CHARIDHAM
Browsing Category

Breaking News

IPL ୨୦୨୪କୁ ନେଇ ଆସିଲା ୨ଟି ବଡ଼ ଅପଡେଟ୍: ଲୋକସଭା ନିର୍ବାଚନ କାରଣରୁ ବଦଳିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ର ମିନି ଅକ୍ସନ ଆଜି ଦୁବାଇ ଠାରେ ଭାରତୀୟ ସମୟ ଦ୍ୱିପ୍ରହର ୧ଟା ସମୟରେ ଆରମ୍ଭ ହେବ । ତେବେ ଏହା ମଧ୍ୟରେ ଆଇପିଏଲ ୨୦୨୪ ଟୁର୍ଣ୍ଣାମେଣ୍ଟର ଶିଡ୍ୟୁଲକୁ ନେଇ ଆସିଛି…

ଆଇପିଏଲ-୨୦୨୪ ପାଇଁ ଆଜି ବିଦେଶରେ ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆଜି ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ଯେଉଁଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଏହି ଆଇପିଏଲ୍‌ ମିନି ଅକ୍ସନ ଏଥର ଦୁବାଇରେ ହେବାକୁ ଯାଉଛି । ତେବେ ପ୍ରଥର ଥର ପାଇଁ ଅକ୍ସନ…

(Video) ଜଣେ ରୁଷୀୟ ଝିଅର ଗୋଡରେ ହାତ ମାରୁଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ, ଏପରି ସବକ ଶିଖାଇଲେ ଟୁର୍ ଗାଇଡ୍, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଆମ ଦେଶର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଜାଣିବାକୁ ଆସୁଛନ୍ତି। କିନ୍ତୁ କିଛି ଲୋକଙ୍କ ହେତୁ ଆମ ଦେଶରୁ ସମ୍ମାନ ନଷ୍ଟ ହୋଇଯାଉଛି।ବର୍ତ୍ତମାନ ଏକ ମାମଲା ରାଜସ୍ଥାନର…

କାର୍ତ୍ତିକ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଗସ୍ତ: ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ-ପାଣ୍ଡିଆନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ । । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ । କେନ୍ଦ୍ରାପଡ଼ାର…

ଆଜି ଇଣ୍ଡିଆ ମେଣ୍ଟର ଦିଲ୍ଲୀ ବୈଠକ: ସିଟ୍ ଭାଗବଣ୍ଟାକୁ ନେଇ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀରେ INDIA ବୈଠକ ଅନୁଷ୍ଠିତ ହେବ। ଜାତୀୟ ରାଜଧାନୀର ଅଶୋକ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା INDIA ବ୍ଲକର ଚତୁର୍ଥ ବୈଠକରେ ସିଟ୍ ବଣ୍ଟନ ଏବଂ ସର୍ବନିମ୍ନ…

ଏତେ ଅଧିକ ରିଟର୍ଣ୍ଣ ମିଳୁଛି? ୬ଟି ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ଦେଉଛନ୍ତି ୮ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ଆଶାରେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ସାଧାରଣ ଭାବେ ସେଭିଙ୍ଗସ ଆକାଉଣ୍ଟଧାରୀଙ୍କୁ ସ୍ଥାୟୀ ଜମା (ଏଫଡି) ଅପେକ୍ଷା କମ୍ ସୁଧ ମିଳିଥାଏ । ତେବେ କିଛି ବ୍ୟାଙ୍କ…

ଆଜି ଦ୍ୱିତୀୟ ଦିନିକିଆ ମୁକାବିଲା: ସିରିଜ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଦିନିକିଆ। ଗ୍ୱେବେରାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍‌ ଜିତି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ‌ଏହି ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବାର ଲକ୍ଷ୍ୟ ରଖିଛି। ତେବେ ଚଳିତ…

ଚୀନରେ ଶକ୍ତିଶାଳୀ ଭୂମିକମ୍ପ: ୧୧୧ ମୃତ, ଜାଣନ୍ତୁ କେତେ ରହିଛି ତୀବ୍ରତା

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଚୀନର ଗାନସୁ ଏବଂ କିନଘାଇ ପ୍ରଦେଶରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଚୀନର ସରକାରୀ ସମ୍ବାଦ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୧ ଅତିକ୍ରମ…

ଅନ୍ୟ ଧର୍ମର ପୁଅକୁ ପ୍ରେମ କରିବାରୁ ଭଉଣୀର ଗଳା ଚିପି କେନାଲରେ ଫିଙ୍ଗିଦେଲେ ୨ ଭାଇ

ନୂଆଦିଲ୍ଲୀ: ଅନ୍ୟ ଧର୍ମର ପୁଅକୁ ପ୍ରେମ କରିବାରୁ ଭଉଣୀକୁ ଗଳା କାଟି କେନାଲରେ ଫିଙ୍ଗିଦେଲେ ୨ ଭାଇ। ‘NDRF’ର ଟିମ୍‌ ଓ ସ୍ଥାନୀୟ ଲୋକମାନେ କେନାଲ୍‌ରେ ‌ଖୋଜାଖୋଜି ଏବେବି ଜାରି ରହିଛି। ପୋଲିସର ତଦନ୍ତ ଚାଲୁଥିବା ବେଳେ…

ଓଡ଼ିଆ ପୁଅ ସତବିର ସିଂହ ହେଲେ ଭାରତୀୟ ସିନିୟର୍ କ୍ରିକେଟ୍ ଦଳର ମ୍ୟାନେଜର

ଓଡିଶା ଭାସ୍କର: ଓଡ଼ିଆଙ୍କ ପାଇଁ ଆଉ ଏକ ଖୁସି ଓ ଗର୍ବର ବିଷୟ । ଭାରତୀୟ ସିନିୟର୍ କ୍ରିକେଟ୍ ଦଳର ମ୍ୟାନେଜର ହେଲେ ଓଡିଶାର ସତବିର ସିଂହ । ତେବେ ଏଭଳି ଏକ ଖବର ଆସିବା ପରେ ସବୁଆଡେ ଖୁସିର ଲହରୀ ଖେଳିଯାଇଥିବା…