Browsing Category

Breaking News

ମୋବାଇଲ୍ ଉତ୍ପାଦନରେ ବିଶ୍ୱର ଭାରତ ଦ୍ୱିତୀୟ, ମେକ୍ ଇନ୍ ଇଣ୍ଡିଆ ଡ୍ରାଇଭ୍‌ରେ ପ୍ରସ୍ତୁତ ହେଲା ୨ ବିଲିୟନ ଡିଭାଇସ୍‌: ରିପୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାର ଆରମ୍ଭ ହୋଇଥିବା ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ମିଳିଛି ବଡ଼ ସଫଳତା । ଭାରତରେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ୨୦୧୪ରୁ ୨୦୨୨…

Good News… ଚନ୍ଦ୍ରରେ ପାଦ ରଖିବାରୁ ମାତ୍ର ପାଦେ ଦୂରରେ Chandrayan-3 : ଅଲଗା ହେବ ଲାଣ୍ଡର ‘ବିକ୍ରମ’

ବେଙ୍ଗଲୁରୁ: ଆଜି ଇସ୍ରୋ ପକ୍ଷରୁ ସାରା ଭାରତକୁ ମିଳିଛି ଏକ ଗୁଡ ନ୍ୟୁଜ୍ । ଖୁବ କମ୍ ସମୟ ମଧ୍ୟରେ ଦେଶ ରଚିବାକୁ ଯାଉଛି ଇତିହାସ । ଭାରତର ଚର୍ଚ୍ଚିତ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ଅର୍ବିଟରେ ପଦାର୍ପଣ କରିବା…

Cape Verde ଦ୍ୱୀପ ନିକଟରେ ବୁଡ଼ିଲା ଡଙ୍ଗା: ୬୩ ମୃତ, ୩୮ ଜଣଙ୍କୁ କରାଗଲା ଉଦ୍ଧାର

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଉପକୂଳରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ…

ଡିପିଆର ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ, ପ୍ରକଳ୍ପରେ ଖର୍ଚ୍ଚ ହେବ ୬ ହଜାର କୋଟି

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ଟ୍ରେନ୍‍ ଚଳାଚଳ ନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗତକାଲି ନିଗମ…

Tiktok କୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍ପଷ୍ଟ ସୂଚନା ଦେଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଲୋକପ୍ରିୟ ସର୍ଟ ଭିଡିଓ ଆପ୍ ‘Tiktok’ ଆପ୍ କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ନ୍ୟୁୟର୍କରେ ଏହି ଆପ୍ଲିକେସନ ‘Tiktok’ ଉପରେ ବ୍ୟାନ ଆଦେଶ ଜାରି କରାଯାଇଛି । ସିଟି କର୍ତ୍ତୃପକ୍ଷ ତରଫରୁ…

୫ ଜିଲ୍ଲାରେ ଫାଟିବ ବାଦଲ, ଭିଜିବ ଓଡ଼ିଶା: ଅରେଞ୍ଜ ୱାର୍ଣ୍ଣିଂ ଜାରି କଲାବୀଭାଗ

ଭୁବନେଶ୍ୱର: ରାଜ୍ୟରେ ଗତ ରାତିରୁ ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବକେୁ ମିଳିପାରେ । ଏ ନେଇ ଭୁବନେଶ୍ୱର…

କେନ୍ଦ୍ର କର୍ମଚାରୀଙ୍କର ବଢିବ ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ କେତେ ଅଧିକ ଟଙ୍କା ?

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ସରକାର । ଦେଶରେ ଦରଦାମ୍ ବଢି ଚାଲିଥିବା ବେଳେ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା…

ସତର୍କ ରୁହନ୍ତୁ ଏହି ୩ ରାଶିର ଲୋକେ, ଆପଣଙ୍କ ପାଇଁ ଆସୁଛି ଘୋର ବିପଦ!

ସମସପ୍ତକ ରାଜ ଯୋଗକୁ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବିରଳ ଯୋଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଯେତେବେଳେ ଦୁଇଟି ଗ୍ରହ ଠିକ୍ 180 ଡିଗ୍ରୀ ଅଲଗା କିମ୍ବା ଦୁଇଟି ରାଶି ଚିହ୍ନ ମଧ୍ୟରେ ରାଶିରେ ପାର୍ଥକ୍ୟ ଥାଏ…

ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କୁ ଅତି ବେଶୀରେ ମିଳିବ ୩ ସେକେଣ୍ଡ

ଓଡିଶା ଭାସ୍କର; ଭାରତର ବହୁ ପୁରାତନ ତଥା ବିଶ୍ୱ ପ୍ରସିଦ୍ଧ ହେଉଛି ଅଯୋଧ୍ୟାର ଶ୍ରୀରାମ ମନ୍ଦିର । ସାଧାରଣତଃ ପ୍ରତ୍ୟେକ ଦିନ ଭଗବାନଙ୍କ ଦର୍ଶନ ପାଇଁ ଏଠାରେ ପ୍ରବଳ ଭିଡ ଜମିଥାଏ । ହେଲେ ନବ ନିର୍ମିତ ମନ୍ଦିର ଉଦଘାଟନ…

BJP ନିର୍ବାଚନ ସମିତି ବୈଠକ: ମଧ୍ୟପ୍ରଦେଶ, ଛତିଶଗଡ଼ ଉପରେ ଗୁରୁତ୍ୱ, ବିଧାନସଭା ସିଟକୁ ୪ଟି ବର୍ଗରେ ବଣ୍ଟାଗଲା

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଥିବା ବିଜେପି ନିର୍ବାଚନ ସମିତି ବୈଠକ (ସିଇସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ,…