Browsing Category
Breaking News
Data Breach: ୧୬ ବିଲିୟନ ଲଗଇନ୍ ଲିକ୍, ଆପଲ୍-ଗୁଗୁଲ୍ ଭଳି କମ୍ପାନୀର ଗ୍ରାହକଙ୍କ ପାଇଁ ବିପଦ
ନୂଆଦିଲ୍ଲୀ: ଗୁଗୁଲ୍, ଆପଲ୍ ଏବଂ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରୁଥିବା ୧୬ ବିଲିୟନ ଲୋକଙ୍କ ଉପରେ ବିପଦ ମାଡ଼ି ଆସୁଛି । ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି ଯାହା ଦର୍ଶାଉଛି ଯେ ୧୬ ବିଲିୟନ ପାସୱାର୍ଡ ଏବଂ…
4 ଦିନ ଯାଏଁ ପ୍ରବଳ ବର୍ଷା; 24 ଘଣ୍ଟା 5 ଜିଲ୍ଲାରେ ନିର୍ଧୁମ ଛେଚିବ, ଆଲର୍ଟରେ ଏସବୁ ଜିଲ୍ଲା…
ଭୁବନେଶ୍ବର: ଆଗାମୀ 4 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଉତ୍ତର-ପୂର୍ବ ଝାଡ଼ଖଣ୍ଡ ପାଖାପାଖି ରହିଛି । ତେବେ ଏହା ଉତ୍ତର ଆଡ଼କୁ ଗତି କରୁଛି । ଯାହାର ପ୍ରଭାବରେ ଓଡ଼ିଶାର କେତେକ…
ନବୀନଙ୍କ ପାଇଁ ପୂଜା କଲେ ବିଜେଡି କର୍ମୀ! ଅଳ୍ପ ସମୟରେ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ବାହାରିବେ
ଭୁବନେଶ୍ୱର: ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ । ନୀବନ ନିବାସରେ ପହଞ୍ଚି ଆଶୁ ଆରୋଗ୍ୟ କାମନା କଲେ ବିଜେଡି ନେତ୍ରୀ ।
ସଫଳ ଅସ୍ତ୍ରୋପଚାର ପାଇଁ ଶୁଭ କାମନା କଲେ । ଦଳରେ ସମନ୍ୱୟ ଦାୟିତ୍ୱ ସମ୍ଭାଳିବେ…
ରାଉରକେଲାରେ ଲଗାଣ ବର୍ଷା: ଫୁଲୁଛି ବ୍ରାହ୍ମଣୀ, 25 ପରିବାର ଜଳବନ୍ଦୀ
ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ପବଳ ବର୍ଷା ଯୋଗୁଁ ଘରେ ପଶିଲା ପାଣି । ଏପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରହ୍ମଣୀ ନଦୀ । ଫଳରେ ବାଲୁଘାଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ପାଣି ଘରେ ପଶିଛି । ଲଗାଣ…
ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ବାହାରିଗଲେ ଏହି ୨ ଖେଳାଳି, ଏମାନଙ୍କୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଟେଷ୍ଟ ସିରିଜ ଖେଳାଯିବ। ଏହାର ପ୍ରଥମ ମୁକାବିଲା ୨୫ ଜୁନରେ ଖେଳାଯିବ। ବର୍ତ୍ତମାନ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ଼ ଝଟକା ଲାଗିଛି। ଷ୍ଟିଭ୍ ସ୍ମିଥ…
ମୌସୁମୀ ଆରମ୍ଭରୁ ରାଜ୍ୟରେ ବନ୍ୟା! ଉଛୁଳିଲାଣି ସୁବର୍ଣ୍ଣରେଖା ନଦୀ ଜଳ
ବସ୍ତା: ପ୍ରବଳ ବର୍ଷା ପରେ ଫୁଲୁଛି ସୁବର୍ଣ୍ଣରେଖା ନଦୀ । ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ନେଇ ଜଳ ସମ୍ପଦ ବିଭାଗର ସୂଚନା ।
କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର । ଗଲୁଡିହିରୁ ଛଡ଼ାଯାଇଛି…
ଶୁଭାଂଶୁ ଶୁକ୍ଳାଙ୍କ ଆକ୍ସିଅମ୍-୪ ମିଶନ୍ ପୁଣି ସ୍ଥଗିତ, ଜୁନ 22ରେ ହେବନି ଲଞ୍ଚ
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ନେବା ପାଇଁ ଥିବା ଆକ୍ସିଅମ୍ ସ୍ପେସ୍ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ଶେଷ ଉତକ୍ଷେପଣ ତାରିଖ ୧୯ ଜୁନ୍ ରୁ ୨୨ ଜୁନ୍…
ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍, 18 ବର୍ଷ ପରେ ଇଂଲଣ୍ଡରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍ । ଇଂଲଣ୍ଡ ଲିଡ୍ସରେ ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ 3 ଟାରୁ ଆରମ୍ଭ ହେବ ମ୍ୟାଚ୍ । ଗିଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍…
୩ଟି ଅନ୍ତର୍ଜାତୀୟ ରୁଟ୍ ବନ୍ଦ, ୧୬ଟିରେ ବିମାନ ଚଳାଚଳ ହ୍ରାସ..ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ହେବା ପରଠାରୁ ଏୟାର ଇଣ୍ଡିଆ ଚର୍ଚ୍ଚାରେ ରହିଛି । କେତେବେଳେ ଜରୁରୀକାଳୀନ ଅବତରଣ ଯୋଗୁଁ ତ କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆ ଉପରେ ଅନେକ…
Israel-Iran War: ଦ୍ୱନ୍ଦ୍ୱରେ ଟ୍ରମ୍ପ! ଇରାନ ଉପରେ ଆକ୍ରମଣ କରିବେ କି ନାହିଁ 2 ସପ୍ତାହରେ ନେବେ ନିଷ୍ପତ୍ତି
ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଇରାନ ଯୁଦ୍ଧ । ଏଥିରେ ଟ୍ରମ୍ପ ମଧ୍ୟ ମଧ୍ୟସ୍ଥତା କରିବା ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ହ୍ବାଇଟ ହାଉସ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।…