Browsing Category

Breaking News

Google Chrome ୟୁଜର୍ସ ସାବଧାନ୍! ଭାରତ ସରକାର ଦେଲେ ଚେତାବନୀ, ଏହି ଜିନିଷ ନକଲେ ହ୍ୟାକର କରିବେ ଆଟାକ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ Computer Emergency Response Team (CERT-In) ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି । ସେମାନଙ୍କ ଅନୁଯାୟୀ, ଗୁଗୁଲ କ୍ରୋମରେ ଅନେକ ସୁରକ୍ଷା ଦୁର୍ବଳ ଅଛି, ଯାହା…

ଭୁବନେଶ୍ୱର ଉପକଣ୍ଠରେ ଗଢ଼ି ଉଠିବ ‘The New City’: ୮୨୧ ଏକର ଜାଗାରେ ୫୦ ହଜାର ଫ୍ଲାଟ ନିର୍ମାଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଝାମେଲା ସହ ଜନଗହଳି ସମସ୍ୟାରୁ ମିଳିବ ମୁକ୍ତି । ସହରର ଉପକଣ୍ଠରେ ଗଢ଼ି ଉଠିବ ଆଉ ଏକ ନୂଆ ସହର । ୮୨୧ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ସହରରେ ଦେଢ଼ରୁ ୨ ଲକ୍ଷ…

ତାଳଚେର ବିଧାୟକ କାର୍ଯ୍ୟାଳୟ ପାଖରେ ଟାଇମ ବୋମା, ଛାନଭିନ କରୁଛି ପୋଲିସ

ଭୁୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ପାଖରେ ଟାଇମ ବୋମା ଥିବା ଖବର ସାମ୍ନାକୁ ଆସିଛି । ସକାଳୁ ସକାଳୁ କର୍ମଚାରୀମାନେ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ…

ଆନ୍ଧ୍ର BED କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ଏଣିକି କ୍ଲାସ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଆନ୍ଧ୍ର ବିଇଡି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଆନ୍ଧ୍ରପ୍ରଦେଶ ସରକାର ବିଇଡି ଶିକ୍ଷାରେ ଚଳିତବର୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ଧ୍ରର ବିଭିନ୍ନ ବିଇଡି…

ଏକ ଦେଶ- ଏକ ନିର୍ବାଚନ’ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

ନୂଆଦିଲ୍ଲି: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ନରେନ୍ଦ୍ର ମୋଦୀ ସରକାର ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି ବୋଲି ଏକ…

ସୁପର ଓଭରରେ ହ୍ୟାଟ୍ରିକ ଛକା… Team Indiaରେ ଯୁବରାଜଙ୍କ ସ୍ଥାନ ନେବେ ରିଙ୍କୁ ସିଂହ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ଦଳର ସିକ୍ସର କିଙ୍ଗ ଭାବରେ ନାଁ କରିଥିବା ରିଙ୍କୁ ସିଂହଙ୍କୁ ‘ଜୁନିୟର ଯୁବରାଜ’ ବୋଲି କୁହାଯାଉଛି । ଆଗାମୀ ଦିନରେ ରିଙ୍କୁ ଯୁବରାଜଙ୍କ ସ୍ଥାନ ପୂରଣ କରିବେ ବୋଲି ଆଶା ରଖିଛି ଭାରତୀୟ…

WHOର ବଡ଼ ଚେତାବନୀ : କୋଲ୍ଡଡ୍ରିଙ୍କ ଏବଂ ଚୁଇଙ୍ଗମ୍ ରୁ କର୍କଟ ହେବାର ରହିଛି ବଡ଼ ବିପଦ

ଯଦି ଆପଣଙ୍କର ଡାଏଟ୍ କୋକ୍, ଆଇସ୍କ୍ରିମ୍ ଏବଂ ଚୁଇଙ୍ଗମ୍ ଚୋବାଇବାର ଅଭ୍ୟାସ ରହିଛି , ତେବେ ବର୍ତ୍ତମାନ ଏହି ଜିନିଷଠାରୁ ଦୂରରେ ରହିବାର ସମୟ ଆସିଛି । କାରଣ ଏକ ଅନୁସନ୍ଧାନ ସେଗୁଡ଼ିକ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ…

SBI ରେ ୬୦୦୦ ରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି : ଗ୍ରାଜୁଏସନ୍ କରିଥିଲେ କରନ୍ତୁ ଆବେଦନ, ଦେଖନ୍ତୁ ଆପଣଙ୍କ ରାଜ୍ୟରେ କେତେ ରହିଛି…

ନୂଆଦିଲ୍ଲୀ: ସ୍ନାତକୋତ୍ତର ବା ଗ୍ରାଜୁଏସନ୍ ପରେ ବ୍ୟାଙ୍କରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ଯୁବକଯୁବତୀମାନଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ଅଦ୍ଭୁତ ସୁଯୋଗ ଆଣିଛି । ଏସବିଆଇରେ ଆପ୍ରେଣ୍ଟିସ୍ ପଦବୀରେ…

ଆଜିଠାରୁ ବଦଳିଗଲା ଏହି ୫ଟି ବଡ ନିୟମ, ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ମାସରେ ଅନେକ ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି, ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ । ସେପ୍ଟେମ୍ବରରୁ ଏହି ନୂତନ ନିୟମ…

ମରୁଡ଼ି ଆଶଙ୍କା ଭିତରେ ଆଶାର ସଞ୍ଚାର: ୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…