Browsing Category
Breaking News
ସୀମା ସହିତ କୃଷି କାର୍ଯ୍ୟର ମଧ୍ୟ ଦେଖାଶୁଣା କରିବ ପାକିସ୍ତାନୀ ସେନା, ଅଧିଗ୍ରହଣ କରିବାକୁ ଯାଉଛି ୧୦ଲକ୍ଷ ଏକର ଜମି
ଓଡ଼ିଶା ଭାସ୍କର: ଦେଶର ସୁରକ୍ଷା ସହ ପ୍ରଶାସକର ଭୂମିକା ତୁଲାଉଛି ପାକିସ୍ତାନର ସେନା। ଇତିହାସ କହୁଛି ସେନା ପ୍ରାୟ ଅଧା ସମୟ ଧରି ତାଙ୍କ ଦେଶକୁ ଶାସନ କରିଛି । ମାସ ମାସ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟରୁ ଦେଶକୁ…
ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ଇସ୍ରୋର ନଜର ଶୁକ୍ର ଉପରେ, କେବେ ଲଞ୍ଚ ହେବ ଶୁକ୍ରଯାନ ଓ କ’ଣ ରହିଛି ଯୋଜନା ଆସନ୍ତୁ ଜାଣିନେବା
ନୂଆଦିଲ୍ଲୀ:ଚନ୍ଦ୍ରଯାନ ୩ ଓ ଆଦିତ୍ୟ ଏଲ୍ ୧ ପରି ସଫଳ ମିଶନ ପରେ ଏବେ ଇସ୍ରୋର ନଜର ପଡିଛି ଶୁକ୍ର ଗ୍ରହ ଉପରେ । ଇସ୍ରୋ ଶୁକ୍ରଯାନକୁ ନେଇ ପ୍ରସ୍ତୁତି ବି ଆରମ୍ଭ କରିଦେଇଛି । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି…
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ସ୍କୁଲ ବସ : ଜଣେ ମୃତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
ଉମରକୋଟ : ଚନ୍ଦାହାଣ୍ଡି ଘାଟି ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଉମରକୋଟରୁ ବିଭିନ୍ନ ସ୍କୁଲର ଛାତ୍ରଙ୍କୁ ନେଇ ଚନ୍ଦାହାଣ୍ଡି କ୍ରୀଡା ଉତ୍ସବରେ ଯୋଗ ଦେବା ପାଇଁ ବସରେ ଯାଉଥିଲେ । ଏତିକି ବେଳେ ଚନ୍ଦାହାଣ୍ଡି ଘାଟି…
ଇସ୍କନ ଉପରେ ବଡ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧୀ, କହିଲେ ‘ଇସ୍କନ ଗୋଶାଳାରୁ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରୀ କରୁଛି’
ନୂଆଦିଲ୍ଲୀ: ଇସ୍କନ ଅର୍ଥାତ୍ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣା କନସସନେସ୍ ଉପରେ ଭାରତୀୟ ଜନତା ପାର୍ଟି ସାଂସଦ ମେନକା ଗାନ୍ଧୀ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଇସ୍କନରେ ବଡ ମାତ୍ରାରେ ଧୋକାଦାରୀ…
SBI ଘୋଷଣା କଲା ପାର୍ବଣ ଉପହାର: ଆସନ୍ତା ୪ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ଏକ ମାଗଣା ସେବା
ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଅଧିକାଂଶ ସମୟରେ ଗ୍ରାହକଙ୍କୁ ବିଶେଷ ସୁବିଧା ପ୍ରଦାନ କରିଥାଏ । ତେବେ ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇଥିବା ବେଳେ ଏହି ଅବସରରେ ଏସବିଆଇ…
କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା: ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍ପେଣ୍ଡ କରିଥିବା ସୂଚନା ମିଳିଛି ।…
PM Kisan Yojanaର ୧୫ତମ କିସ୍ତି ପୂର୍ବରୁ ହେବ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ, ଏହି ଲୋକମାନେ ପାଇ ପାରିବେ ନାହିଁ ଟଙ୍କା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ପ୍ରତିବର୍ଷ ବହୁ ସଂଖ୍ୟକ ଚାଷୀଙ୍କୁ ଟଙ୍କା ଦିଆଯାଉଛି । ଏହି ଯୋଜନା ଆରମ୍ଭରୁ ହିତାଧିକାରୀଙ୍କ ତାଲିକା ଅନୁଯାୟୀ ସମୁଦାୟ ୧୪ କିସ୍ତିରେ ଟଙ୍କା ପଠାଯାଇଛି,…
ଆଦେଶ ମାନୁନାହାନ୍ତି ଅଫିସର, ତୁରନ୍ତ ତାଙ୍କ କେସ୍ର ଶୁଣାଣୀ କରିବାକୁ ସୁପ୍ରିମକୋର୍ଟ ପହଞ୍ଚିଲେ କେଜରିୱାଲ ସରକାର
ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କି ତାଙ୍କ ତରଫରୁ କେନ୍ଦ୍ର ସରକାରଙ୍କ ଜିଏନସିଟିଡି (ସଂଶୋଧନ) ଆକ୍ଟ ୨୦୨୩ ବିରୁଦ୍ଧରେ ଦିଆଯାଇଥିବା ପ୍ରତିକ୍ରିୟା ଉପରେ ଶୀଘ୍ର ଶୁଣାଣୀ…
ଓଲା, ଉବେର ଓ ରାପିଡୋ ବିରୋଧରେ ଥାନାରେ ଏତଲା କଲେ ଆରଟିଓ ଅଧିକାରୀ
ଭୁବନେଶ୍ଵର: ଓଲା, ଉବେର ଓ ରାପିଡୋ ବିରୋଧରେ ଥାନାରେ ଏତଲା । ଏନେଇ ସହିଦନଗର ଥାନାରେ ଏତଲା କଲେ ଆରଟିଓ-୧ ଅଧିକାରୀ । ଭୁବନେଶ୍ୱର ସହରରେ ବେଆଇନ ଗାଡ଼ି ଚଳାଇବା ଉପରେ ହୋଇଛି ଅଭିଯୋଗ । ଏଗ୍ରିଗେଟର ଲାଇସେନ୍ସ ନ କରି…
ଜାତୀୟ ପରୀକ୍ଷା ବୋର୍ଡରେ ଚାକିରି କରନ୍ତୁ: ଷ୍ଟେନୋ, କନିଷ୍ଠ ସହାୟକ, ଆକାଉଣ୍ଟାଣ୍ଟ ପଦ ଖାଲି
ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କନିଷ୍ଠ ସହାୟକ, ଷ୍ଟେନୋଗ୍ରାଫର, ଜୁନିୟର ଆକାଉଣ୍ଟାଣ୍ଟ, ଜୁନିୟର ପ୍ରୋଗ୍ରାମର, ଲ’ ଅଫିସର, ଡେପୁଟି ଡାଇରେକ୍ଟର (ମେଡିକାଲ) ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି…