Browsing Category

Breaking News

ଘୋଳପୁରରେ ସର୍ବାଧିକ ହଇଜା ଆକ୍ରାନ୍ତ, କଟକରେ ଏକାଧିକ ହୋଟେଲ୍ ସିଲ୍

କଟକ: କଟକରେ ହଇଜା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦେଲେ ସୂଚନା । କଟକ ଜିଲ୍ଲାରେ ମୋଟ ୬୪ ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଙ୍କୀ…

ଚାଞ୍ଚଲ୍ୟ ସୃଷ୍ଟି କଲା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେବା, ଗଛରୁ ଉଦ୍ଧାର ହେଲା ମୃତଦେହ

କେନ୍ଦୁଝର: ପୁଣି ଏକ ଦୁଷ୍କର୍ମ ହତ୍ୟା ମାମଲା ସାମ୍ନାକୁ ଆସିଛି। ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି।…

ଯାଜପୁର ପରେ ଭୁବନେଶ୍ୱରରେ ଡାଇରିଆ ଆତଙ୍କ

ଭୁବନେଶ୍ୱର: ଡାଇରିଆ ନେଇ କ୍ୟାପିଟାଲ ହସ୍ପିଟାଲ ନିିର୍ଦ୍ଦେଶକ ଦେଲେ ପ୍ରତିକ୍ରିୟା । କ୍ୟାପିଟାଲ ହସ୍ପିଟାଲରେ କିଛି ଡାଇରିଆ ରୋଗୀ ଚିକିତ୍ସିତ ହେଉଥିବା ଦେଲେ ସୂଚନା । ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର କିଛି…

“ଧଳା ରଙ୍ଗ” ଥିଲା କି ରାଜା ରଘୁବଂଶୀ ହତ୍ୟାକାଣ୍ଡରେ Code Word? ହତ୍ୟା ପୂର୍ବରୁ ଭିଡିଓରେ କଏଦ ହୋଇଥିଲା ଏହି ଖାସ ଜିନିଷ

ନୂଆଦିଲ୍ଲୀ: ମେଘାଳୟରେ ଇନ୍ଦୋରର ରାଜା ରଘୁବଂଶୀଙ୍କୁ ହତ୍ୟା କରାଯିବା ମାମଲା ୨୫ ଦିନ ବିତିଗଲାଣି। ରାଜାଙ୍କ ହତ୍ୟା ଅଭିଯୋଗରେ ସ୍ତ୍ରୀ ସମେତ ପାଞ୍ଚଜଣ ଅଭିଯୁକ୍ତ ପୋଲିସ ରିମାଣ୍ଡରେ ଅଛନ୍ତି। ସେ ନିଜ ଦୋଷକୁ…

UPI ହେଲା ସୁପରଫାଷ୍ଟ! GPay, PhonePe ଓ Paytmରେ ରକେଟ ସ୍ପିଡରେ ହେବ ଟ୍ରାଞ୍ଜାକ୍ସନ, NPCI ବଦଳାଇଲା ନିୟମ

ନୂଆଦିଲ୍ଲୀ: ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଏକ ବଡ଼ ଅପଗ୍ରେଡ ପାଇଁ ପ୍ରସ୍ତୁତ। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଛି ଯେ ଜୁନ ୧୬, ୨୦୨୫ରୁ ଏକ ନୂଆ ନିୟମ ଲାଗୁ ହେବ, ଯାହା ଅନୁସାରେ…

ଜମ୍ମୁ-କଶ୍ମୀରରେ ଏବେ AI ସାହାଯ୍ୟରେ ସଫାହେବ ଆତଙ୍କବାଦ : ସୁରକ୍ଷାବଳକୁ ମିଳିଲା କିଛି ବି କରିବାକୁ ଅନୁମତି

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ଜୋରଦାର କରିବା ପାଇଁ ଭାରତୀୟ ସୁରକ୍ଷାବଳ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିର ସାହାଯ୍ୟ ନେଉଛି। ସୁରକ୍ଷାବଳକୁ ଏହି ଅତ୍ୟାଧୁନିକ…

ହିମାଚଳ ବସ୍ ଦୁର୍ଘଟଣା: ମଣ୍ଡିରେ ୨୦୦ ଫୁଟ ଗଭୀର ଖାଇରେ ଖସିଲା ଯାତ୍ରୀବାହୀ ବସ୍, ୨ ମୃତ, ୨୦ ଆହତ

ମଣ୍ଡି: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ ଭୟାବହ ବସ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଣ୍ଡି ଜିଲ୍ଲାର ସରକାଘାଟ ଉପଖଣ୍ଡର ସାନୋଟ ଗାଁ ନିକଟରେ…

ନ୍ୟୁଜିଲାଣ୍ଡର କ୍ୟାପ୍ଟେନ ସନ୍ନ୍ୟାସ ପାଇଁ କଲେ ଘୋଷଣା, ODI ୱାର୍ଲଡ କପ୍ ହେବ ଶେଷ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ମହିଳା କ୍ରିକେଟର ସୋଫି ଡିଭାଇନ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ପାଇଁ ଘୋଷଣା କରିଛନ୍ତି। ସେ ଭାରତ ମଇଦାନରେ ଖେଳାଯିବାକୁ ଥିବା ଓଡିଆଇ ୱାର୍ଲଡ କପ ୨୦୨୫ ପରେ ଏହି ଫର୍ମାଟରୁ ଅବସର ନେବେ।…

ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ, ଖସିଯିବାକୁ କରିଥିଲେ ପ୍ଲାନ୍‌

ଭୁବନେଶ୍ୱର: ଗୋପାଳପୁରର ଗଣଦୁଷ୍କର୍ମ ମାମଲାରେ ୧୦ ଜଣ ଗିରଫ ହୋଇଛନ୍ତି। ଫେରାର୍ ବେଳେ ୩ ଜଣଙ୍କୁ ଧରିଲା ପୋଲିସ। ଗତକାଲି ୭ ଜଣଙ୍କୁ ଅଟକ ରଖିଥିଲା ପୋଲିସ। ରାଜ୍ୟ ବହାରକୁ ଚମ୍ପଟ ପାଇଁ ଯୋଜନା କରୁଥିଲେ ଅଭିଯୁକ୍ତ।…

ହ୍ବାଟସଆପରେ ହେବ ବଡ ପରିବର୍ତ୍ତନ: ଆସୁଛି ସବସ୍କ୍ରିପସନ ମଡେଲ, ବିଜ୍ଞାପନ, ସାମ୍ନାକୁ ଆସିଲା ମେଟାର ନୂଆ ରଣନୀତି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟସଆପ ଏହାର ପ୍ଲାଟଫର୍ମରେ ବିଜ୍ଞାପନ ଏବଂ ସବସ୍କ୍ରିପସନ ମଡେଲ ଆଣିବାକୁ ଘୋଷଣା କରିଛି। ମେଟା, ଯିଏ ହ୍ବାଟସଆପର ମୂଳ କମ୍ପାନୀ, ସୋମବାର ଏହି ନୂଆ ପଦକ୍ଷେପ…