Browsing Category

Breaking News

ଏବର୍ଷ ଭାରତରେ ଖେଳାଯିବନି IPL-2024 ! ଏହି କାରଣ ପାଇଁ ଅନ୍ୟ ଦେଶରେ ଆୟୋଜନ ହେବ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: IPL-2024 ପାଇଁ ଟ୍ରେଡ ୱିଣ୍ଡୋ ଶେଷ ହୋଇଯାଇଛି । ଏହାସହିତ ବର୍ତ୍ତମାନ ମିନି ଅକ୍ସନକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ଡିସେମ୍ବର ତୃତୀୟ ସପ୍ତାହରେ ଏହି ଅକ୍ସନ ହେବାକୁ ଥିବା ବେଳେ ଖୁବଶୀଘ୍ର…

ଏ ବର୍ଷ ହେବନି ଶୀତ, IMD ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ଭାରତରେ ଆସିଯାଇଛି ଶୀତଦିନ । ଉତ୍ତର ଭାରତ ସହିତ ଦେଶର ବହୁ ଭାଗରେ ଥଣ୍ଡା ପଡିବା ଆରମ୍ଭ କରିଦେଇଛି । ବହୁ ସ୍ଥାନରେ କୁହୁଡି ବି ପଡିବା ଆରମ୍ଭ କଲାଣି । କିନ୍ତୁ ଏହାରି ମଧ୍ୟରେ ଭାରତୀୟ ପାଣିପାଗ…

ମୃତ କହି ମହିଳାଙ୍କୁ ଶବଗୃହକୁ ପଠାଇଦେଲେ ଡାକ୍ତର, କର୍ମଚାରୀ ବ୍ୟାଗ ଖୋଲି ଦେଖିଲେ ତ…

ନୂଆଦିଲ୍ଲୀ: ହସ୍ପିଟାଲରେ ଚିକିତ୍ସା ସମୟରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇଗଲେ ପରିବାର ଲୋକେ ଶବ ନ ନେବା ପର୍ଯ୍ୟନ୍ତ ତାହା ହସ୍ପିଟାଲର ଶବଗୃହରେ ରଖାଯାଏ । ଶବ ସହିତ ଏହି ଶବଗୃହରେ କାମ କରୁଥିବା କର୍ମଚାରୀମାନେ ବି…

ଡିସେମ୍ବର ମାସରେ ଏତିକି ଦିନ ଛୁଟି ରହିବ ସ୍କୁଲ: ଜାଣନ୍ତୁ December Holiday କ୍ୟାଲେଣ୍ଡର

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ଚଳିତ ବର୍ଷ(୨୦୨୩)ର ଶେଷ ମାସ । ଏହି ମାସରେ ବିଭିନ୍ନ ବିଭାଗର କର୍ମଚାରୀମାନେ କିଛି ଅତିରିକ୍ତ ଛୁଟି ପାଇଥାନ୍ତି । ସାରା ବର୍ଷରେ ବାକି ରହିଥିବା ଛୁଟିଗୁଡ଼ିକୁ ଏହି ମାସରେ ଶେଷ…

ବଡ଼ ଖବର; ନୂଆବର୍ଷରେ ଶ୍ରୀମନ୍ଦିରକୁ ନୂଆ ରାସ୍ତା: AC Tunnel ଦେଇ ସିଂହଦ୍ୱାରରେ ପହଞ୍ଚିବେ ଶ୍ରଦ୍ଧାଳୁ

ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିରକୁ ଲାଗିବ ନୂଆ ରାସ୍ତା । ଏଣିକି ଭକ୍ତ ଓ ଭଗବାନଙ୍କ ମିଳନ ହେବ ଆହୁରି ସହଜ । ପୁରୀ ଶ୍ରୀମନ୍ଦିର ପାଇଁ ଆରମ୍ଭ ହେଉଛି ନୂଆ ଯୋଜନା । ଆସନ୍ତା ନୂଆ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ଆହୁରି…

(video)ଏଣିକି ବିବାହରେ ଯୋଗଦେବାକୁ ଆବଶ୍ୟକ ପଡିବ ଏଟିଏମ୍ କାର୍ଡ !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ରୋଚକ ଭିଡିଓ ଓ ତଥ୍ୟ ଭାଇରାଲ୍ ହେବାରେ ଲାଗିଥାଏ । କିଛି ଭିଡିଓ ତ ଏପରି ରହିଛି ଯାହା ଦେଖିବା ପରେ ଲୋକମାନେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି । ଏପରି ଏକ ଭିଡିଓ ଏବେ…

ନବରଙ୍ଗପୁରରେ ଡବଲ ମର୍ଡର, ୨ ବର୍ଷର ଶିଶୁପୁତ୍ର ସହ ପଡୋଶୀଙ୍କୁ ହତ୍ୟା

ଭୁୁବନେଶ୍ୱର: ନବରଙ୍ଗପୁରରେ ଆଜି ଏକ ଅତ୍ୟନ୍ତ ବୀଭତ୍ସ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି । ମୈଦଲପୁର ଥାନା ଗୁଜମାପଦର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ନିଜର ୨ ବର୍ଷର ଶିଶୁପୁତ୍ରକୁ ଛୁରୀ ଭୁସି ହତ୍ୟା କରିଛି ବାପା…

Fake News ଉପରେ ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ ଷ୍ଟ୍ରାଇକ’: ୧୨୦ରୁ ଅଧିକ YouTube Channelsକୁ ବ୍ଲକ

ନୂଆଦିଲ୍ଲୀ: YouTubeରେ ଭାଇରାଲ ହେବା ପାଇଁ ଏବଂ ଅଧିକ ରୋଜଗାର କରିବା ଆଶାରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଆଜିର ଯୁବପିଢୀ । ବାରମ୍ବାର ମିଥ୍ୟା ଖବର ତଥା ଗୁଜବ ଇତ୍ୟାଦିକୁ ସେୟାର କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି…

ବଦଳିଯିବ ‘ଓଡ଼ିଶା ହାଇକୋର୍ଟ’ର ନାଁ! ନ୍ୟାୟିକ ବିଭାଗରେ ପରିବର୍ତ୍ତନ ପାଇଁ ଆବେଦନ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ ବର୍ତ୍ତମାନ ଆବେଦନ କରାଯାଇଛି । ନ୍ୟାୟିକ ବିଭାଗରେ ଏହି ନାମକୁ ବଦଳାଇବା ପାଇଁ ଆବେଦନ ହୋଇଛି । ଯାହା ବର୍ତ୍ତମାନ ଗୃହ ବିଭାଗର ମଧ୍ୟ ଦୃଷ୍ଟି ଆକର୍ଷଣ…

୨୦୨୮ରେ ଭାରତରେ ହେବ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀ, COP 28ରେ ପ୍ରସ୍ତାବ ରଖିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଦୁବାଇରେ ପହଞ୍ଚିଛନ୍ତି ଯେଉଁଠାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଛି । ଆଜି ଅର୍ଥାତ୍ ଶୁକ୍ରବାର ଶିଖର ସମ୍ମିଳନୀ…