Browsing Category
Breaking News
ସରକାରଙ୍କ ବଡ଼ ଉପହାର, ମାଗଣାରେ ମିଳିବ ୨ଟି ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ: ଦେଶର ଅନ୍ୟତମ ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶର ଗ୍ୟାସ ସିଲିଣ୍ଡର ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଦୁଇଟି…
୧ ନଭେମ୍ବରରେ ଭାରତ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ମିଳିତ ଭାବେ ୩ ଟି ଉନ୍ନୟନମୂଳକ ପ୍ରକଳ୍ପର କରିବେ ଉଦଘାଟନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀମହାମହିମ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧ ନଭେମ୍ବର ୨୦୨୩ପୂର୍ବାହ୍ନ ପ୍ରାୟ ୧୧ଟା ରେ ମିଳିତ ଭାବେ ତିନୋଟି ଭାରତ…
ଆତଙ୍କବାଦୀ ଆକ୍ରମଣରେ ହେଡ କନେଷ୍ଟବଳ ସହିଦ, ଘରେ ପଶି ମାରିଲେ ଗୁଳି, ୩ ଦିନରେ ତୃତୀୟ ଘଟଣା
ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାରମୁଲ୍ଲାରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ଗୁଲାମ ମହମ୍ମଦ ଡାର ନାମକ ଜଣେ ପୋଲିସ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ଭେଲୁ କ୍ରାଲପୋରା ଗ୍ରାମରେ ତାଙ୍କ ଘରେ ପ୍ରବେଶ କରି…
(Video)ନିୟମିତ ଭାବେ ମର୍ଣ୍ଣିଂ ୱାକରେ ଯାଉନଥିଲେ, ଏପରି ଘର ଆଗରେ ବାଜା ବଜାଇ ସ୍ୱାଗତ କଲେ ସାଙ୍ଗମାନେ, ଦେଖନ୍ତୁ …
ଓଡିଶା ଭାସ୍କର; କଥାରେ ଅଛି "ସ୍ୱାସ୍ଥ୍ୟ ହିଁ ସମ୍ପଦ" । କାରଣ ଯଦି ଆମର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବ ତାହେଲେ ଆମ ପାଖରେ ଯେତେ ବି ଧନ-ସମ୍ପତ୍ତି ଥିବ ତାହା ମୂଲ୍ୟହୀନ ହୋଇଯିବ । ଏଣୁ ଆମର ସ୍ୱାସ୍ଥ୍ୟ ହିଁ ହେଉଛି…
ସଚିନ୍-ସାରାଙ୍କ ଛାଡପତ୍ର: ପିଲାଙ୍କର ଦାୟିତ୍ୱ କିଏ ନେବେ? ଆଫିଡେଭିଟରେ ଖୁଲାସା
ନୂଆଦିଲ୍ଲୀ: ସଚିନ ପାଇଲଟ ଏବଂ ସାରା ଅବଦୁଲ୍ଲା ଛାଡପତ୍ର ନେଇଛନ୍ତି। ସେ ତାଙ୍କ ନିର୍ବାଚନ ଆଫିଡେଭିଟରେ ଏହା ଉଲ୍ଲେଖ କରିଛନ୍ତି। ଏହା ପରେ, ସବୁଠାରୁ ବଡ ପ୍ରଶ୍ନ ଉଠୁଛି ଯେ, କିଏ ସେମାନଙ୍କ ପିଲାମାନଙ୍କର ଦାୟିତ୍ୱ…
ଏବେ Facebook ଏବଂ Instagramରେ ଆସିବନି ଆଡ୍, ମେଟା ଲଞ୍ଚ କଲା ସବସ୍କ୍ରିପସନ ପ୍ଲାନ
ନୂଆଦିଲ୍ଲୀ: ମେଟା ନିଜ ଇନଷ୍ଟାଗ୍ରାମ ଏବଂ ଫେସବୁକ ୟୁଜର୍ସକୁ ଏକ ବଡ଼ ଝଟକା ଦେଇଛି । ଏବେ ଏହି ଦୁଇଟି ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିପାରେ । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ ପାଇଁ ଆଡ ଫ୍ରୀ…
ବାଣ ତିଆରି ବେଳେ ବିସ୍ଫୋରଣ; ଜଣେ ଗୁରୁତର, ୨ ଆହତ
ଓଡିଶା ଭାସ୍କର; ବାଣ ତିଆରି ବେଳେ ବିସ୍ଫୋରଣ। ବାଲିପାଟଣା ଜଇନାବାଦ ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏଥିରେ ଜଣେ ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି । ଏହାର ଖବର ପାଇ…
ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ: ୫୨ ଦିନ ପରେ ଜେଲ ବାହାରକୁ ଆସିଲେ, କହିଲେ ମୁଁ ଏହି ସ୍ନେହକୁ କେବେବି ଭୁଲିବି ନାହିଁ
ହାଇଦ୍ରାବାଦ: ଦକ୍ଷତା ବିକାଶ ସ୍କାମ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ମଙ୍ଗଳବାର ଦିନ ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ସେ ଜେଲରୁ…
ଅସ୍ଥାୟୀ କଲୋନୀରେ ଅଗ୍ନିକାଣ୍ଡ: ଜଳିଗଲା ୮ ବଖରା, ଜଣେ ଜୀବନ୍ତ ଦଗ୍ଧ
ଗୁଣପୁର: ଟ୍ରେଜରୀ ଅଫିସ୍ ନିକଟ ଅସ୍ଥାୟୀ କଲୋନୀରେ ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୮ ବଖରା ଘର ଜଳିଯାଇଛି । ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଛି । ଘରେ କେଉଁ କାରଣ ପାଇଁ ନିଆଁ…
ଭୂମିକମ୍ପରେ ଥରିଲା ଇରାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ଗତ ଏକ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଭୂକମ୍ପ ମାମଲା ଦ୍ରୁତ ବୃଦ୍ଧି ଘଟିଛି। ଅକ୍ଟୋବର ୩୧, ମଙ୍ଗଳବାର ଦିନ ଇରାନରେ ଭୂକମ୍ପ ଅନୁଭୂତ ହୋଇଛି। କୁହାଯାଉଛି ଯେ ଭୂମିକମ୍ପର ତୀବ୍ରତା ପ୍ରାୟ ୫ ମାପ…