Browsing Category

Breaking News

ଭୁବନେଶ୍ୱର ୟୁନିଟ-୨ରେ ନିର୍ମାଣ ହେବ ୧,୫୦୦ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ରେ ନିର୍ମାଣ ହେବ ୧୫ ଶହ କ୍ୱାର୍ଟର୍ସ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଶ୍ୱୀରାଜ ହରିଚନ୍ଦାନ । ୟୁନିଟ-୨ରେଥିବା ସରକାରୀ କ୍ୱାର୍ଟର୍ସ ବିପଦ ଶଙ୍କୁଳ ଅବସ୍ଥାରେ…

ସ୍କୁଲ ଖୋଲାଯିବାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ, ଏହି ଦିନ ଖୋଲିବ ବିଦ୍ୟାଳୟ

ଭୁବନେଶ୍ୱର: ରଜ ପରେ ସ୍କୁଲ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। କେଉଁ ଦିନ ଖୋଲାଯିବ ସ୍କୁଲ ଏବଂ ପିଲା ସ୍ୱାଭାବିକ ଭାବେ ପାଠ ପଢିପାରିବେ ବିଦ୍ୟାଳୟରେ ତାହା ଧାର୍ଯ୍ୟ ହୋଇପାରୁ ନଥିଲା। ତେବେ ଏହି ଦ୍ୱନ୍ଦ୍ୱକୁ…

ଆରମ୍ଭ ହେଲା ‘stop-Diarrhea’ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହେଲା ଷ୍ଟପ୍ ଡାଇରିଆ ଅଭିଯାନ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଅଭିଯାନର କରିଛନ୍ତି ଶୁଭାରମ୍ଭ । ଜିଲ୍ଲାରେ ୧୦ ଦିନ ହେବ ଡାଇରିଆରେ ଲୋକ ଆକ୍ରାନ୍ତ ହେବାରେ…

ପୁଣି ରଦ୍ଦ ହେଲା ଏୟାର ଇଣ୍ଡିଆ ବିମାନ, ଯାନ୍ତ୍ରିକ ତ୍ରୁଟି ପାଇଁ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଅହମ୍ମଦାବାଦ-ଲଣ୍ଡନ ବିମାନକୁ ବାତିଲ କରାଯାଇଛି। ଏହା ସେହି ରୁଟ୍ ଯେଉଁଠାରେ AI-171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବୋଇଂ…

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ବୋମା ସୂଚନା ପରେ, ଇଣ୍ଡିଗୋର ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରିଛି। ସୂଚନା ଅନୁଯାୟୀ, କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର ବିମାନ ନମ୍ବର 6E 2706 ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁ ବ୍ୟାପୁଛି ଝାଡ଼ା-ବାନ୍ତି

ଭୁବନେଶ୍ୱର: ରାଜ୍ୟରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି । ରାଜ୍ୟରେ ବ୍ୟାପୁଥିବା ହଇଜା ପଛରେ ଇ-କୋଲାଇ ବ୍ୟାକ୍ଟେରିଆ ଥିବା କୁହାଯାଉଛି । ସାମ୍ନାକୁ ଆସିଲା ହଇଜା ପଛର ସତ । ହଇଜା ପଛରେ ଇ-କୋଲାଇ…

ଚଣ୍ଡିଖୋଲ ହୋଟେଲରେ ତନାଘନା, ଯାଜପୁରରେ ପୁଣି ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଯାଜପୁର: ଚଣ୍ଡିଖୋଲର ଏକାଧିକ ହୋଟେଲରେ ଚଢ଼ାଉ କରିଛି ଟିମ୍ । ତହସିଲଦାରଙ୍କ ନେତୃତ୍ୱରେ ହୋଟେଲରେ ଚଢ଼ାଉ ହୋଇଥିବା ସୂଚନା । ପରିସ୍କାର ପରିଚ୍ଛନତା ସହ ଖାଦ୍ୟରମାନ ନେଇ ଚାଲିଛି ଯାଞ୍ଚ । ଡାଇରିଆ ସଂକ୍ରମଣ ବଢ଼ିବା…

ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ, ପରିବହନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ। ଏ ନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସେ କହିଛନ୍ତି ଯେ, ଓଡ଼ିଶା…

ଘୋଳପୁରରେ ସର୍ବାଧିକ ହଇଜା ଆକ୍ରାନ୍ତ, କଟକରେ ଏକାଧିକ ହୋଟେଲ୍ ସିଲ୍

କଟକ: କଟକରେ ହଇଜା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦେଲେ ସୂଚନା । କଟକ ଜିଲ୍ଲାରେ ମୋଟ ୬୪ ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଙ୍କୀ…

ଚାଞ୍ଚଲ୍ୟ ସୃଷ୍ଟି କଲା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେବା, ଗଛରୁ ଉଦ୍ଧାର ହେଲା ମୃତଦେହ

କେନ୍ଦୁଝର: ପୁଣି ଏକ ଦୁଷ୍କର୍ମ ହତ୍ୟା ମାମଲା ସାମ୍ନାକୁ ଆସିଛି। ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି।…