Browsing Category
Breaking News
୧୫ ଅକ୍ଟୋବରରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ, ଜାଣନ୍ତୁ କେଉଁ ବାହାନରେ ଧରାପୃଷ୍ଠକୁ ଆସୁଛନ୍ତି ମା’
ଚଳିତ ବର୍ଷ ନବରାତ୍ରୀ ପର୍ବ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରୀର ୯ ଦିନରେ ମା’ଙ୍କ ନଅଗୋଟି ସ୍ୱରୂପର ପୂଜା ଆରାଧନା କରାଯାଏ ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସ ଶୁକ୍ଳପକ୍ଷ…
ସ୍କ୍ରବ ଟାଇଫସରେ ଆଉ ଜଣଙ୍କ ମୃତ୍ୟୁ : ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
ବରଗଡ଼ : ଆଜି ସୁନ୍ଦରଗଡ଼ରେ ୩ ଜଣ ରୋଗୀ ଚିହ୍ନଟ ହୋଜ଼ଥିବା ବେଳେ ବରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ…
ଭାରତରେ ପୁଣି ଧରାପଡିଲା ପାକିସ୍ତାନୀ ଡ୍ରୋନ୍, ଚେକିଂ ସମୟରେ ମିଳିଲା ଅସ୍ତ୍ରଶସ୍ତ୍ର
ନୂଆଦିଲ୍ଲୀ: ସୀମାନ୍ତରେ ନିଜର ଆକ୍ରମଣରୁ ନିବୃତ୍ତ ହେଉନାହିଁ ପାକିସ୍ତାନ । ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ବର୍ତ୍ତମାନ ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଇବା…
ବିଦେଶରୁ ଟଙ୍କା ପଠାଇବା ହେବ ସହଜ : RBI ନେବାକୁ ଯାଉଛି ଏକ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର ଶୁକ୍ରବାର ଦିନ କହିଛନ୍ତି ଯେ, ଅନେକ ଦେଶ ସହିତ ନିରନ୍ତର ଆଲୋଚନା ଚାଲିଛି ଯାହା ଦ୍ୱାରା ବିଦେଶରୁ ସହଜରେ ଭାରତକୁ ଟଙ୍କା…
Tiktokରେ ବନ୍ଧୁତା ପରେ ହେଲା ପ୍ରେମ, ବର୍ଡର ପାର କରି ୩ଟି ଶିଶୁଙ୍କ ସହ ଭାରତ ଆସିଛନ୍ତି ଦିଲରୁବା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶ୍ରାବସ୍ତବରେ ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ଭଳି ଅନ୍ୟ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜର ତିନି ସନ୍ତାନ ସହିତ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଆସିଛନ୍ତି।…
ଦୋହଲିଗଲା ତୁର୍କୀର ରାଜଧାନୀ, ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ସଂସଦ ନିକଟରେ ଭୟଙ୍କର ବିସ୍ଫୋରଣ
ଅଙ୍କାରା: ତୁର୍କୀ ରାଜଧାନୀ ଅଙ୍କାରା ନିକଟରେ ଆଜି ଅର୍ଥାତ୍ ରବିବାର ଦ୍ୱିପ୍ରହରରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହା ସହିତ ଗୁଳିଗୋଳା ବର୍ଷଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଏହି ଆତ୍ମଘାତୀ ବିସ୍ଫୋରଣରେ…
ପାର୍ବଣ ଋତୁରେ କେନ୍ଦ୍ର ସରକାର ସମସ୍ତ କର୍ମଚାରୀଙ୍କୁ ଦେବେ ବଡ ଉପହାର, ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛନ୍ତି ମହଙ୍ଗା…
ନୂଆଦିଲ୍ଲୀ: ପାର୍ବଣ ଋତୁରେ କେନ୍ଦ୍ର ସରକାର ସମସ୍ତ କର୍ମଚାରୀଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି । ଏହି ଉପହାର ବର୍ଷର ଦ୍ୱିତୀୟ ଷଡମାସ ଅର୍ଥାତ୍ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି…
ଭାରତୀୟ ବାୟୁସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୬ ଜଣ ସୈନିକ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ALH ଧ୍ରୁଭ ହେଲିକପ୍ଟର ଭୋପାଲ କ୍ଷେତରେ ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରରେ ୬ ଜଣ ବାୟୁସେନା କର୍ମଚାରୀ ଥିଲେ। ବାୟୁସେନା ସୂତ୍ର ଅନୁଯାୟୀ, ଅବତରଣରେ ସହାୟକ ହୋଇଥିବା କୌଣସି…
ଆକାଶରେ ରହସ୍ୟମୟ ସିଗନାଲ ଯୋଗୁ ଦିଗହରା ହେଉଛି ବିମାନ, ୧୫ ଦିନରେ ୨୦ଟି ବିମାନର ହେଲାଣି ସିଗନାଲ ଫେଲ୍
ନୂଆଦିଲ୍ଲୀ: ଇରାନ ଆକାଶରେ ଗତ ୧୫ ଦିନ ମଧ୍ୟରେ ଅତି କମ୍ରେ ୨୦ଟି ବିମାନର ସିଗନାଲ ଫେଲ ହୋଇଛି । ଏହାପଛରେ ଜିପିଏସ୍ ସ୍ପୁଫିଙ୍ଗ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ଭୂପୃଷ୍ଠରୁ ଏପରି ଷ୍ଟ୍ରଙ୍ଗ ସିଗ୍ନାଲ ମିଳିଛି…
‘ସତ୍ୟମ୍ ଶିବମ୍ ସୁନ୍ଦରମ୍..’, ହିନ୍ଦୁତ୍ୱ ଉପରେ ରାହୁଲ ଗାନ୍ଧୀଙ୍କ ଆକର୍ଷଣୀୟ ସୋସିଆଲ ମିଡିଆ ପୋଷ୍ଟ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ସତ୍ୟମ୍ ଶିବମ୍ ସୁନ୍ଦରମ୍ ଶୀର୍ଷକ ଏକ ଆର୍ଟିକିଲର ଚିତ୍ର ପୋଷ୍ଟ କରିଛନ୍ତି, ଯେଉଁଥିରେ ଉପଭୋକ୍ତାମାନେ ବହୁ ପ୍ରତିକ୍ରିୟା କରୁଛନ୍ତି। ସେ ହିନ୍ଦୁତ୍ୱର…