Browsing Category
Breaking News
ଇତିହାସ ରଚିଲା ମହିଳା ଟେନିସ: ଚୀନକୁ ହରାଇ ଭାରତ ପହଞ୍ଚିଲା ସେମିରେ
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଆଜି ହେଉଛି ସପ୍ତମ ଦିବସ । ଆଜି ଭାରତୀୟ ସ୍କ୍ୱାଶ ଟିମ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଫାଇନାଲରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା…
ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ପୁରଣ ଅବଧି
କଟକ: ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ପୁରଣ ଅବଧି । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଲା ବୋର୍ଡ । ଏହା ପରେ ଆଉ ଅବଧି ବଢ଼ିବନି ବୋଲି ସ୍ପଷ୍ଟ କଲା ବୋର୍ଡ । ଚଳିତ ବର୍ଷ ଆସନ୍ତା ଫେବୃଆରୀ ୨୦ରୁ…
ଚୀନ୍ ମହାକାଶ ବିଜ୍ଞାନୀ କଲେ ଅଭିନବ ପରୀକ୍ଷଣ, ମହାକାଶରେ ଜଳାଇଲେ ମହମବତୀ
ବେଇଜିଂ: ଯଦି ମହାକାଶରେ ମହମବତୀ ଜଳାଯିବ ତେବେ କ’ଣ ହେବ ? ଏହିପରି ଏକ ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଉଠୁଥିବ ନିଶ୍ଚୟ । ଏପରି ଏକ ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଚୀନ୍ର ମହାକାଶ ଯାତ୍ରୀମାନେ ଏକ ପରୀକ୍ଷଣ କରିଥିଲେ…
RBIର ବଡ଼ ଘୋଷଣା: ୨୦୦୦ ଟଙ୍କିଆ ନୋଟ୍ ଡିପୋଜିଟ୍ ଓ ଏକ୍ସଚେଞ୍ଜ ଅବଧି ବୃଦ୍ଧି
ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି । ନୋଟର ଡିପୋଜିଟ ଓ ଏକ୍ସଚେଞ୍ଜର ଅବଧି ବୃଦ୍ଧି କରାଯାଇଛି । ଆସନ୍ତା ମାସ ୭ ତାରିଖ ମଧ୍ୟରେ ଜନସାଧାରଣ ୨ ହଜାର…
୨୯ ସେକେଣ୍ଡେର ଏକ ଭିଡିଓ ଅପଲୋଡ୍ କରି ପୋଲିସକୁ ସାହାଯ୍ୟ ମାଗୁଛି ୧୦ ବର୍ଷର ବାଳକ, ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା
ଆଲିଗଡ: ଆଲିଗଡ ବନ୍ନାଦେବୀ ଥାନା ଅଞ୍ଚଳର ସୁରକ୍ଷା ବିହାରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ବଙ୍କଳ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରି ପୋଲିସ ଠାରୁ ସହାୟତା ମାଗିଛି । ଭିଡିଓରେ ପିଲାଟି କହୁଛି,…
ଅତ୍ୟଧିକ ଗ୍ୟାସ୍ ହେଉଥିଲେ କରନ୍ତୁନି ଅଣଦେଖା, ହୋଇପାରେ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ
ପ୍ରଜନନ ଅଙ୍ଗରେ ଅତ୍ୟଧିକ ଗ୍ୟାସ ସୃଷ୍ଟି ହେବା ରୋଗ ବ୍ୟାପିବାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ସାଧାରଣତଃ ଲୋକମାନେ ଏହାକୁ ସାଧାରଣ ଗ୍ୟାସ୍ କିମ୍ବା ଏସିଡିଟି ବୋଲି ବିଚାର କରି ଅଣଦେଖା କରନ୍ତି କିନ୍ତୁ ଏହା କର୍କଟ…
ESIC ନିଯୁକ୍ତି ବିଜ୍ଞାପନ: ୧୦୩୮ଟି ପଦ ଖାଲି, ଓଡ଼ିଶାର ଶାଖା କାର୍ଯ୍ୟାଳୟରେ ଚାକିରି ସୁଯୋଗ
ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ଜାରି କରାଯାଇଛି ନିଯୁକ୍ତି ବିଜ୍ଞାପନ । ମୋଟ ୧୦୩୮ଟି ପଦ ଖାଲି ଥିବା ବେଳେ ଓଡ଼ିଶା ସମେତ…
ଦେଶର ୩୨୯ଟି ଜିଲ୍ଲାର ୫୦୦ ଆକାଂକ୍ଷୀ ବ୍ଲକ୍ ପାଇଁ ସଂକଳ୍ପ ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ସଂକଳ୍ପ ସପ୍ତାହ ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂକଳ୍ପ ସପ୍ତାହ ଭାବେ ନାମିତ…
୧ ଅକ୍ଟୋବରରୁ ବଦଳିଯିବ ଟଙ୍କା ସହ ଜଡ଼ିତ ଏହି ୬ଟି ନିୟମ! ଗ୍ୟାସ୍ ସିଲିଣ୍ଡରରୁ ନେଇ କ୍ରେଡିଟ୍ କାର୍ଡ ପଯ୍ୟନ୍ତ…
ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ମାସର ଶେଷ ଦିନ । ନୂଆ ମାସର ଆରମ୍ଭ ସହିତ ଏପରି ଅନେକ ଆର୍ôଥକ ନିୟମ ଅଛି, ଯେଉଁଥିରେ ପରିବର୍ତ୍ତନ ହେବ । ଏହି ନିୟମ ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଆସନ୍ତାକାଲି…
ଏସୀୟ କ୍ରୀଡ଼ା:ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ
ଏସୀୟ କ୍ରୀଡ଼ା: ସ୍କ୍ୱାଶ୍ରେ ପାକିସ୍ତାନକୁ ହରାଇଲା ଭାରତ । ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇ ସ୍ୱର୍ଣ୍ଣ ଜିତିଲା ଭାରତ । ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇଲା । ଚେନ୍ନାଇର ଅଭୟ ସିଂହ, ନିଜର…