଧକ୍କା ଦେଲା କାର୍, ୧୧ ଜଣ ଗୁରୁତର ହୋଇଥିବା ସୂଚନା । ଖଇରା ଥାନା ଡୁଙ୍ଗୁରା ବଜାର ନିକଟରେ ବ୍ୟାଣ୍ଡ ପାର୍ଟି ଗାଡ଼ିକୁ ଧକ୍କା ଦେଲା କାର୍ । ଏହି ଦୁର୍ଘଟଣାରେ ଆହତ…
Infosysରେ ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କୁ ମିଳିଲା ୯୦% ବୋନସ! ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବଡ଼ ଆଇଟି ସେବା କମ୍ପାନୀ ଇନଫୋସିସ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ତ୍ରୟ ମାସିକ ପାଇଁ ନିଜ ଯୋଗ୍ୟ କର୍ମଚାରୀମାନଙ୍କର ଭଲ ପ୍ରଦର୍ଶନ ଯୋଗୁଁ ୯୦ ପ୍ରତିଶତ ବୋନସ ପ୍ରଦାନ କରିବ ବୋଲି ଘୋଷଣା…
ସବୁ କିଣିଲା, Captain କିଣିବାକୁ ଭୁଲିଗଲା KKR! କିଏ ହେବ ଚମ୍ପିଆନ୍ ଦଳର ଅଧିନାୟକ?
ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ନିଲାମୀ ପ୍ରକ୍ରିୟା ଶେଷ ହୋଇସାରିଛି । ମେଗା ଅକ୍ସନରେ ପ୍ରତ୍ୟେକ ଦଳ ନିଜ ନିଜ ସ୍କ୍ୱାଡ ପ୍ରସ୍ତୁତ କରି ସାରିଛନ୍ତି । କିନ୍ତୁ ପୂର୍ବ ବର୍ଷର ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ ମୋଟ…
ଇସଲାମାବାଦରେ ପିଟିଆଇ ବିକ୍ଷୋଭ ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ
ନୂଆଦିଲ୍ଲୀ: ଇସଲାମାବାଦରେ ତେହରିକ-ଏ-ଇନସାଫ ଆନ୍ଦୋଳନ ସମୟରେ ବିକ୍ଷୋଭକାରୀମାନେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରିଥିବା ନେଇ ଅନେକ ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମର ସାମ୍ବାଦିକମାନେ…