fbpx
Browsing Category

Breaking News

ମହାରାଷ୍ଟ୍ରର ଏହି କୃଷକ ବିଲାତି ବିକି ମାଲାମାଲ: ଗୋଟିଏ ମାସରେ ହେଲେ କୋଟିପତି

ନୂଆଦିଲ୍ଲୀ: ସାରା ଦେଶରେ ବିଲାତି ଦର ଆକାଶ ଛୁଇଁଛିି । ଏହାରି ମଧ୍ୟରେ ମହାରଷ୍ଟ୍ରର ପୁଣେ ଜିଲ୍ଲାରେ ବିଲାତି ଲଗାଇଥିବା ଜଣେ କୃଷକଙ୍କୁ ବହୁ ଲାଭ ମିଳିଛି । ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଗୋଟିଏ ମାସରେ…

ଚନ୍ଦ୍ର ପୃଷ୍ଠରେ ସର୍ବଦା ରହିବ ଭାରତର ରାଷ୍ଟ୍ରୀୟ ଚିହ୍ନ, ଚନ୍ଦ୍ରଯାନ-୩ର ରୋଭର ଚନ୍ଦ୍ର ପୃଷ୍ଠରେ ଆଙ୍କିବ ଏହି ଅଲିଭା ଚିହ୍ନ

ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ଚାନ୍ଦ ଆଡକୁ ଅଗ୍ରସର ହୋଇସାରିଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଚନ୍ଦ୍ରଯାନର ସଫଳ ପ୍ରକ୍ଷେପଣ…

ହାର୍ଟ ଆଟାକରୁ ବଞ୍ଚାଇବ ଏହି ଗୋଟିଏ ବଟିକା: ରିସର୍ଚ୍ଚରେ ବଡ଼ ଦାବି

ପ୍ରତିଦିନ ହାର୍ଟ ଆଟାକ୍ ବା ହୃଦଘାତରେ କେହି ମୃତ୍ୟୁ ବରଣ କରୁଥିବା ଶୁଣିବାକୁ ମିଳୁଛି । କରୋନା ମହାମାରୀ ପରେ ହୃଦଘାତର ଘଟଣା ବଢ଼ିବାରେ ଲାଗିଛି । ଲୋକମାନେ ଅଳ୍ପ ବୟସରେ ଏହି ରୋଗର ଶିକାର ହେଉଛନ୍ତି । ହୃଦ୍ରୋଗ…

ଭାରତୀୟ ପତାକାର ରଙ୍ଗରେ ଆଲୋକିତ ହେଲା ଦୁବାଇର ବୁର୍ଜ ଖଲିଫା, ଚତ୍ମକାରୀ ଲାଇଟ ସୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜୋରଦାର ସ୍ୱାଗତ

ଦୁବାଇ : ୟୁନିଟେଡ ଅ।।ରବ ଏମିରେଟ୍ସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଇକନିକ ବୁର୍ଜ ଖଲିଫାକୁ ଭାରତୀୟ ରାଷ୍ଟ୍ର ପତାକା ରଙ୍ଗରେ ଆଲୋକିତ କରି ସ୍ୱାଗତ ଜଣାଇଛି । ଶୁକ୍ରବାରକୁ ବୁର୍ଜର ଗୁଲ୍ଫ ଦେଶରେ ପ୍ରଧାନ ମନ୍ତ୍ରୀ…

୩୦ ଦିନ ପଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ଆମାଜନ ପ୍ରାଇମ ସବସ୍କ୍ରିପସନ୍: ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମାଜନ ପ୍ରାଇମର ସବସ୍କ୍ରିପସନ୍ ନାହିଁ, ତେବେ ଆପଣଙ୍କୁ ଏବେ ଏହାକୁ ବ୍ୟବହାର କରିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ବର୍ତ୍ତମାନ ଆପଣଙ୍କୁ…

ଭାରତରେ OTT ପ୍ଲାର୍ଟଫର୍ମରେ ଅପଲୋଡ୍ ହୋଇଥିବା ଭିଡିଓରୁ ଅଶ୍ଳୀଳ ସିନ୍‌ କାଟିବାକୁ ପଡ଼ିପାରେ, ପ୍ରସ୍ତାବ ଦେଲେ ସରକାର

