Browsing Category
Breaking News
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇପାରେ ଆଜୀବନ ଜେଲଦଣ୍ଡ: ପାକିସ୍ତାନ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇପାରନ୍ତି ମାନ୍ୟବର ଅଦାଲତ । ଏ ନେଇ ଦେଶର ଆଇନମନ୍ତ୍ରୀ ଆଜମ ନଜୀର ତରାର୍ ସୂଚନା ଦେଇଛନ୍ତି । ଏକ ସଙ୍ଗୀନ ମାମଲାରେ…
ଖସୁନି ଟମାଟୋ ଦର : ଅଗଷ୍ଟ ସୁଧା ବଜାରକୁ ଆସିବ ସ୍ଥାନୀୟ ପରିବା
ଭୁବନେଶ୍ୱର : ରାଜଧାନୀର ବଜାରରେ ପରିବା ଦର ଉପରେ ଲାଗିଲା ଲଗାମ । କିନ୍ତୁ ଟମାଟୋ ଦର ଖସିନି । ବର୍ତ୍ତମାନ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ, ବ୍ୟବସାୟୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ସ୍ଥାନୀୟ…
ଦେଶର କେଉଁ ବିଧାୟକଙ୍କ ପାଖରେ କେତେ ଅଛି ସମ୍ପତ୍ତି? କିଏ ଧନୀ କିଏ ଗରିବ?
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କେଉଁ ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ଅଛି ? ଏ ପ୍ରଶ୍ନର ଉତ୍ତର ଅନେକ ଲୋକଙ୍କ ପାଖରେ ନଥିବ । ତେବେ ଏ ନେଇ ଏକ ରିପୋର୍ଟ ଏବେ ହସ୍ତଗତ ହୋଇଛି । ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଏବଂ…
ମହିଳା ସରପଞ୍ଚଙ୍କୁ ଦୁଷ୍କର୍ମ, FIR ରୁଜୁ: କଂଗ୍ରେସ ବିଧ୍ରାୟକ କହିଲେ- ‘ଏହା ବ୍ୟକ୍ତିଗତ ମାମଲା’
ମଣ୍ଡଳା: ମଧ୍ୟପ୍ରଦେଶର ମଣ୍ଡଳାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ସରପଞ୍ଚଙ୍କ ସହ ଦୁଷ୍କର୍ମ ହୋଇଛି, ଯାହାପରେ ପୀଡିତା ସରପଞ୍ଚ ସ୍ଥାନୀୟ ପୋଲିସକୁ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।…
ଟ୍ରେନ୍ ଛାଡ଼ିବାର ୧୦ ମିନିଟ୍ ପରେ ସିଟକୁ ନଆସିଲେ ବାତିଲ ହୋଇଯିବ କି ଟିକେଟ୍ ? ଜାଣନ୍ତୁ ରେଲୱେର ନୂଆ ନିୟମ
ନୂଆଦିଲ୍ଲୀ: ସହରଗୁଡ଼ିକରେ ଟ୍ରାଫିକ୍ ଜାମ୍ ସମସ୍ୟା ବୃଦ୍ଧି ଏବଂ ପରିବହନରେ ଅଧିକ ସମୟ ଲାଗୁଥିବାରୁ ଅନେକ ଲୋକ ଟ୍ରେନରେ ଯିବାଆସିବା କରିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯଦି ଯାତ୍ରୀ ଗୋଟିଏ କିମ୍ବା…
ପ୍ରବଳ ବର୍ଷା ନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର: ଅନ୍ୟ ରାଜ୍ୟ ପାଇଁ ବି ଚେତାବନୀ
ଦେଶରେ ମୌସୂମୀ ଜନିତ ବର୍ଷା ଲାଗି ରହିଛି । ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଆଦି ଅଞ୍ଚଳରେ ବନ୍ୟା ହୋଇଥିବା ଫଳରେ ବିଭିନ୍ନ ରାଜ୍ୟ ଏବେ ବି ମରୁଡ଼ିସମ ସ୍ଥିତି ଉପୁଜୁଛି । କିନ୍ତୁ ଆଜିଠାରୁ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା…
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ଦୋକାନ: ନିଆଁ ଲିଭାଉଛନ୍ତି ୧୮ ଦମକଳ
ପଶ୍ଚିମବଙ୍ଗ: ହାୱଡ଼ାରେ ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ସାରା ସହରରେ ହୁତୁହୁତୁ ହୋଇଛଇ ଜଳୁଛି ନିଆଁ । ମଙ୍ଗଳହାଟ ବଜାରରେ ହଠାତ୍ ଏଭଳି ଭୟଙ୍କର ଅଗ୍ନକାଣ୍ଡ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡର…
ଆଜି ରାଜ୍ୟ କ୍ୟାବିନେଟ୍: ୧୨ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ବହୁ ଗୁରୁ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା…
ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ: ଭୋର ସକାଳୁ ୨ ରାଜ୍ୟରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ରାଜସ୍ଥାନରେ ଗୋଟିଏ ଘଣ୍ଟାରେ ୩ଟି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଜୟପୁରରେ ଅନୁଭୂତ ଭୂମିକମ୍ପର ତୀବ୍ରତା ୩.୪ ରେକର୍ଡ କରାଯାଇଛି ।…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ: ୨୫ ଯାଏଁ ପ୍ରବଳ ବର୍ଷିବ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୮ଟି…