CHARIDHAM
Browsing Category

Breaking News

SBIର ଏହି ସରକାରୀ ସ୍କିମରେ ଜମା କରନ୍ତୁ ୫,୦୦୦ ଟଙ୍କା, ଏହା ବଦଳରେ ବ୍ୟାଙ୍କ ଦେବ ୫୫,୦୦୦ ସୁଧ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ବହୁ ପ୍ରକାରର ସୁବିଧା ଦିଆଯାଉଛି । ଆଜି ଆମେ ଆପଣଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏପରି ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ…

ଜି ୨୦ ଶିଖର ସମ୍ମିଳନୀ: ସାବରମତୀ ଆଶ୍ରମ ସହ ପରିଚିତ କରାଇବା ସହ ବିଶ୍ୱନେତାଙ୍କୁ ପ୍ରଧାନମନ୍ତ୍ରୀ ପିନ୍ଧାଇଲେ ଖଦୀ ଅଙ୍ଗ ବସ୍ତ୍ର

ନୂଆଦିଲ୍ଲୀ: ଭାରତରେ ଜି୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ଶିଖର ସମ୍ମିଳନୀର ବୈଠକ ପୂର୍ବରୁ ଜି ୨୦ ଦେଶର ନେତା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ପହଞ୍ଚିଥିଲେ ଯେଉଁଠାରେ…

ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜ ଭିଡିଓ ଭାଇରାଲ ହେବା ପରେ ପ୍ରକାଶ ପାଇଲା ତତ୍ପରତା, ଏଣିକି କଲେଜରେ ରିଲ୍ସ ମନା 

ଓଡିଶା ଭାସ୍କର; ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି…

ରକେଟ୍ ସ୍ପିଡରେ ଚାଲିବ ଇଣ୍ଟରନେଟ: ବଦଳାନ୍ତୁ ଫୋନର ଏହି ସେଟିଂ, ତୁରନ୍ତ ଡାଉନଲୋଡ ହେବ ଫିଲ୍ମ

ଯଦି ଆପଣଙ୍କ ଫୋନରେ ଇଣ୍ଟରନେଟ୍ ଧୀର ହୋଇଯାଏ ତେବେ ଏହା ଏକ ବଡ ସମସ୍ୟା ହୋଇଯାଏ। ଇଣ୍ଟରନେଟର ଯଦି ଗତି ଧୀର ହୁଏ ତେବେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଏ। ଯଦି ତେଣୁ ଏହାର ଦ୍ରୁତ ଇଣ୍ଟରନେଟ୍ ରହିବା ଜରୁରୀ ଅଟେ। ରକେଟ୍…

Video: ଦିଲ୍ଲୀରେ ପ୍ରବଳ ବର୍ଷା ପରେ ଜି-୨୦ ଭେନ୍ୟୁ ଭାରତ ମଣ୍ଡପରେ ଭରିଗଲା ପାଣି, କଟାକ୍ଷ କଲା କଂଗ୍ରେସ, କହିଲା…

ନୂଆଦିଲ୍ଲୀ: ଦିଲ୍ଲୀରେ ଜି୨୦ ସମ୍ମିଳନୀ ଚାଲିଥିବା ବେଳେ ଗତ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି । ଫଳରେ ଜି-୨୦ ଭେନ୍ୟୁ ତଥା ଭାରତ ମଣ୍ଡପରେ ବର୍ଷା ପାଣି ଭରି ଯାଇଛି । ଯାହାକୁ ନେଇ କଂଗ୍ରେସ ଏବେ ସରକାରଙ୍କୁ…

ଆତ୍ମହତ୍ୟା ମାନସିକତା ରଖୁଥିବା ଲୋକଙ୍କୁ କୁହନ୍ତୁନି ଏପରି କଥା, ସମସ୍ୟା ଅଧିକ ଗମ୍ଭୀର ହୋଇଯାଇପାରେ

ନୂଆଦିଲ୍ଲୀ: ଏବେ ସମାଜରେ ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି । ଆତ୍ମହତ୍ୟା ପରି ପରି ଏକ ଅପରାଧିକ ମାନସିକତା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ପାଳନ…

ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ତିଥି । କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଯାହାକୁ ନେଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଠାକୁରଙ୍କ ବଣଭୋଜି…

ବିଶ୍ୱ ଆଗରେ ଭାରତ ଦୋହରାଇଲା ଗାନ୍ଧୀଙ୍କ ଗୁଣ, ଗାରିମା…ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶ୍ୱର ବହୁ ବଡ଼ ବଡ଼ ନେତା

ଓଡିଶା ଭାସ୍କର; ଜି-୨୦ ଶିଖର ସମ୍ମିଳନୀକୁ ନେଇ ଆଜି ରାଜଘାଟରେ ରହିଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଅତିଥି ଭାବେ ଆସିଥିବା ବିଶ୍ୱ ନେତାଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜଣଙ୍କ ପରେ ଜଣେ…

ଗଣ ଦୁଷ୍କର୍ମ ପରେ ପୋଷାକ ଛଡ଼ାଇ ନେଲେ ଦୁର୍ବୁତ୍ତ : ପୀଡିତା ସାହାଯ୍ୟ ମାଗିବାରୁ ଲୋକେ ଭାବିଲେ ପାଗଳ

ଭିଲବାଡା : ରାଜସ୍ଥାନର ଭିଲବାଡାରୁ ପୁଣିଥରେ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଅଭିଯୁକ୍ତ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ମହିଳାର ଶରୀରକୁ କ୍ଷତ କରିବା ସହ ତାହାର କପଡା ମଧ୍ୟ ନେଇଯାଇଛନ୍ତି…

ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟଙ୍କ ପାଇଁ ଖୁସି ଖବର, ପ୍ରାଣୀ ଉଦ୍ୟାନକୁ ଆସିଲେ ୫ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନକୁ ୩ ପ୍ରଜାତିର ୫ ନୂଆ ଅତିଥି ଆସିଛନ୍ତି । ୧ହଳ ହୁଲୁକ୍ ଗିବନ, ଏକ ହଳ ଘୁଷୁରୀ ଲାଞ୍ଜି ମାଙ୍କଡ଼ ଓ ଗୋଟିଏ ମାଈ କଳା ହିମାଳୟ ଭାଲୁ ପ୍ରଣୀ ଉଦ୍ୟାନକୁ ଅଣାଯାଇଛି । ଶୁକ୍ରବାର ଦିନ ନୂଆ…