Browsing Category

Breaking News

ଅଧିନାୟକ ହରମନପ୍ରୀତଙ୍କ ଉପରେ ଆଇସିସି ଲଗାଇଲା ବ୍ୟାନ୍: ଜାଣନ୍ତୁ କେତେ ଦିନ ବାଦ୍ ପଡ଼ିବେ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ବ୍ୟାନ ଆଦେଶ ଜାରି କରିଛି ଆଇସିସି । ଆଚାର ସଂହିତାର ବିଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ହରମନଙ୍କ ଉପରେ ଏପରି ଏକ ଶକ୍ତ…

ଆପଣଙ୍କ ଜନ୍ମ ତାରିଖରୁ ଜାଣନ୍ତୁ, କେଉଁ କ୍ଷେତ୍ରରେ ସଫଳତା ପାଇବେ

ଜ୍ୟୋତିଷମାନଙ୍କ ଅନୁଯାୟୀ, ଯହି ଆପଣ ଅଙ୍କଜ୍ୟୋତିଷ ସାହାଯ୍ୟରେ ଆପଣଙ୍କ କ୍ୟାରିୟର ବାଛନ୍ତି ତେବେ ଜୀବନରେ ଶୀଘ୍ର ସଫଳତା ମିଳିଥାଏ । ଏହି ଅଙ୍କଜ୍ୟୋତିଷ ମାଧ୍ୟମରେ ଆପଣ ଜାଣିପାରିବେ ଯେ କେଉଁ କ୍ଷେତ୍ର ଆପଣଙ୍କ ପାଇଁ…

ପୁଣି ଥରେ ଆରମ୍ଭ ହେବ କି ୧୦୦୦ ଟଙ୍କିଆ ନୋଟ ? ଉତ୍ତର ରଖିଲେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗତ ମେ ମାସରେ ସରକାର ୨୦୦୦ ଟଙ୍କା ନୋଟ ବନ୍ଦ କରି ଏହାକୁ ସେପ୍ଟେମ୍ବର ମାସ ସୁଦ୍ଧା ବ୍ୟାଙ୍କରେ ଜମା କରିବା ପାଇଁ କହିଥିଲେ । ଏହି ପ୍ରସଙ୍ଗକୁ ନେଇ ସଂସଦ ଗୃହରେ ମଧ୍ୟ ଚର୍ଚ୍ଚା ଧରିଥିଲା । ଏବେ ସରକାରଙ୍କ…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ।…

ବର୍ଷା, ବଜ୍ରପାତରେ ଫାଟିଗଲା ଜଗନ୍ନାଥ ମନ୍ଦିର: ଅନେକ ସ୍ଥାନରେ ଫାଟ, କ୍ଷତିଗ୍ରସ୍ତ

ସୁବର୍ଣ୍ଣପୁର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ଅନେକ ଜାଗାରେ ବିଭିନ୍ନ କ୍ଷତି ଘଟୁଥିବା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ…

ରାଜନୈତିକ କାରଣରୁ ବୃଦ୍ଧି ପାଇଛି ପୁରସ୍କାର ଫେରାଇ ଦେବା ପ୍ରକ୍ରିୟା, ହତୋତ୍ସାହିତ କରିବାକୁ ସଂସଦୀୟ ସମିତିର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ନୂଆଦିଲ୍ଲୀ: ସରକାରଙ୍କ ଠାରୁ ପୁରସ୍କାର ପ୍ରାପ୍ତ କରୁଥିବା ବ୍ୟକ୍ତି ସମ୍ମାନ ନେବା ପୂର୍ବରୁ ନିଜର ଲିଖିତ ସହମତି ଦେବା ଉଚିତ ଓ ଏକ ପ୍ରତିଶ୍ରୁତି ପତ୍ର ଉପରେ ହସ୍ତାକ୍ଷର କରିବା ଉଚିତ । ରାଜନୈତିକ କାରଣରୁ ପୁରସ୍କାର…

୨୦୦୦ ଟଙ୍କିଆ ନୋଟକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ଘୋଷଣା: ବଦଳିବ କି ସମୟସୀମା?

ନୂଆଦିଲ୍ଲୀ: ମେ’ ୧୯ ତାରିଖରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେଣୁ ଏହାକୁ ବ୍ୟାଙ୍କରେ ଜମା କରିବା ସହ ବଦଳାଇବା ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା…

ମଣିପୁରରେ ଇଣ୍ଟରନେଟ ଉପରୁ ବ୍ୟାନ ହଟିଲା: ଦୁଇମାସ ପରେ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ମେ ମାସ ୩ ତାରିଖରେ ମଣିପୁର ସରକାର ମୋବାଇଲ ଇଣ୍ଟରନେଟ ସେବା ଉପରେ କଟକଣା ଲାଗୁ କରିଥିଲେ । ରାଜ୍ୟରେ ମେଇତେଇ ଓ କୁକୁ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଫଳରେ ୧୪୦ ଜଣଙ୍କ ମୃତ୍ୟୁ ଘଟିବା…

ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୀତିରୁ ଆସିଛି ଏକ ଦୁଃଖଦ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟକଙ୍କର ପରଲୋକ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାର ପୂର୍ବତନ ବିଧାୟକ ରମେଶ ସୋରେନ ଆଉ ନାହାନ୍ତି ।…

ଅନ୍ୟ ରାଜ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି, ମାତ୍ର ବିଜେପି ଶାସିତ ରାଜ୍ୟ ବିରୋଧରେ ହେଉନାହିଁ କାହିଁକି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ବିଜେପି ଶାସିତ ରାଜ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାରେ ବିଫଳ ହେଉଥିବା କେନ୍ଦ୍ର…