CHARIDHAM
Browsing Category

Breaking News

ଭାରତ-କାନାଡା ବିବାଦ: ଜଷ୍ଟିସ ଟ୍ରୁଡୋଙ୍କ ଅଭିଯୋଗକୁ ମୋହରା କରି ବିଷଭରା କଥା କହିଲା ପାକିସ୍ତାନ

ଓଡ଼ିଶା ଭାସ୍କର: ଭାରତ ବିରୋଧରେ ସବୁବେଳେ ବିଷ ଓଗାଳୁଥିବା ପାକିସ୍ତାନକୁ ପୁଣି ସୁଯୋଗ ମିଳିଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ଅଭିଯୋଗକୁ କେନ୍ଦ୍ରକରି ପାକିସ୍ତାନ ଆଉଥରେ ଏପରି ସୁଯୋଗ ପାଇଛି।…

ପୂର୍ବତନ ବିଜେପି ବିଧାୟକ AAPରେ ଯୋଗଦେଲେ

ନୂଆଦିଲ୍ଲୀ: ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରମୁଖ…

(Video) ଗୋଟିଏ ବର୍ଷରେ ୧୨ ନୁହେଁ ୧୩ଟି ମାସ: ଏହି ଦେଶରେ ପଛକୁ ପଛ ବୁଲେ ସମସ୍ତ ଘଣ୍ଟା

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ବର୍ଷକୁ ୧୨ ମାସ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶର ନାଁ କହିବୁ ଯେଉଁଠାରେ ବର୍ଷକୁ ୧୨ ନୁହେଁ ୧୩ ମାସ ହୁଏ । ତାହା ଏଭଳି ଏକ ଦେଶ ଯେଉଁଠି ଲୋକେ ଛୁଟି କଟାଇବାକୁ ବେଶ…

ODI ବିଶ୍ୱକପ ପୂର୍ବରୁ ବଡ଼ ପଦବୀ ପାଇଲେ ସିରାଜ: ଦୁନିଆର ସର୍ବଶ୍ରେଷ୍ଠ ବୋଲରର ସମ୍ମାନ

ନୂଆଦିଲ୍ଲୀ: ଏସିଆ କପ୍ ଶେଷ ହେବା ପରେ ଦିନିକିଆର ତାଜା ରାଙ୍କିଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଘାତକ ବୋଲିଂ ତାଙ୍କୁ ସର୍ବଶ୍ରେଷ୍ଠ ଉପହାର ପ୍ରଦାନ…

ରାଜନୀତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାହିଁକି ଜରୁରୀ? ଜାଣନ୍ତୁ ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ଦୀର୍ଘ ତିନି ଦଶନ୍ଧି ଧରି ପଡ଼ିଥିବା ମହିଳା ସଂରକ୍ଷଣ ବିଲ ଲୋକସଭାରେ ଆଗତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟରେ ୧୫ ପ୍ରତିଶତରୁ କମ୍ ମହିଳା ପ୍ରତିନିଧିତ୍ୱ…

‘ମୋ ଭାଉଜ ଜଣେ କଲ୍‌ଗାର୍ଲ’….ସମ୍ପର୍କ ରଖିବାକୁ ମନା କରିବାରୁ କଲ୍‌ଗାର୍ଲ କହି ଭାଉଜ ନମ୍ବର ଭାଇରାଲ୍‌ କଲା ଦିଅର

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର ଶାହଜହାଁପୁର ଆସିଛି ଏକ ହୃଦୟ ବିଦାରକ ଖବର। ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ଵାମୀ ବିଦେଶରେ ରୁହନ୍ତି। ହେଲେ ବର୍ତ୍ତମାନ ଶଶୁରଘର ଲୋକ ତାଙ୍କୁ ଘରେ ପଶିବାକୁ…

ଖାଲିସ୍ତାନର ଧମକ ମଧ୍ୟରେ କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି, ମୋଦୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଖାଲିସ୍ତାନୀ ସମର୍ଥକଙ୍କ ଧମକ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡା ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । ଏଥିରେ କୁହାଯାଇଛି ଯେ, କାନାଡାରେ ବଢ଼ୁଥିବା ଭାରତରେ ବିରୋଧୀ…

୪୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଆଜି କାଳିଆ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ଚେକ୍‌ କରନ୍ତୁ ନିଜ ଆକାଉଣ୍ଟ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଜି ଧୁମ୍‍ଧାମରେ ପାଳିତ ହେଉଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ସକାଳ ୧୦ଟା ୨୭ ମିନିଟ୍‍ରେ ମା ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି କରାଯାଇଥିଲା…

ମହିଳା ଏବଂ ପୁରୁଷ ସମାନତା କ୍ଷେତ୍ରରେ ଦେଶରେ ବର୍ତ୍ତମାନ ନିଆଯାଉଛି ସବୁଠୁ ବଡ଼ ବୈପ୍ଲବାତ୍ମକ ପଦକ୍ଷେପ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ ସମ୍ବିଧାନ ପ୍ରଣିତ ହେବା ଠାରୁ ପୁରୁଷ ଏବଂ ମହିଳା ସମାନତା, ଧନ ଜୀବନର ସୁରକ୍ଷା ଓ ଲୋକମାନଙ୍କର ସମ୍ମାନ ରକ୍ଷା ଦିଗରେ ଅସଂଖ୍ୟ ବିପ୍ଳବ ପାଇଁ ପଥ…

୧ ଅକ୍ଟୋବରରୁ ମହଙ୍ଗା ହେବାକୁ ଯାଉଛି ଜମି ମୂଲ୍ୟ, ଜାଣନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ଦେଶର ଆଇଟି ହବ୍ ଭାବରେ ଏକ ଲୋକପ୍ରିୟ ସହର ବେଙ୍ଗାଲୁରୁରେ ଆଗାମୀ ସମୟରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଏହି ମହଙ୍ଗା ସହରରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ହେତୁ, ଏଠାରେ ରହୁଥିବା ବାସିନ୍ଦାଙ୍କ…