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତରେ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ, ପ୍ରାଇମ୍ ଭିଡିଓ, ଡିଜନୀ ଏବଂ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ଆଗାମୀ ଦିନରେ ସେମାନଙ୍କ ଆପ୍‌ରେ ଅପଲୋଡ୍ ହୋଇଥିବା ଭିଡିଓରେ ଥିବା ଅଶ୍ଳିଳ ସିନ୍‌କୁ…

ସାଙ୍ଗମାନେ ଦେଇଥିବା ଚ୍ୟାଲେଞ୍ଜରେ ବହୁପରିମାଣର Momos ଖାଇଲେ ଏହି ବ୍ୟକ୍ତି, ଶେଷରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ପ୍ରାୟତଃ ସମସ୍ତଙ୍କୁ ମୋମଜ ଖାଇବାକୁ ଭଲ ଲାଗେ। ଆଜିକାଲି ଅଧିକାଂଶ ଯୁବକମାନଙ୍କ ପ୍ରିୟ ଫାଷ୍ଟଫୁଡ୍ ତାଲିକାରେ ମୋମୋ ସବୁବେଳେ ଶୀର୍ଷରେ ରହିଥାଏ। ସାଙ୍ଗମାନଙ୍କ ମଧ୍ୟରେ ସବୁବେଳେ ମଜା ଚାଲିଥାଏ। ଏହି…

ମରାଠୀ ଅଭିନେତା ରବିନ୍ଦ୍ର ମହାଜନୀଙ୍କ ପରଲୋକ: ଘରର କବାଟ ଭାଙ୍ଗି ଶବକୁ କରାଯାଇଥିଲା ବାହାର

ମରାଠୀ ସିନେମାର ଜଣାଶୁଣା ଅଭିନେତା ରବିନ୍ଦ୍ର ମହାଜନୀଙ୍କ ଦେହାନ୍ତ ହୋଇଛି। ୭୭ ବର୍ଷିୟ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି ।  ପୁନେର ଅମ୍ବି ଗାଁରେ ଭଡାରେ ଏକ ଫ୍ଲାଟରେ ରହୁଥିଲେ ।…

ଏବେ ଏଲଇଡି ବଲବରୁ ପାଇପାରିବେ ସୁପରଫାଷ୍ଟ ଇଣ୍ଟରନେଟ୍ , ୱାଇ ଫାଇ ଠାରୁ ଅଧିକ ସ୍ପିଡ ଦେବ ଏହି ଟେକ୍ନୋଲଜି

ନୂଆଦିଲ୍ଲୀ: ସୁପରଫାଷ୍ଟ ଇଣ୍ଟରନେଟ୍ ଲାଗି ଆମେ ୱାଇ ଫାଇର ବ୍ୟବହାର କରିଥାଉ । ଏଥିରେ ଆପଣଙ୍କୁ ୱାୟାରଲେସ୍ ଫାଷ୍ଟ ସ୍ପିଡ୍ ରେ ଇଣ୍ଟରନେଟ୍ ସେବା ମିଳିଥାଏ । କିନ୍ତୁ ଏବେ ଆପଣଙ୍କୁ ୱାଇ ଫାଇ ଠାରୁ ଅଧବ୍ ସ୍ପିଡ ରେ…

ବଦଳି ଯିବ ବସ୍ତିର ରୂପରେଖ, ଝୁମ୍ପୁଡି ଘର ଯାଗାରେ ଆଦାନୀ ଗ୍ରୁପ୍ ତିଆରି କରିବ ବଡ ବଡ କୋଠା

ମୁମ୍ବାଇ: ଆଦାନି ଗ୍ରୁପ୍ ଏବେ ମହାରାଷ୍ଟ୍ରର ସବୁଠାରୁ ବଡ ବସ୍ତି ଧାରାବୀରେ ବଡ ବଡ ଫ୍ଲାଟ ନିର୍ମାଣ କରିବ । ମୁମ୍ବାଇର ୫୯୦ ଏକର ବିଶିଷ୍ଟ ଧାରାବୀ ଇଲାକାରେ ରହୁଥିବା ଗରିବ ଲୋକଙ୍କ ପୁନର୍ବାସ ଲାଗି ଆଦାନୀ ଗ୍ରୁପ୍…