Browsing Category
Breaking News
BiG Breaking: ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ, ୭ ଆହତ
ଜଳେଶ୍ୱର: ମୌସୁମୀ ପ୍ରଭାବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ଜାରି ରହିଛି । ବଜ୍ରାଘାତରେ ଅନେକ ଅଘଟଣ ଘଟୁଥିବା ବେଳେ ଆଜି ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଳେଶ୍ୱରର…
ପୁଣି ଟ୍ରେନ ଦୁର୍ଘଟଣା: ଓଡ଼ିଶାରେ ଘଟିଗଲା ପୁଣି ଏକ ବଡ଼ ଅଘଟଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଳା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀ ଭୁଲିପାରି ନାହାନ୍ତି । ଉକ୍ତ ଦୁର୍ଘଟଣାରେ…
ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ, ଖର୍ଚ୍ଚକୁ ଆଧାର କରି ପ୍ରସ୍ତୁତ ହୋଇଛି ତାଲିକା
ଓଡିଶା ଭାସ୍କର; ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ଦର ତାଲିକା ବା ରେଟ୍ ଚାର୍ଟ । ଖର୍ଚ୍ଚକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା…
ମନ୍ଦିର ରାସ୍ତାରେ ବଡି ଭୋରୁ ସିଙ୍ଗର ବାଦଶାହଙ୍କ ସହ ଘଟିଲା ଏପରି କିଛି, ଲୋକେ କହିଲେ ମିଳିଛି ଦେବୀ ମା’ଙ୍କ ଦର୍ଶନ
ମୁମ୍ବାଇ: ରାପର ସିଙ୍ଗର ବାଦଶାହଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କ ଜୀବନର ଏକ ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଭୋର ୪ ଟା ସମୟରେ ଶୂନଶାନ…
PM E-Bus Seva ଯୋଜନାରେ ଦେଶର ଜନସାଧାରଣ କ’ଣ ସବୁ ସୁବିଧା ପାଇବେ?
ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟରେ ପିଏମ ବିଶ୍ୱକର୍ମା ଯୋଜନା ଓ ପିଏମ ଇ-ବସ ସେବାକୁ ମଞ୍ଜୁରୀ ମିଳିଛି । ଇ-ବସ ଦେବା ଯୋଜନା ମାଧ୍ୟମରେ ଦେଶର ୧୦୦ଟି ସହରରେ ୧୦ ହଜାର ଇଲେକ୍ଟ୍ରିକ ବସ ଚାଲିବ । ପବ୍ଲିକ-ପ୍ରାଇଭେଟ…
ଆଶ୍ୱସ୍ତି ପାଇଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ: ଏବେ ବିଦେଶକୁ ଯିବା ଲାଗି କୋର୍ଟକୁ ମାଗିବାକୁ ପଡିବନି ଅନୁମତି
ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ କୋର୍ଟ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଏକ ବଡ଼…
ନେହେରୁ ମେମୋରିଆଲ ନାମ ବଦଳିବା ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା, କହିଲେ ପରିସ୍ଥିତି ଆସି ଏଠି ପହଁଚିଲାଣି
ନୂଆଦିଲ୍ଲୀ: ମୋଦୀ ସରକାର ନେହେରୁ ସଂଗ୍ରହାଳୟର ନାମ ବଦଲାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କରିଦେଇଛନ୍ତି । ଏନେଇ କଂଗ୍ରେସ ବିରୋଧ କରିଛି । କଂଗ୍ରେସ ନେତା ଏବଂ ତିରୂବନ୍ତପୁରମରୁ ସାଂସଦ ଶଶୀ ଥରୁର କହିଛନ୍ତି ଯେ,…
ନାଗରିକତା ପାଇବା ପରେ ; ବିଜେପିରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି ଅକ୍ଷୟ କୁମାର
ମୁମ୍ବାଇ; ଫିଲ୍ମଷ୍ଟାର ଅକ୍ଷୟ କୁମାର ୧୫ ଅଗଷ୍ଟରେ ପୁଣି ଭାରତର ନାଗରିକତ୍ୱ ଫେରିପାଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଖିଲାଡି କୁମାର ନାମରେ ଜଣାଶୁଣା ଅକ୍ଷୟ କୁମାର ଲେଖିଛନ୍ତି ଯେ, ଉଭୟ ହୃଦୟ ଏବଂ…
ମାଟିରେ ଫଳୁଥିବା ଲାଲ ସୁନା ବଦଳାଇ ଦେବ କାଶ୍ମୀର ଚାଷୀଙ୍କ ଭାଗ୍ୟ, ଆସନ୍ତୁ ଜାଣିବା କ’ଣ ଏହି ସୁନା ଓ କେମିତି ଏହା ଚାଷ କରାଯାଏ
ନୂଆଦିଲ୍ଲୀ: କାଶ୍ମୀରରେ କେଶର ଚାଷ କରାଯାଏ । ଏହି କେଶର ଚାଷ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । କାଶ୍ମୀର ହେଉଛି ଭାରତର ଏକମାତ୍ର ସ୍ଥାନ ଯେଉଁଠାରେ କେଶର ଚାଷ କରାଯାଏ । ଭାରତର ସଂସ୍କୃତିରେ…
କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ବଡ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କେନ୍ଦ୍ର…