Browsing Category
Breaking News
ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ…
ବିମାନରେ ବସିବା ମାତ୍ରେ ଆପେ ଆପେ ହୋଇଯିବ Flight ମୋଡ, ଏହି ଫିଚର ଉପରେ କାମ କରୁଛି ଗୁଗୁଲ
ନୂଆଦିଲ୍ଲୀ: ବର୍ତ୍ତମାନ, ଯଦି ଆମେ ବିମାନ ଯୋଗେ ଯାତ୍ରା କରୁ, ତେବେ ଆମ ସ୍ମାର୍ଟଫୋନକୁ କିଛି ସମୟ ପାଇଁ ଫ୍ଲାଇଟ ମୋଡରେ ରଖିବାକୁ ପଡିବ। ଏହାର ଅର୍ଥ ଆମକୁ ଏହି କାମକୁ ମାନୁଆଲୀ କରିବାକୁ ହେବ। କିନ୍ତୁ ବର୍ତ୍ତମାନ…
ଆଜି ୪୦୬ଜଣଙ୍କୁ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ଲୋକସେବା ଭବନସ୍ଥିତ କନ୍ଭେନ୍ସନ ସେଣ୍ଟର ଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କୃଷି…
ନୀତି ଆୟୋଗ ରିପୋର୍ଟ: ଓଡ଼ିଶାରେ କମିଛି ଦାରିଦ୍ର୍ୟ
ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୫ ବର୍ଷ ଶାସନ ଭିତରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମାରେଖାରୁ ବାହାରି ପାରିଛନ୍ତି । ସୋମବାର ନୀତି ଆୟୋଗ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ…
ବିଦେଶ ମନ୍ତ୍ରୀଙ୍କ ସହ ୧୧ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ
ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସମେତ ୧୧ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ୬ଜଣ ରହିଛନ୍ତି । ୬ଜଣ ଟିଏମ୍ସି…
(Video) ଧୋନୀଙ୍କ ଗ୍ୟାରେଜରେ ଅଛି ଶୋରୁମ ଠାରୁ ଅଧିକ ଗାଡ଼ି, ହେଲା ଆଶ୍ଚର୍ଯ୍ୟ ଜନକ ଖୁଲାସା
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାଇକ୍ ପ୍ରତି ପ୍ରେମ କାହାକୁ ଅଛପା ନାହିଁ। ଧୋନୀଙ୍କର ବାଇକ୍ ପରି କାରର ଏକ ଚମତ୍କାର ସଂଗ୍ରହ ଅଛି। ବର୍ତ୍ତମାନ ଧୋନୀଙ୍କ ବାଇକ୍ ସଂଗ୍ରହ ଦେଖି…
ମହଙ୍ଗା ମାଡରେ ଖାଉଟି ଅତିଷ୍ଠ: ପରିବା ପରେ ବଢ଼ୁଛି ଡାଲି, ଚାଉଳ ଦର
ଭୁବନେଶ୍ୱର: ମହଙ୍ଗା ମାଡକୁ ନେଇ ଅତିଷ୍ଠ ହୋଇ ପଡିଲେଣି ଖାଉଟିମାନେ । ଅତ୍ୟାବଶ୍ୟକ ସାମଗ୍ରୀସହ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ଖାଉଟିମାନଙ୍କ ମୁଣ୍ଡରେ ଚଡକ ପଡିଛି । ଗତ ଦୁଇ ମାସରୁ ଉଦ୍ଧ୍ୱର୍ ହେବ ପନିପରିବା ଦର…
ପୁଣି ଓଡ଼ିଶାର ସଫଳତାକୁ ସ୍ୱୀକୃତି : ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍ ପୁରସ୍କାର
ଭୁବନେଶ୍ୱର: ପୁଣି ଥରେ ଓଡ଼ିଶାର ସଫଳତାକୁ ସ୍ୱୀକୃତି ମିଳିଛି । ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ ପୁରସ୍କାର ପ୍ରାପ୍ତ ହୋଇଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଓମେନ୍ ଚାଣ୍ଡିଙ୍କ ପରଲୋକ, ବହୁଦିନ ଧରି ଥିଲେ ଅସୁସ୍ଥ
ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ତାଙ୍କ ପରିବାର ସହିତ କେରଳ କଂଗ୍ରେସ ସଭାପତି କେ ସୁଧାକରନ୍ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ତାଙ୍କୁ…
କମ୍ପାନୀର ଅଜବ ସର୍ତ୍ତ, ଚାକିର କରିବାକୁ ହେଲେ ମାନିବାକୁ ପଡିବ ଏହି ସର୍ତ୍ତ
ଆଜିକାଲି ଚାକିରି ଖଣ୍ଡିଏ ପାଇବା କଷ୍ଟକର କାମ ହୋଇଗଲାଣି । ଭଲ ଚାକିରି ଖଣ୍ଡିଏ କରି ମୋଟା ଅଙ୍କର ଦରମା ପାଇବା ସମସ୍ତଙ୍କର ଇଚ୍ଛା ଥାଏ, କିନ୍ତୁ ଯଦି ଆପଣଙ୍କ ବ୍ୟକ୍ତିଗତ ଜୀବନ ଓ ଖାଦ୍ୟ ଅଭ୍ୟାସକୁ ନେଇ କିଛି ସର୍ତ୍ତ…