Browsing Category
Breaking News
ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ: ପୁଣି ଯଦି ବର୍ଷା ହୁଏ, DLS ନିୟମରେ କିଏ ଜିତିବ?
ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ଚାଲିଛି । ଉଭୟ ଟିମ୍ ୭ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ଓ ପାକିସ୍ତାନ ୬ ପଏଣ୍ଟ ହାସଲ କରିଛି ।…
“ବିବାଦରେ ତୁମର କ୍ଷତି ହେବ, ଭାରତର ନୁହେଁ…” କାନାଡ଼ାକୁ କଡ଼ା ସନ୍ଦେଶ ଦେଲେ ମୋଦୀ ସରକାର
ନୂଆଦିଲ୍ଲୀ: କିଛି ମାସରୁ ଭାରତ ଏବଂ କାନାଡ଼ା ମଧ୍ୟରେ ବିବାଦ ଲାଗି ରହିଛି । ଖଲିସ୍ତାନୀ ଆତଙ୍କବାଦ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାକୁ ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଉଭୟ ଦେଶର…
ସୁଲତାନ ଜୋହର କପ: ପାକିସ୍ତାନକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ ପଦକ
ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଚାଲିଥିବା ବେଳେ ନିକଟରେ ପାକିସ୍ତାନକୁ ଟିମ୍ ଇଣ୍ଡିଆ ପରାସ୍ତ କରିଥିଲା । ତେବେ ଏହା ମଧ୍ୟରେ ହକିରେ ବି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ ଦେଇଛି ।…
(Video) ଅମାନିଆ ହେଲା DTC ବସ୍, ଆଖି ପିଛୁଳାକେ ଏକାଧିକ ଯାନ ଉପରେ ମାଡ଼ିଗଲା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ଡିଟିସି ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଗାଡିକୁ ଧକ୍କା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଅବସ୍ଥା…
ଚାକିରି ପରେ ଚାକିରି: ଓଡ଼ିଶା ହାଇକୋର୍ଟ ପକ୍ଷରୁ ପୁଣି ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି
ଚଳିତ ମାସ ପହିଲାରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ମଧ୍ୟରେ ପୁଣି ଆସିଛି ଏକ ଚାକିରି ସୁଯୋଗ । ପୁଣି ଜାରି ହୋଇଛି ଆଉ ଏକ…
ହାରିସ୍-ଶାହୀନଙ୍କ ପାଇଁ ସେମିରୁ ବାଦ୍ ପଡ଼ିବ ପାକିସ୍ତାନ! ଭରସା ଭାଙ୍ଗିଦେଲେ ଷ୍ଟାର ବୋଲର
ନୂଆଦିଲ୍ଲୀ: ଆଜି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ । ସେମି ଫାଇନାଲ ଟିକେଟ ପାଇବାକୁ ହେଲେ ଉଭୟ ଦଳ ପାଇଁ ଏହି ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଛି । ତେବେ ମ୍ୟାଚରେ…
‘ସେମାନେ ମହାଦେବଙ୍କୁ ମଧ୍ୟ ଛାଡିନାହାନ୍ତି’, ଛତିଶଗଡ଼ରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ରାୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଦୁର୍ଗରେ ଶନିବାର ଦିନ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ଉଦ୍ଦେଶ୍ୟରେ ଅୟୋଜିତ ହୋଇଥିବା ଏହି ରାଲି ମାଧ୍ୟମରେ ସେ ଛତିଶଗଡ଼ର ଭୂପେଶ…
CGL ୨୦୨୩ ଗ୍ରୁପ-ବି ଓ ଗ୍ରୁପ-ସି ପରୀକ୍ଷା: OSSC ପକ୍ଷରୁ ଜାରି ହେଲା ଗୁରୁତ୍ୱପୂର୍ଣ୍ଣ ନୋଟିସ୍
ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୩ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଖବର । ଯୋଗ୍ୟ ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ମିଳିବ । ଗତ ମାସ ୧୪…
Breaking News ପ୍ରଯୋଜକ ଟୁଟୁ ନାୟକ ଗିରଫ: ସାମ୍ବାଦିକଙ୍କ ମାଡ଼ ମାରିବା ଅଭିଯୋଗରେ ଆରେଷ୍ଟ
ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି । ଓଡ଼ିଆ ସିନେ ଜଗତର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକଙ୍କୁ ଏହି ସଙ୍ଗୀନ ଅଭିଯୋଗରେ ଗିରଫ କରିଛି ପୋଲିସ । ଫିଲ୍ମ…
ଗିରଫ ହେଲେ ପିଟିଆଇର ପୂର୍ବତନ ନେତା ଫୱାଦ ଚୌଧୁରୀ, ଟ୍ୱିଟ କରି ସୂଚନା ଦେଲେ ସ୍ତ୍ରୀ
ଇସଲାମାବାଦ: ଇମ୍ରାନ ଖାନଙ୍କ ନିକଟତର ପାକିସ୍ତାନୀ ତହରୀକ-ଏ-ଇଂସାଫ (ପିଟିଆଇ)ର ପୂର୍ବତନ ନେତା ଫୱାଦ ଚୌଧୁରୀଙ୍କୁ ଶନିବାର ଦିନ ଗିରଫ କରାଯାଇଛି । ତାଙ୍କ ସ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି…