Browsing Category

Breaking News

ପାରାଦୀପ ପୋର୍ଟ ହେଲଥ ଅଫିସରଙ୍କ ଘରେ ସିବିଆଇର ରେଡ

ପାରାଦୀପ : ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଟ୍ରାପ କରିଛି ସିବିଆଇ । ଡାକ୍ତରଙ୍କ ଘରୁ ମିଳିଲା ଏକ କୋଟି ଟଙ୍କା । ସ୍ୱାସ୍ଥ ଅଧିକାରୀ ଘରେ ସିବିଆଇର ରେଡ । ୫୦ ହଜାର ଲାଞ୍ଚ ନେଇ ଧରା ପଡିବା ପରେ ଚାଲିଛି…

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

କାବୁଲ: ଭାରତର ପଡୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ବନ୍ଦ ହେଉନାହିଁ। ସୂଚନା ପ୍ରଦାନ କରି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ, ଶୁକ୍ରବାର ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୪.୬ ମ୍ୟାଗ୍ନିଚ୍ୟୁଡର ଏକ…

ପି-୨୦ ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ମୋଦୀ, ସଦସ୍ୟ ଦେଶର ସଂସଦ ଅଧ୍ୟକ୍ଷଙ୍କୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀକୁ ସଫଳତାର ସହ ଅୟୋଜନ କରିବା ପରେ ଭାରତ ଏହି କ୍ରମରେ ଅନ୍ୟ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ପି-୨୦ ସମ୍ମିଳନୀ ଅୟୋଜିତ ହେଉଛି । ଏହି ସମ୍ମିଳନୀରେ…

ପୁଣି ଇତିହାସ ରଚିବେ ନୀରଜ ଚୋପ୍ରା, ‘ୱାର୍ଲଡ ଆଥଲେଟ ଅଫ୍ ଦ ଇୟର’ ପାଇଁ ହେଲେ ନୋମିନେଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ପାଇଁ ଚଳିତ ବର୍ଷ ଶୁଭଦାୟକ ରହିଛି । ୱାର୍ଲଡ ଆଥଲେଟ୍ ଚାମ୍ପିୟନସିପ୍ ଏବଂ ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ସେ ବର୍ତ୍ତମାନ ଅନ୍ୟ ଏକ…

ଇସ୍ରାଇଲରୁ ଫେରିଲେ ୨୧୨ ଭାରତୀୟ, ଦିଲ୍ଲୀ ବିମାନବନ୍ଦରରେ ଏମାନଙ୍କୁ ସ୍ୱାଗତ କଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଇସ୍ରାଇଲ ଏବଂ ହମାସ ଯୁଦ୍ଧ ମଧ୍ୟରେ ୧୧୨ ଜଣ ଭାରତୀୟଙ୍କୁ ନେଇ ପ୍ରଥମ ବିମାନ ଦିଲ୍ଲୀ ଏୟାର ପୋର୍ଟରେ ପହଁଚିଛି । ତେଲ ଅଭିବରୁ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ…

ଅଜିତଙ୍କୁ ଶରଦଙ୍କ ବାଣ; ଅଜିତଙ୍କ ମୁଖ୍ୟମନ୍ତ୍ରୀ ହେବା ଇଚ୍ଛା ଏକ ସ୍ୱପ୍ନ ହୋଇ ରହିଯିବ

ଓଡିଶା ଭାସ୍କର; ଦୀର୍ଘଦିନ ହେବ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । କେବଳ ମହାରାଷ୍ଟ୍ର ନୁହେଁ ବରଂ ଜାତୀୟ ରାଜନୀତିରେ ମଧ୍ୟ ଖୁବ ଚର୍ଚ୍ଚା ରହିଛି । ତେବେ ଏହାରି ଭିତରେ…

(Video) ମୁଣ୍ଡକୁ ୩୬୦ ଡିଗ୍ରୀ ବୁଲାଉଛନ୍ତି ଯୁବକ: ଏହାପରେ କରିଦେଲେ ଏମିତି କାମ, ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେବେ କେଉଁ ଭିଡିଓ ଭାଇରାଲ ହୋଇଯିବ, ଏହାର ପୂର୍ବାନୁମାନ କରିବା କଷ୍ଟକର । ଏହାର ଭବିଷ୍ୟବାଣୀ କେହି କରିପାରିବେ ନାହିଁ । ୟୁଜର୍ସଙ୍କୁ ଏପରି ଭିଡିଓ ଖୁବ୍ ପସନ୍ଦ ଆସିଥାଏ, ଯେଉଁଥିରେ…

Whatsappରେ କରନ୍ତୁନି ଏହି ୫ଟି ଭୁଲ୍… ନଚେତ୍ ସବୁଦିନ ପାଇଁ ବ୍ୟାନ ହୋଇଯିବ

ନୂଆଦିଲ୍ଲୀ: ଆଜିକାଲି ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହେଉଛି ହ୍ୱାଟ୍ସଆପ୍ । ତେବେ କମ୍ପାନୀ ବର୍ତ୍ତମାନ ନିଜ ପ୍ରାଇଭେସୀ ଏବଂ ସୁରକ୍ଷା ନୀତିରେ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ପରେ ହ୍ୱାଟ୍ସଆପ୍…

ଆମର ବନ୍ଧକଙ୍କୁ ମୁକ୍ତ ନ କରାଯିବା ପର୍ଯ୍ୟନ୍ତ ମିଳିବନି ବିଜୁଳି, ଜଳ ଓ ଇନ୍ଧନ; ଗାଜାକୁ ଇସ୍ରାଏଲ ବଡ଼ ଚେତାବନୀ

ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଇସ୍ରାଏଲ ଉପରେ ରକେଟ୍ ମାଡ କରିଚାଲିଛି ହମାସ। ସେହିପରି ପ୍ରତିଆକ୍ରମଣରେ ଇସ୍ରାଏଲ ଗାଜା ସହରକୁ ଅକ୍ତିଆର କରିବାକୁ…

ଏଥର ବର୍ଷାରେ ଭିଜିବ ଦୁର୍ଗା ପୂଜା, ଆସୁଛି ବଡ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର: ମା ଦୁର୍ଗାଙ୍କ ଆଗମନ ପାଇଁ ଆଉ କିଛି ଦିନ ବାକି ଅଛି । ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ୯ ଦିନ ମାତା ଦେବୀଙ୍କୁ ପୂଜା କରାଯିବ । କିନ୍ତୁ ଏଥର ପୂଜା ବର୍ଷାରେ ଭିଜିବାର…