Browsing Category

Breaking News

SBIରେ ଆକାଉଣ୍ଟ ଥିଲେ ଆପଣଙ୍କ ଜମାଟଙ୍କା ଉପରେ କଟିବ ଚାର୍ଜ: ଜାଣନ୍ତୁ ଡିପୋଜିଟର ନିୟମ

ନୂଆଦିଲ୍ଲୀ: ଯଦି ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ - ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଆପଣ ଗ୍ରାହକ , ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ତେବେ ଏସବିଆଇର ଏକ ନିୟମ ଅନୁଯାୟୀ, ଯେଉଁ…

ପାକିସ୍ତାନକୁ ଦୁଇ ଦିନରେ ମିଳିବ ନୂଆ ପ୍ରଧାନମନ୍ତ୍ରୀ! କଣ ରହିଛି ଶହବାଜ ଶରୀଫଙ୍କ ପ୍ଲାନ ?

ଇସଲାମାବାଦ: ପାକିସ୍ତାନରେ ପୁଣି ଥରେ ପ୍ରଧାନମନ୍ତ୍ରୀ ବଦଳି ହେବାକୁ ଯାଉଛନ୍ତି। ଗତ ବର୍ଷ ପଡୋଶୀ ଦେଶ ପାକିସ୍ତାନ ଶହବାଜ ଶରୀଫଙ୍କୁ ଏକ ନୂତନ ପ୍ରଧାନମନ୍ତ୍ରୀ ରୂପେ ପାଇଥିଲେ। ତେବେ କେବଳ ଗୋଟିଏ ବର୍ଷ ମଧ୍ୟରେ ଯାହା…

ମୂଲ୍ୟବୃଦ୍ଧିରୁ ମିଳିବନି ନିସ୍ତାର: ଟମାଟୋ ଦର ୩୦୦ ଛୁଇଁବା ସମ୍ଭାବନା

ନୂଆଦିଲ୍ଲୀ : ଦରବୃଦ୍ଧିକୁ ନେଇ ଖାଉଟୀମାନେ ତ୍ରାହିତ୍ରାହି ଡାକ ଛାଡୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟୁଥିବାରୁ ଖାଉଟୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ…

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମୌସୁମିକର ନିମ୍ନ ଚାପରେଖା ସକ୍ରିୟ ରହିଥିବା ବେଳେ ବିହାର ଏବଂ ତାହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

(Video) ମହୁଫେଣାରୁ ମହୁ ଖାଉଥିଲେ ମହିଳା, ଶେଷରେ ମହୁମାଛି କାମୁଡାରେ ମୁହଁର ବଦଳିଗଲା ହୁଲିଆ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଆସୁଛି ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ସୋସିଆଲ ମିଡିଆରେ ଅଜବ ଅଜବ ଭିଡିଓ ପ୍ରତିଦିନ ପ୍ରସାରିତ ହେଉଛି। ବର୍ତ୍ତମାନ ଏକ ନୂଆ ଭିଡିଓ ସାମ୍ନାକୁ…

ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ହେବ ପରିବର୍ତ୍ତନ: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀ ବର୍ତ୍ତମାନ ବର୍ଷକୁ ୨ଟି ଇଣ୍ଟରନାଲ୍‍ ପରୀକ୍ଷା ଦେବେ ବୋଲି ପରିଷଦ…

ଆଜି ହ୍ୟାଣ୍ଡଲୁମ୍‍ ଦିବସ: ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର ଇ-ପୋର୍ଟାଲର ଶୁଭାରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷର…

ଭୁବନେଶ୍ୱର, ଚିଲିକା, କୋଣାର୍କ ଓ ପୁରୀକୁ କରନ୍ତୁ ଯାତ୍ରା: IRCTC ଦେଉଛି ସୁଯୋଗ, ଦେବାକୁ ପଡିବ ମାତ୍ର ଏତିକି ଭଡ଼ା

ଭୁବନେଶ୍ୱର: ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଦେଶ ତଥା ବିଦେଶ ଭ୍ରମଣ ପାଇଁ ବିଭିନ୍ନ ଟୁର୍ ପ୍ୟାକେଜ୍ ଲଞ୍ଚ ଜାରି ରଖିଛି । ଏହି…

ଚନ୍ଦ୍ରର ସବୁଠାରୁ ନିକଟତର ହେଲା ଚନ୍ଦ୍ରଯାନ, ଆଉ କେତେ ଦୂର ବାକି ଅଛି ISRO ଦେଲା ସୂଚନା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ ରବିବାର ଦିନ କହିଛି ଯେ, ଚନ୍ଦ୍ରଜାନ -୩, ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବାର ଗୋଟିଏ ଦିନ ପରେ ଏହାକୁ ନିକଟତର କରିବା ପାଇଁ ମନିଭର୍ ସଫଳ ହୋଇଛି। ୯ ଅଗଷ୍ଟରେ ଏହା…

ମାଲକାନଗିରି-ଛତିଶଗଡ ସୀମାନ୍ତରୁ ଦୁଇ IED ବୋମା ଜବତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଯବାନମାନେ ରବିବାର ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି। ବିଜାପୁର ଜିଲା ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ…