Browsing Category

Breaking News

Govt Jobs 2023 : ଡିଆରଡିଓରେ ରିସର୍ଚ୍ଚ ଆସୋସିଏଟ୍ ଏବଂ ଜେଆରଏଫ ପାଇଁ ବାହାରିଲା ନିଯୁକ୍ତି, ୫୪୦୦୦ ପର୍ଯ୍ୟନ୍ତ ମିଳିବ ଷ୍ଟାଇପେଣ୍ଡ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ରିସର୍ଚ୍ଚ ଆସୋସିଏଟ୍ ଏବଂ ଜୁନିଅର ରିସର୍ଚ୍ଚ ଫେଲୋ ପଦବୀ ପାଇଁ ବାହାରିଛି ନିଯୁକ୍ତି । ରିସର୍ଚ୍ଚ ଆସୋସିଏଟ୍ ଏବଂ ଜେଆରଏଫ୍ ନିଯୁକ୍ତି ତେଜପୁରର…

ଆପଣ ୟୁଟ୍ୟୁବରୁ ଘରେ ବସି ଲକ୍ଷ ଲକ୍ଷ କରିପାରିବେ ରୋଜଗାର, ଜାଣନ୍ତୁ କିପରି ପାଇବେ ଟଙ୍କା

ନୂଆଦିଲ୍ଲୀ: ଆଜି ୟୁଟ୍ୟୁବ୍ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ରୋଜଗାରର ଏକ ଉତ୍ତମ ଉତ୍ସ ହୋଇପାରିଛି । ଯଦି ଆପଣ ୟୁଟ୍ୟୁବକୁ ସଠିକ୍ ଭାବରେ ବ୍ୟବହାର କରନ୍ତି, ତେବେ ଆପଣ ଘରେ ବସି ଲକ୍ଷ ଲକ୍ଷ କୋଟି ଟଙ୍କା…

ଛୁଆକୁ ଜନ୍ମ ଦେବାରେ ଅକ୍ଷମତା ଛାଡପତ୍ରର ଆଧାର ନୁହେଁ : ହାଇକୋର୍ଟ

ନୂଆଦିଲ୍ଲୀ : ଏକ ମାମଲାର ଶୁଣାଣି ସମୟରେ ପାଟନା ହାଇକୋର୍ଟ ମତ ଦେଇଛନ୍ତି ଯେ, ବାହାଘର ପରେ ଯଦି ଜଣେ ମହିଳା ସନ୍ତାନ ପ୍ରସବ କରିବାରେ ଅସମର୍ଥ, ତେବେ ଏହା ଛାଡପତ୍ରର ଆଧାର କିମ୍ବା କାରଣ ହୋଇପାରିବ ନାହିଁ; ଏହାକୁ…

ତତ୍କାଳ ପ୍ରଭାବ ସହିତ ଯବାନମାନେ ଲାଠି ପରିବହନ କରିବାର ଔପନିବେଶିକ ପରମ୍ପରାକୁ ଶେଷ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଔପନିବେଶିକ ପରମ୍ପରା ଶେଷ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ନୌସେନା ଏହାର ସମସ୍ତ କର୍ମଚାରୀ ସାଥିରେ ଲାଠି ରଖିବାର ନିୟମକୁ…

ଭାରତକୁ ସମ୍ଭାବନାର ନର୍ସରୀ ରୂପରେ ଦଖୁଛି ବିଶ୍ୱ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତିର ତିନିବର୍ଷ ପୁର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମଇଦାନରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଏହି ଅବସରେର ପ୍ରଧାନମନ୍ତ୍ରୀ ପିଏମ୍‌ଶ୍ରୀ…

ମୁସଲମାନଙ୍କ ଉପରେ ଭିଡ଼ ଆକ୍ରମଣ ମାମଲାରେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସମେତ ୬ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ମୁସଲମାନଙ୍କ ବିରୋଧରେ ଗୋରକ୍ଷକଙ୍କ ହିଂସାତ୍ମକ ଘଟଣା ଏବଂ ଭିଡ଼ ହିଂସା ବଢି ଚାଲିଥିବା ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମେତ ୬ ରାଜ୍ୟକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏକ…

ପିଏମ୍‍ଶ୍ରୀ ଯୋଜନାରେ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟକୁ ୧ କୋଟି ମଞ୍ଜୁର

ଭୁବନେଶ୍ୱର: ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ର ୩ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆଇ.ଟି.ପି.ଓ.ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦ୍‍ଘାଟନ…

ଦେଶର ସମସ୍ତ CBSE ବିଦ୍ୟାଳୟରେ ରହିବ ଗୋଟିଏ ସିଲାବସ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଜୁଲାଇ ୨୯) ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପରେ ଅଖିଳ ଭାରତୀୟ ଶିକ୍ଷା ସମ୍ମିଳନୀକୁ ଉଦଘାଟନ…

ପଇସା ଦେଇ ମଣିଷରୁ କୁକୁର ପାଲଟିଗଲେ ଏହି ବ୍ୟକ୍ତି: ଖର୍ଚ୍ଚ ହେଲା ୧୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ନିଜକୁ କୁକୁର ବେଶରେ ବଦଳାଇବା ପାଇଁ ଜଣେ ବ୍ୟକ୍ତି ଲକ୍ଷ ଲକ୍ଷ ଟଭ୍କା ଖର୍ଚ୍ଚ କରି ଦେଇଥିବା ଜାଣିବାକୁ ମିଳିଛି । ଟୋକୋ ନାମରେ ପରିଚିତ ହ୍ୟୁମାନ ଡଗ୍ ହେବା ପାଇଁ ପରିବର୍ତ୍ତନ ପ୍ରକିୟାରେ ଜଣେ…

ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଫେଲୋଶିପ୍ ସ୍କିମ ଛାତ୍ରବୃତ୍ତି: PhD ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ୩୦ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଢ଼ିଆ ଖବର । ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ ଫେଲୋଶିପ୍ ସ୍କିମ (ସିଏମଆରଆଇଏଫପି) ଛାତ୍ରବୃତ୍ତି । ରାଜ୍ୟର…