Browsing Category
Breaking News
ଭାରତର ସ୍ୱପ୍ନ ଧୂଳିସାତ: ଏମର୍ଜିଂ ଏସିଆ କପ ଫାଇନାଲରେ ଜିତିଲା ପାକିସ୍ତାନ
ନୂଆଦିଲ୍ଲୀ: ଭାରତର ସ୍ୱପ୍ନ ଚୁରମାର ହୋଇଯାଇଛି । ଏମର୍ଜିଂ ଏସିଆ କପ ଫାଇନାଲରେ ପାକିସ୍ତାନ ନିକଟରୁ ୧୨୮ ରନରେ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଆଖ୍ୟା…
ଦୁଇଜଣ ପୂର୍ବତନ IAS ଓ ଦୁଇଜଣ ପୂର୍ବତନ OAS ଅଧିକାରୀ କଂଗ୍ରେସରେ ଯୋଗଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟ ରାଜନୀତି ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଛି । କଳେବଳେ କୌଶଳେ କିପରି ଭୋଟରଙ୍କ ନିକଟତର ହୋଇପାରିବେ, ଅଧିକ ଭୋଟ ହାତେଇ ପାରିବେ,…
DIGଙ୍କ ମୋବାଇଲ ଲୁଟ୍: ପୋଲିସ ମୁଖ୍ୟାଳୟ ନିକଟରେ ଘଟିଲା ବଡ଼ ଅଘଟଣ
ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁପାତରେ ଚୋରି ମାମଲା ମଧ୍ୟ ବୃଦ୍ଧି ପାଉଛି । ଏହି ଚୋରି ଉପରେ ରୋକ ଲଗାଇବା ପାଇଁ ଯେତେ ନିୟମ ପ୍ରଣୟନ କରାଗଲେ ମଧ୍ୟ ଚୋରଙ୍କୁ…
ଜୁଲାଇ ୨୪ରେ ସ୍କୁଲ ବନ୍ଦ: ପ୍ରବଳ ବର୍ଷା କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରେ ଏବେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ବହୁ ଘରଦ୍ୱାର, ଶିକ୍ଷାନୁଷ୍ଠାନ, ବ୍ରିଜ, ରାସ୍ତା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି…
(Video) ଛତିଶଗଡ଼ ପାଣି ଛାଡ଼ିଲେ ଖୋଲିବ ହୀରାକୁଦ ଗେଟ: ଯଦି ଗେଟ ନ ଖୋଲେ ତେବେ ସବୁଦିନ ପାଇଁ ଇତିହାସ ହୋଇ ରହିଯିବ ହୀରାକୁଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହୀରାକୁଦ ନଦୀବନ୍ଧର ଜଳଭଣ୍ଡାରରୁ ନିଷ୍କାସିତ ହୋଇଛି ବର୍ଷର ପ୍ରଥମ ବନ୍ୟା ଜଳ । ୭ ନମ୍ବର ଗେଟ ଦେଇ ଏହି ଜଳକୁ ଛଡ଼ାଯାଇଛି । ହୀରାକୁଦ ଡ୍ୟାମରୁ ଜଳ ଛଡ଼ାଯିବା ନେଇ ଗତ ୨୦ ତାରିଖରେ…
ବର୍ଷାଦିନେ କେଶ ଝଡିବା ସମସ୍ୟାରୁ ପାଇବାକୁ ଚାହୁଁଛନ୍ତୁ କି ମୁକ୍ତି, ଆପଣାନ୍ତୁ ଏହି ଉପାୟ
ଆଜିିକାଲି କେଶ ଝଡିବା ସମସ୍ୟା ପ୍ରାୟ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ମହିଳା ହୁଅନ୍ତୁ ବା ପୁରୁଷ କେଶ ଝଡାକୁ ନେଇ ସମସ୍ତେ ଚିନ୍ତା କରନ୍ତି । ପ୍ରାୟତଃ ବର୍ଷାଦିନେ ଏହି ସମସ୍ୟା ବେଶି ଦେଖିବାକୁ ମିଳେ । ତେବେ…
OSSCର ସୂଚନା: ବାତିଲ୍ ହେଲା JE ସିଭିଲ୍ ମେନ୍ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । କନିଷ୍ଠ ଯନ୍ତ୍ରୀ (ଜେଇ) ସିଭିଲ୍ ମେନ୍ ପରୀକ୍ଷା ବାତିଲ୍ ହୋଇଛି । ଗତ ୧୬ ତାରିଖରେ ଜେଇ ସିଭିଲ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିବା…
ସହାୟ ହେଲେ ଈଶ୍ୱର: ଗଭୀର ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଶିଶୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ରଖେ ହରି ମାରେ କିଏ, ମାରେ ହରି ରଖେ କିଏ । ବିହାରର ୪୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିବା ୩ ବର୍ଷର ଶିଶୁ ନୂଆ ଜୀବନ ଜୀବନ ପାଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ, ରେସକ୍ୟୁ…
ଆପଣଙ୍କ ଛୁଆର ଦାନ୍ତ ଉଠୁଛି କି ? ଶୀଘ୍ର କରନ୍ତୁ ଏହି କାମ, ଦାନ୍ତ ଉଠିବା ବେଳେ ହେଉଥିବା ଯନ୍ତ୍ରଣାରୁ ମିଳିବ ମୁକ୍ତି
ଭୁବନେଶ୍ୱର: ଯେତେବେଳେ ଛୋଟ ଛୁଆମାନଙ୍କର ପ୍ରଥମ କରି ଦାନ୍ତ ଉଠେ ସେତେବେଳେ ସେମାନଙ୍କୁ ବହୁତ କଷ୍ଟ ହୋଇଥାଏ । ଏହି କାରଣରୁ ଛୁଆମାନେ ବାରମ୍ବାର କାନ୍ଦିଥାନ୍ତି । ଛୁଆମାନଙ୍କର ଏହି ଯନ୍ତ୍ରଣା ଦେଖି ପିତାମାତାମାନେ…
ଆମେରିକାରୁ ବ୍ୟାପିଯିବ କରୋନା ପରି ମହାମାରୀ! ମିଳିଲା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପୁଥିବା ଭାଇରସ୍, ରିପୋର୍ଟରେ ଦାବି
ନୂଆଦିଲ୍ଲୀ: ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଦାବି କରିଛି ଯେ, ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ । ଯଦିଓ ଆମେରିକୀୟମାନେ ଭାବନ୍ତି ଯେ ଆମେରିକାରେ…