
Browsing Category
Breaking News
ମଧ୍ୟପ୍ରଦେଶର ଦ୍ୱିତୀୟ ତାଲିକା ପାଇଁ ୩୬ ଟି ନାମରେ ମୋହର ଲଗାଇଛି ବିଜେପି: ଇମରତୀ ଦେବୀଙ୍କ ସମେତ ଏହି ପ୍ରମୁଖ ଚେହେରା ସାମିଲ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକର ଦ୍ୱିତୀୟ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ସୂଚନାନୁସାରେ, ଏହି ବୈଠକରେ…
ଆହତ ହୋଇ ଏସିଆ କପ୍ରୁ ବାଦ୍ ପଡ଼ିଲେ ଦ୍ରୁତ ବୋଲର, ଭାରତୀୟ ଟିମ୍ ପାଇଁ ବଢ଼ିଲା ସମସ୍ୟା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ପାଇଁ ଆସିଛି ଖରାପ ଖବର। ଆଗାମୀ ଏସୀୟ ଗେମ୍ସରୁ ଶିଭମ୍ ମାଭି ବାଦ୍ ପଡିବା ଖବର ଆସିବା ପରେ ଭାରତୀୟ କ୍ରିକେଟ୍ ଦଳକୁ ଏକ ନୂଆ ଝଟକା ଲାଗିଛି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ…
କିଛି ଟିଭି ଆଙ୍କର ଏବଂ ସୋ’କୁ ବ୍ୟାନ୍ କରିବ ‘ଇଣ୍ଡିଆ’ ମେଣ୍ଟ, ଖୁବଶୀଘ୍ର ଜାରି ହେବ ତାଲିକା
ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ 'ଇଣ୍ଡିଆ' ମେଣ୍ଟ ଟେଲିଭିଜନ ଆଙ୍କର୍ ଏବଂ ଶୋ’ର ଏକ ଗୋଷ୍ଠୀକୁ ବ୍ୟାନ୍ କରିବାକୁ ନିଷ୍ପତି ନେଇଛି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ନେତାମାନେ ଏହି ତାଲିକା…
ନିପା ଭାଇରସର ଆତଙ୍କ: କେରଳରେ ଆଉ ଜଣେ ସଂକ୍ରମିତ ଚିହ୍ନଟ, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ନିପା ଭାଇରସ୍ ପୂଣି ଥରେ ନିଜର ଆତଙ୍କ ଖେଳାଇବାରେ ଲାଗିଛି । ଏହାରି ମଧ୍ୟରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଏକ ବୟାନ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଏକ ଘରୋଇ ମେଡିକାଲରେ ୨୪ ବର୍ଷୀୟ…
ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୮ଟି ଗେଟ : ଜଳସ୍ତର ୬୨୮.୭୧ ଫୁଟ
ସମ୍ବଲପୁର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଲଗାତାର ଭାବେ ବର୍ଷା ଜାରି ରହିଛି । ହୀରାକୁଦର ଉପରମୁଣ୍ଡାରେ ଲଘୁଚାପ ଜନିତ ବର୍ଷା ହେବାରୁ ମୁଖ୍ୟମନ୍ତ୍ରୀ ଗତକାଲି…
RBI Recruitment 2023: ୪୫୦ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ ଆରମ୍ଭ, ଅକ୍ଟୋବରରେ ପରୀକ୍ଷା
ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ୧୩ ସେପ୍ଟେମ୍ବର ୨୦୨୩ ରୁ ଅକ୍ଟୋବର ୪, ୨୦୨୩ ପର୍ଯ୍ୟନ୍ତ ଅନଲାଇନରେ…
ଏସିଆନ ଗେମ୍ସ ପାଇଁ ଓଡ଼ିଆ ଖେଳାଳିଙ୍କୁ ମିଳିବ ୧୦ ଲକ୍ଷ ଲେଖାଏଁ ଅର୍ଥ ସହାୟତା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଏସିଆନ ଗେମ୍ସ ପାଇଁ ଚୟନ ଓଡ଼ିଆ ଖେଳାଳିଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୩ ଜଣ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା ହୋଇଛି ।…
ଭାରତରେ ମିଳିଲା ଚିକେନପକ୍ସର ନୂଆ ଭାରିଆଣ୍ଟ Clad-9, ବଞ୍ଚିବାକୁ ଚାହୁଁଥିଲେ ଜାଣନ୍ତୁ ଏହାର ଲକ୍ଷଣ
ନୂଆଦିଲ୍ଲୀ : ଚିକେନପକ୍ସ ଭାଇରସ ଏକଦା ଭାରତରେ ଅତି ଦ୍ରୁତ ଗତିରେ ବ୍ୟାପିଗଲା। ଉଦ୍ବେଗଜନକ ଖବର ହେଉଛି ଯେ, ନିକଟରେ ବୈଜ୍ଞାନିକମାନେ ଭାରତରେ ଏହି ମାରାତ୍ମକ ଚିକେନ୍ପକ୍ସର ଏକ ନୂତନ ଭାରିଆଣ୍ଟ ପାଇଛନ୍ତି। ଏହି ନୂଆ…
ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ, ଜାଣନ୍ତୁ କିପରି ମିଳିବ ଫାଇଦା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭୨୧୦ କୋଟି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ତୃତୀୟ ପର୍ଯ୍ୟାୟକୁ ଇ-କୋର୍ଟ ପ୍ରକଳ୍ପକୁ ମଞ୍ଜୁରି…
ବିଜେପି ଛାଡି ବିଜେଡିରେ ମିଶିଲେ ଏହି ନେତା: ଦଳକୁ ନେଇ କହିଲେ ଏପରି
ଭୁବନେଶ୍ୱର: ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ବୁଧବାର ବିଜେପି ଦଳ ଛାଡି ବିଜେଡିରେ ମିଶିଛନ୍ତି । ବୁଧବାର ଦିନ ଶଙ୍ଖ ଭବନରେ ଆୟୋଜିତ…