CHARIDHAM
Browsing Category

Breaking News

ଓଡ଼ିଆ କ୍ରିକେଟ ପ୍ରେମୀଙ୍କ ପାଇଁ Good News: ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ଟି-୨୦ ଟୁର୍ଣ୍ଣାମେଣ୍ଟ

କଟକ: ପୁଣିଥରେ କଟକର ବାରବାଟୀ ଷ୍ଟାଡିୟମକୁ ଫେରୁଛି ଟି-୨୦ ଟୁର୍ଣ୍ଣାମେଣ୍ଟ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ଏଠାରେ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ୮ଟି ଟିମ୍ ସହ ଦୁଇଟି…

G-20 Summit ପାଇଁ ୪୦୦୦ କୋଟିରୁ ଅଧିକ ଖର୍ଚ୍ଚ: ଭାରତ ମଣ୍ଡପମରେ ଏକସଙ୍ଗେ ବସିପାରିବେ ୧୦ ହଜାର ଲୋକ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିଙ୍କ ସ୍ୱାଗତ ପାଇଁ ଭାରତ ମଣ୍ଡପମ୍ ନିର୍ମାଣ କରାଯାଇଛି । ସେପ୍ଟେମ୍ବର ୯ରୁ ୧୦…

ଦେଶର ନାମ ପରିବର୍ତ୍ତନ ବିବାଦ; ନିଆଁରେ ଘିଅ ଢ଼ାଳିଲେ ପ୍ରଧାନମନ୍ତ୍ରୀ ମୋଦୀ…

ଓଡିଶା ଭାସ୍କର; ଦେଶର ନାମ ପରିବର୍ତ୍ତନକୁ ନେଇ ବିବାଦ ନିଆଁରେ ଜଳୁଛି ସାରା ଦେଶ । ଜି -୨୦ ସମ୍ମିଳନୀରେ ଅନୁଷ୍ଠିତ ରାତ୍ରୀଭୋଜନରେ ଅତିଥିଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ…

‘ଦିଲ୍ଲୀରେ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ନାହିଁ’ ଗେହଲଟ-ବାଘେଲଙ୍କ ଦାବି ଖାରଜ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ରାତ୍ରିଭୋଜକୁ ନେଇ ଚର୍ଚ୍ଚା ଲାଗି ରହିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦିଲ୍ଲୀରେ ଲ୍ୟାଣ୍ଡିଙ୍ଗର ଅନୁମତି…

ଜନ୍ମଦିନରେ ଖିଲାଡି କୁମାର ଭେଟିଦେଲେ ବଡ ଉପହାର, ୱେଲକମ୍ ୩ର ଟିଜର ସେୟାର ସହିତ କଲେ ରିଲିଜ୍ ଡେଟ୍ ଘୋଷଣା

ନୂଆଦିଲ୍ଲୀ: ଆଜି ବଲିଉଡ୍ ଖିଲାଡି ଅକ୍ଷୟ କୁମାରଙ୍କ ଜନ୍ମଦିନ । ଏହି ଅବସରରେ ଅଭିନେତା ପରିବାର ସହ ମହାକାଳ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ଜନ୍ମଦିନ ଅବସରରେ ଖିଲାଡି କୁମାର ନିଜ ଫ୍ୟାନମାନଙ୍କୁ ବଡ ଉପହାର ଭେଟି…

ପାଣି ପାଇଁ ମାଡ : ଶିକ୍ଷକଙ୍କ ପାଇଁ ରଖାଯାଇଥିବା ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ପିଟିଲେ ଶିକ୍ଷକ

ଭରତପୁର : ରାଜସ୍ଥାନ ଜାଲୋରରେ ଗୋଟିଏ ପିଲା ମାଠିଆରୁ ପାଣି ପିଇଥିବାରୁ ତାକୁ ମାଡ ହୋଇଥିଲା । ଏବେ ପୁଣି ସେହି ଭଳି ଘଟଣା ଭରତପୁରରେ ଦେଖିବାକୁ ମିଳିଛି । ଏଠାରେ ସରକାରୀ ସ୍କୁଲର ୭ମ ଶ୍ରେଣୀରେ ପଢୁଥିବା ଏକ ଦଳିତ…

(Video)ଜି ୨୦ ସମ୍ମିଳନୀ ଲାଗି ଭାରତର ଗରିବୀ ଉପରେ ଢାଙ୍କି ଦିଆଯାଇଛି ସବୁଜ ଚାଦର, ଭିଡିଓ ସେୟାର କରି କଡା ଭାଷାରେ ସମାଲୋଚନା କଲେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଆମେରିକା,ବ୍ରିଟେନ, ଚୀନ ସହିତ ବହୁ ଦେଶର ନେତା ଏବେ ଏହି ସମ୍ମିଳନୀରେ ଯୋଗ ଦେବାକୁ ଭାରତରେ ଅବସ୍ଥାନ କରୁଛନ୍ତି । ଏହି ସମୟରେ ବିରୋଧୀ ଦଳ ଲଗାତର…

G-20 ସମ୍ମିଳନୀରେ ଭାରତର ବଡ଼ ସଫଳତା: ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ‘ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ର’କୁ ମଞ୍ଜୁରୀ ମିଳିଛି । ସମସ୍ତଙ୍କର କଠିନ ପରିଶ୍ରମ ଓ…

ଆସନ୍ତା ବର୍ଷ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଗର୍ଭଗୃହରେ ବିରାଜମାନ କରିବେ ରାମ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଆସନ୍ତା ବର୍ଷ ୨୨ ଜାନୁଆରୀରେ ଉଦଘାଟିତ ହେବ । ଜି ମିଡିଆ ସମ୍ବାଦଦାତା ସୂତ୍ରରୁ ପ୍ରକାଶ ଯେ, ଅଯୋଧ୍ୟାରେ ଚାଲିଥିବା ବୈଠକରେ ରାମ ଲାଲାଙ୍କୁ ୨୨ ଜାନୁୟାରୀ ୨୦୨୪ ରେ ଗର୍ଭଗୃହରେ…

(Video) ଏହି କୋଣାର୍କ ଧର୍ମଚକ୍ର କ’ଣ? ଜୋ ବାଇଡେନଙ୍କ ପାଇଁ ଗାଇଡ ସାଜି ମୋଦୀ ବୁଝାଇଲେ ଏହାର ରହସ୍ୟ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଭାରତ ମଣ୍ଡପମ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ତେବେ ଏହି…