Browsing Category

Breaking News

ଖାଦ୍ୟପେୟକୁ ନେଇ ସଚେତନ ରୁହନ୍ତୁ ଓ ପ୍ରତ୍ୟେକ ଦିନର ମିଲରେ ଖଜୁରୀକୁ ଯୋଡି ରଖନ୍ତୁ…

ଓଡିଶା ଭାସ୍କର; ହଜାର ହଜାର ବର୍ଷ ପୂର୍ବେ, ଖଜୁରୀ ଗୁଡ଼ିକରେ ମ୍ୟାଜିକ୍ ଆରୋଗ୍ୟ ଶକ୍ତି ଥିବା ବିଶ୍ୱାସ କରାଯାଉଥିଲା । ଆଉ ଆଜି, ଟିକିଏ ବିଜ୍ଞାନର ସାହାଯ୍ୟରେ ସେହି ସୁସ୍ୱାଦୁ ଖଜୁରୀ ସମସ୍ତଙ୍କ ଖାଦ୍ୟରେ ଏକ ମୁଖ୍ୟ…

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ଏଣିକି ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଘରେ ଦିଆଯିବ ମଧ୍ୟାହ୍ନଭୋଜନ ସାମଗ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗରିବ ପରିବାରର ପିଲାମାନେ କିପରି ଶିକ୍ଷା ପାଇପାରିବେ ସେଥିପାଇଁ ସେମାନଙ୍କୁ…

(Video) ଦେହରେ ହାତ ମାରିବାକୁ ମନା କଲା ସ୍ତ୍ରୀ: ରାଗରେ ସବୁ ଭୁଲିଗଲା ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଦମ୍ପତ୍ତିଙ୍କ ମଧ୍ୟରେ କଳହ ଏକ ସାଧାରଣ କଥା ହୋଇଗଲାଣି । ପରକୀୟା ପ୍ରୀତି, ପାରିବାରିକ ସମସ୍ୟା ଆଦି ବିଭିନ୍ନ କାରଣରୁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀ ଚରମ ପଦକ୍ଷେପ ନେବାକୁ…

ଗହ୍ମା ପୂର୍ଣ୍ଣିମାରେ ସହିଦଙ୍କ ରକ୍ତରେ ଭିଜିଥିଲା ଏହି ମାଟି…ତ୍ୟାଗ, ବଳିଦାନ ଓ ଦେଶ ପ୍ରେମକୁ ନେଇ ଏକ ନିଚ୍ଛକ କାହାଣୀ

ଯାଜପୁର: ଏହା ଏକ କାହାଣୀ ନୁହେଁ, ଏହା ହେଉଛି ଏକ ବାସ୍ତବ ଘଟଣା । ବରୀ ମାଟି ବୀର ମାଟି । ୧୯୪୨ ମସିହା ଅଗଷ୍ଟ ମାସ ୨୬ ତାରିଖ ସେଦିନ ଥିଲା ଗହ୍ମା ପୂର୍ଣ୍ଣମୀ । ଯେଉଁଦିନ ବ୍ରିଟିଶ ପୋଲିସଙ୍କର ଗୁଳି ବର୍ଷାରେ…

ଗବେଷଣାରୁ ମିଳିଲା ନୂଆ ତଥ୍ୟ: କେବଳ ପ୍ଲାଷ୍ଟିକ କପ୍ ନୁହେଁ, ପେପର କପ୍ ମଧ୍ୟ ଶରୀର ପାଇଁ କ୍ଷତିକାରକ!

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଆମର ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ବହୁତ କ୍ଷତିକାରକ ବୋଲି ଆମେ ଜାଣିଥାଉ । ପ୍ଲାଷ୍ଟିକ କପରେ ଚା’, କଫି ପିଇବା ଫଳରେ କ୍ୟାନସର ଭଳି ଭୟଙ୍କର ବିମାରୀର ଆଶଙ୍କା…

ଏହି ୩ ରୋଗ ବଢାଇଦିଏ ହୃଦଘାତ ଓ ଷ୍ଟ୍ରୋକର ଆଶଙ୍କା, ଏକ ନୂତନ ଅଧ୍ୟୟନରୁ ବଡ ଖୁଲାସା

ନୂଆଦିଲ୍ଲୀ:ଆଜିକାଲି ମୋଟାପା, ଉଚ୍ଚ ରକ୍ତଚାପ, ଡାଇବେଟିସ୍, କୋଲେଷ୍ଟ୍ରଲ ପରି ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସାରା ବିଶ୍ୱରେ ହୋଇଥିବା ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଏହିସବୁ ରୋଗ ଏତେ ଭୟାନକ ଯେ, ଏମାନେ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିଯୁକ୍ତି ସୁଯୋଗ: ୬ ପ୍ରକାର ପଦ ଖାଲି, ମାସିକ ବେତନ ୨୫ ହଜାରରୁ ଆରମ୍ଭ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜଧାନୀର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ…

୩୧ ଅଗଷ୍ଟରେ ଏହି ଅମୃତ କାଳରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ, ଏହି ୪୮ ମିନିଟ୍ ସବୁଠାରୁ ଶୁଭ

ଚଳିତ ବର୍ଷ ୩୦ ଅଗଷ୍ଟରେ ଭଦ୍ରା କାଳ ପଡୁଥିବାରୁ ଏହି ସମୟରେ ରାକ୍ଷୀ ନ ବାନ୍ଧି ବହୁ ଲୋକ ୩୧ ଅଗଷ୍ଟର ଶୁଭ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି । ଏହିଦିନ ବି ରାକ୍ଷୀ ବାନ୍ଧିବା ଲାଗି ଆପଣଙ୍କ ଲାଗି ବହୁତ କମ୍ ଶୁଭ ସମୟ…

ରକ୍ଷାବନ୍ଧନରେ କିଡନି ଦେଇ ବଞ୍ଚାଇଲେ ଭାଇର ଜୀବନ : ଅପରେସନ ପୂର୍ବରୁ ବଡ଼ ଭଉଣୀ ବାନ୍ଧିଲା ରାକ୍ଷୀ

ନୂଆଦିଲ୍ଲୀ : ରକ୍ଷାବନ୍ଧନ ହେଉଛି ଭାଇ-ଭଉଣୀର ସ୍ନେହର ପର୍ବ । ଏହି ଦିନରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି । ଏହା ସହିତ ଉତ୍ତମ ସ୍ୱାସ୍ଥ୍ୟର କାମନା କରନ୍ତି । ଭାଇମାନେ ଜୀବନ ସାରା ରକ୍ଷା କରିବାର ବଚନ…

ଋଷରୁ ଆସିଲା ବଡ଼ ଖବର: ଜୀବିତ ଅଛନ୍ତି ୱାଗନର ମୁଖ୍ୟ ପ୍ରିଗୋଝିନ, ଏହା କ’ଣ ସତ

ନୂଆଦିଲ୍ଲୀ: ଗତ ୨୩ ତାରିଖରେ ଏକ ଘରୋଇ ବିମାନ ଦୁର୍ଘଟଣାରେ ମସ୍କୋର ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ ଉକ୍ତ ଦୁର୍ଘଟଣାରେ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର…