Browsing Category

Breaking News

(Video) ବିଲ୍ଡିଂରେ ଦେଖାଦେଲା ଭୟଙ୍କର ‘ଭୂତ’, ଆଖି ପିଛୁଳାକେ ଚାଲିଗଲା ଉପରକୁ, ଭିଡ଼ିଓ ଦେଖି ଟାଙ୍କୁରୀ ଉଠିବ ଲୋମ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଖୁବ୍ କମ ଲୋକ ଭୂତ-ପ୍ରେତ ଘଟଣା ଉପରେ ବିଶ୍ୱାସ କରନ୍ତି । ବହୁ ଲୋକ କୁହନ୍ତି ଯେ, ଏହା କେବଳ ଲୋକମାନଙ୍କ ମନରେ ଥିବା ଭ୍ରମ । ଅନ୍ୟ ପକ୍ଷରେ ଅନେକ ଲୋକ ଏହା ମଧ୍ୟ ଦାବି କରିଛନ୍ତି ଯେ,…

ଆଗେଇ ଚାଲିଛି ଭାରତର ସୂର୍ଯ୍ୟ ମିଶନ; ସଫଳ ହେଲା ‘ଆଦିତ୍ୟ-L1’ର ପ୍ରଥମ କକ୍ଷ ପରିବର୍ତ୍ତନ

ଓଡିଶା ଭାସ୍କର; ମହାକାଶରେ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ  L1ର ପ୍ରଥମ ଅର୍ବିଟ୍ ରେଜିଂ ହୋଇଛି । ଗତକାଲି ସଫଳତାର ସହ ଉତକ୍ଷେପଣ ହେବା ପରେ, ଆଜି ଦିନ ୧୧ଟା ୪୫ରେ ଏହା ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିଛି…

ନିଯୁକ୍ତି ସୁଯୋଗ: ଏସବିଆଇରେ ୬,୧୬୦ ଆପ୍ରେନଟାଇସ୍ ପଦବୀ ଲାଗି ପ୍ରକାଶ ପାଇଲା ଆବେଦନ ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏସବିଆଇ ଆପ୍ରେନଟାଇସ ୨୦୨୩ ଲାଗି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରି ଦେଇଛି । ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ଅଧିକାରୀକ ୱେବସାଇଟ sbi.co.in ମାଧ୍ୟମରେ ଏହି ନିଯୁକ୍ତି ଲାଗି ଆବେଦନ…

ବିଦାୟ ନେଲେ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ : ଫେସ୍‌ବୁକ ଜରିଆରେ ଖବର ନିଶ୍ଚିତ କଲେ ପତ୍ନୀ

ନୂଆଦିଲ୍ଲୀ : ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍‌ ଷ୍ଟ୍ରିକ୍‌ ଦୁନିଆରୁ ବିଦାୟ ନେଲେ । ମାତ୍ର 49 ବର୍ଷ ବୟସରେ ସେ କ୍ରିକେଟ ସହ ସାରା ଦୁନିଆକୁ ଅଲବିଦା କହିଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ…

ଚାଉଳ ରପ୍ତାନୀ ବନ୍ଦ କରିଦେଲା ଭାରତ : ବିଶ୍ୱରେ ସୃଷ୍ଟି ହେଲା ଆତଙ୍କ! ରେକର୍ଡ ସ୍ତରରେ ପହଞ୍ଚିଲା ଚାଉଳ ମୂଲ୍ୟ

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ଯୋଗୁଁ ଖାଉଟି ମାନଙ୍କ ବଜେଟ ଖରାପ ହୋଇଯାଉଛି । ଏହା ମଧ୍ୟରେ ଗତ କିଛି ଦିନ ହେବ ଭାରତରୁ ହେଉଥିବା ଚାଉଳ ରପ୍ତାନି ଉପରେ ଅଙ୍କୁଶ ଲଗା ଯାଇଛି । ଏନେଇ ବିଶ୍ୱରେ ଆତଙ୍କ…

୩୮ ବର୍ଷ ତଳେ ମାତ୍ର ୧୦,୦୦୦ ଟଙ୍କା ନିବେଶରେ ଆରମ୍ଭ ହୋଇଥିବା ସଂସ୍ଥା ଏବେ ଦେଶରେ ୩୦୦କୋଟିର କାରବାର କରୁଛି: ଉଦୟ କୋଟାକ

ନୂଆଦିଲ୍ଲୀ: ବିଲିଓନେୟାର ତଥା ପ୍ରତିଷ୍ଠିତ ବ୍ୟାଙ୍କର ଉଦୟ କୋଟାକ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ସେପ୍ଟେମ୍ବର ୨ରେ ଇସ୍ତଫା…

ଜ୍ୱରରେ ପୀଡିତ ହୋଇ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ : କଂଗ୍ରେସର ଅଧକ୍ଷ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଥିଲା । ତାଙ୍କୁ ତୁରନ୍ତ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଡାକ୍ତଙ୍କର ଚିକିତ୍ସାରେ…

ଚନ୍ଦ୍ର, ସୂର୍ଯ୍ୟ ପରେ ଆଗାମୀ ପଦକ୍ଷେପ ‘ମିଶନ ଗଗନାୟନ’, ପୃଥିବୀ ଠାରୁ ୪୦୦ କିଲୋମିଟର ଉପରକୁ ଯିବେ ମହାକାଶଯାତ୍ରୀ

ଓଡିଶା ଭାସ୍କର; ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩…

୪୧ଲକ୍ଷ ଟଙ୍କାର ଜାଲ ନୋଟ ଜବତ କଲା ଏସଟିଏଫ, ରାକେଟର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ଅନୁମାନ; ଜଣେ ଗିରଫ

ଓଡିଶା ଭାସ୍କର; ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ମୋଟ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଏହି ବିପୁଳ ପରିମାଣର ଜାଲ ନୋଟକୁ ଜବତ କରାଯିବା ନେଇ…

ବିଳମ୍ବିତ ରାତିରେ ଚାଲିଥିଲା ଚୋରା ଗୋ-ଚାଲାଣ : ୨ଟି ପିକଅପ ଭ୍ୟାନକୁ ଜାଳିଦେଲେ ଦୁର୍ବୃତ୍ତ

ବାଲେଶ୍ୱର : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବିଳମ୍ବିତ ରାତିରେ ଚାଲିଥିଲା ଗୋ-ଚାଲାଣ। ଏହି ଘଟଣାଟି ବାଲେଶ୍ୱର ଜିଲ୍ଲାର ବାଲିଆପାଳ ସ୍ଥିତ କମର୍ଦା ରାସ୍ତାରେ ଘଟିଛି । ସ୍ଥାନୀୟ ଲୋକେ ଏହା ଦେଖି ୨ଟି ପିକଅପ ଭ୍ୟାନ ଗାଡ଼ିକୁ…