Browsing Category
Breaking News
ଅଧିନାୟକ ଶୁଭମନ ଗିଲଙ୍କୁ ଗୁରୁମନ୍ତ୍ର ଦେଲେ ସଚିନ ତେନ୍ଦୁଲକର, କହିଲେ-ବାହାରେ କ’ଣ ହେଉଛି ଧ୍ୟାନ ଦିଅନି
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ ୨୦ ଜୁନରେ ଅର୍ଥାତ ଆଜି ଶୁଭମନ ଗିଲ୍ ପ୍ରଥମ ଥର ଭାରତୀୟ ଟିମର ଅଧିନାୟକତ୍ୱ ସମ୍ଭାଳିବେ। ଭାରତୀୟ ଟିମ ଇଂଲଣ୍ଡ ଗସ୍ତରେ ଅଛି।
ଏଠାରେ ସେମାନଙ୍କୁ ଲିଡସ୍ ମଇଦାନରେ ସିରିଜର ପ୍ରଥମ…
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ପରଲୋକ
କଟକ: ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ପରଲୋକ । ଲୋକସେବକ ମଣ୍ଡଳର ସେ ଥଲେ ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ । ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ନିରଞ୍ଜନ ରଥ । ଗୁରୁବାର ରାତି 11ଟା ବେଳେ…
ଆଜି ଓଡ଼ିଶା ଆସୁଛନ୍ତି ପିଏମ ମୋଦୀ, ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ହେବେ ସାମିଲ
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ସାମିଲ ହେବେ। ୧୯ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମଙ୍କ…
ସରିଗଲା ଖରାଛୁଟି, ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ୍
ଭୁବନେଶ୍ୱର: ଖରାଛୁଟି ପରେ ଆଜି ରାଜ୍ୟରେ ଖୋଲିବ ସ୍କୁଲ। ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ। ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରାଯାଇଛି। କ୍ୟାମ୍ପସରେ ସ୍ୱଚ୍ଛତା ବଜାୟ…
ପ୍ରତିଦିନ ୧୨ ଘଣ୍ଟା ଅଫିସରେ କାମ କରିବାକୁ ହୁଅନ୍ତୁ ପ୍ରସ୍ତୁତ, ସରକାର ଆଣିଲେ ନୂଆ ପ୍ରସ୍ତାବ : ବିରୋଧରେ ରାସ୍ତାକୁ ଓହ୍ଲାଇଲେ କର୍ମଚାରୀ
ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ଏକ ନୂଆ ପ୍ରସ୍ତାବ ଅନୁଯାୟୀ, ରାଜ୍ୟରେ କାମ କରିବାର ଘଣ୍ଟା ୯ରୁ ବଢ଼ାଇ ୧୨ ଘଣ୍ଟା କରିବାକୁ ଯୋଜନା କରାଯାଉଛି। ଏହି ପ୍ରସ୍ତାବକୁ ନେଇ ବେଙ୍ଗାଲୁରୁରେ ଆଇଟି ଓ ଅନ୍ୟାନ୍ୟ କ୍ଷେତ୍ରର…
୨୦୨୫ ଜୁଲାଇରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ? ଆସିଲା ଛୁଟି ତାଲିକା
ନୂଆଦିଲ୍ଲୀ: ଏଥର ଜୁଲାଇ ମାସରେ ବ୍ୟାଙ୍କଗୁଡ଼ିକ ମୋଟ ୧୩ ଦିନ ବନ୍ଦ ରହିବ । ପର୍ବପର୍ବାଣୀ, ରବିବାର ଏବଂ ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କଗୁଡ଼ିକର କାମ ଅନେକ ଦିନ ପାଇଁ ବନ୍ଦ ରହିବ ।…
ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? NCRTCରେ ଶୀଘ୍ର ଆବେଦନ କରନ୍ତୁ, ଏପରି ହେବ ଚୟନ ପ୍ରକ୍ରିୟା
ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ (NCRTC) ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। NCRTC ଏକ୍ଜିକ୍ୟୁଟିଭ ପଦବୀ ପାଇଁ ଖାଲିଥିବା ପଦବୀ ଘୋଷଣା କରିଛି। ଯେଉଁ…
ଥାନାରେ ଯୁବକଙ୍କ ହାତ-ଗୋଡ଼ ବାନ୍ଧି ନିର୍ଯାତନା ମାମଲା, ଭୋଗରାଇ ଥାନା IIC ସସ୍ପେଣ୍ଡ୍
ଭୁବନେଶ୍ବର: ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ନିର୍ଯାତନା ଦେଇଥିବା ଘଟଣା । ନିଲମ୍ବିତ ହେଲେ ଭୋଗରାଇ ଆଇଆଇସି । ଶ୍ରୀବଲ୍ଲଭ ସାହୁଙ୍କୁ ସସ୍ପେଣ୍ଡ କରାଯାଇଛି ।
ଆଇଆଇସି ସସପେଣ୍ଡ- କାର୍ଯ୍ୟରେ…
ଦିଲ୍ଲୀ-ଭିଏତନାମ ଏୟାର ଇଣ୍ଡିଆ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି, ୧ ଘଣ୍ଟା ଆକାଶରେ ଘୁରିବୁଲିଲା ବିମାନ, ଯାତ୍ରୀଙ୍କ ମଧ୍ୟରେ ହଇଚଇ
ନୂଆଦିଲ୍ଲୀ: ଦିଲ୍ଲୀରୁ ଭିଏତନାମର ହୋ ଚି ମିନ୍ ସିଟି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଫ୍ଲାଇଟ AI-388 ଟେକଅଫ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁନର୍ବାର ଦିଲ୍ଲୀକୁ ଫେରି ଆସିଛି। ବିମାନଟି ପ୍ରାୟ ୧ ଘଣ୍ଟା ଆକାଶରେ…
ରାତି ପାହିଲେ ଖୋଲିବ ସ୍କୁଲ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି କହିଲା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ
ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବଡ଼ ଘୋଷଣା କରିଛନ୍ତି । କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍କୁଲ ବନ୍ଦ ରହିବା ନେଇ କହିଛନ୍ତି ।
ସେହିପରି…