CHARIDHAM
Browsing Category

Breaking News

ଆଜିଠୁ ଆରମ୍ଭ ବିଧାନସଭା ମୌସୂମୀ ଅଧିବେଶନ: ପ୍ରଥମ ମହିଳା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ୮ଦିନିଆ ସ୍ୱଳ୍ପ ଅଧିବେଶନ କାଳରେ ଏହା ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ…

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ ଟାଇଫସ୍ ସଂକ୍ରମଣ: ପୁଣି ୫ ଜଣ ଭାଇରସରେ ଆକ୍ରାନ୍ତ

ରାଉରକେଲା: ସ୍କ୍ରବ ଟାଇଫସ୍ ବର୍ତ୍ତମାନ ସୁନ୍ଦରଗଡ଼ରେ ଆତଙ୍କ ବଢାଇବାରେ ଲାଗିଛି । ପ୍ରତିଦିନ ଭାଇରସରେ ବହୁ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୁନ୍ଦରଗଡ଼ରେ ଏହି ଭାଇରସ ବର୍ତ୍ତମାନ ଚିନ୍ତା ବଢାଇବାରେ ଲାଗିଛି…

ବଡ଼ ଘୋଷଣା: ଦେଶର ୪ଟି ବ୍ୟାଙ୍କ FD ଦର ସଂଶୋଧନ କଲେ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ଫାଇଦା ଆଶାରେ ରହିଥାନ୍ତି । ସେଥିପାଇଁ କେଉଁ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଉପରେ ଅଧିକ ସୁଧ ପ୍ରଦାନ କରୁଛି, ସେନେଇ ଜନସାଧାରଣ ସନ୍ଧାନ କରିଥାନ୍ତି । ତେବେ ଏହା ମଧ୍ୟରେ ଦେଶର…

ଗାଳି ଦେବାରୁ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲା ଇଞ୍ଜିନିୟରିଂ ଛାତ୍ର

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର କାନପୁରରୁ ଆସିଛି ଏକ ଲୋମ ଟାଙ୍କୁରା ଖବର। ଘଟଣାଟି କାନପୁରର କାକାଦେବୀ ଅଞ୍ଚଳର, ସେଠାରେ ଜଣେ ଇଞ୍ଜିନିୟରିଂ ଛାତ୍ର ତାଙ୍କ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଛି। ଘଟଣାକୁ…

କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମୁକାବିଲା, ଭାରତୀୟ ସମୟରେ ଅପରାହ୍ନ ୧.୩୦ରେ ମ୍ୟାଚ ଆରମ୍ଭ

ଓଡିଶା ଭାସ୍କର; ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା। ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ବୋଲି ସୂଚନା ରହିଛି । ଭାରତୀୟ ସମୟରେ ଅପରାହ୍ନ ୧.୩୦ରେ ଏହି ମ୍ୟାଚ ଆରମ୍ଭ ହେବ।…

ରାଜ୍ୟସଭାରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍: ସପକ୍ଷରେ ମିଳିଲା ୨୧୫ଟି ଭୋଟ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ୨୦ ତାରିଖରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାସ୍ ହୋଇଥିବା ବେଳେ ବିଲ ସପକ୍ଷରେ ୪୫୪ଟି ଭୋଟ ଓ ବିପକ୍ଷରେ ୨ଟି ଭୋଟ୍ ମିଳିଥିଲା । ଗତକାଲି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍…

୭ ମାସର ଶିଶୁକନ୍ୟାକୁ କରାଯାଉଛି ଦେବୀଙ୍କ ଭଳି ପୂଜା: ଲୋକମାନେ ଚଢ଼ାଉଛନ୍ତି ଗଦା ଗଦା ନୋଟ୍

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅଜବ ଧରଣର ଶିଶୁ ଜନ୍ମଗ୍ରହଣ କରିଛନ୍ତି । ନିକଟରେ ୨୬ଟି ଆଙ୍ଗୁଠି ଥିବା ଏକ ଶିଶୁ ରାଜସ୍ଥାନରେ ଜନ୍ମ ନେଇଥିଲା । କୌଣସି ରୋଗ ବା ସମସ୍ୟା କାରଣରୁ ଏଭଳି ଶିଶୁ ଜନ୍ମ…

କାଲି ନିଦରୁ ଉଠିବେ ପ୍ରଜ୍ଞାନ ଓ ବିକ୍ରମ; ଦୀର୍ଘ ୧୪ ଦିନ ବ୍ୟବଧାନ ପରେ ପୁଣି ଆଗକୁ ବଢିବ ଭାରତର ମୁନ୍ ମିଶନ!

ଓଡିଶା ଭାସ୍କର; ଦୀର୍ଘ ୧୪ ଦିନ ବ୍ୟବଧାନ ପରେ କାଲି ପୁଣି ଚନ୍ଦ୍ରରେ ପଡିବ ସୂର୍ଯ୍ୟକିରଣ । ଏହା ହେବା ମାତ୍ରେ ଚନ୍ଦ୍ରଜାନ-୩ ର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ସୂର୍ଯ୍ୟକିରଣ ଠାରୁ ଶକ୍ତି ପାଇବେ । ଫଳରେ…

(Video) ପଞ୍ଜାବରେ ଚାଞ୍ଚଲ୍ୟ: ସ୍କୁଲ ଛାତ୍ରକୁ ନିର୍ଦ୍ଦୟ ଭାବେ ପିଟୁଛନ୍ତି ପ୍ରିନ୍ସପାଲ, ବିକଳରେ ପିଲାଟି ଚିତ୍କାର କରୁଛି

ନୂଆଦିଲ୍ଲୀ: ପଞ୍ଜାବରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ରାଜ୍ୟର ଲୁଧିଆନାରେ ଜଣେ ଛାତ୍ରକୁ ତାଙ୍କ ସ୍କୁଲର ପ୍ରିନ୍ସପାଲ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ…

ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟ ଜନକ ବିବୃତ୍ତି, କହିଲେ ଆମର ଏହିଠାରେ ଜନ୍ମ ହୋଇଛି ହିନ୍ଦୁ ଧର୍ମ

ନ୍ୟୁୟର୍କ: ପାକିସ୍ତାନରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଜଲିଲ ଅବାସ ଜିଲାନୀ ଏକ ଆଶ୍ଚର୍ଯ୍ୟଜନକ ବିବୃ୍ତ୍ତି ଦେଇଛନ୍ତି । ନ୍ୟୁୟର୍କରେ ଏସିଆ ସୋସାଇଟିରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ…