Browsing Category

Breaking News

ବସରେ ଫ୍ରୀରେ ଯିବା ପାଇଁ ହିନ୍ଦୁ ବ୍ୟକ୍ତି ପିନ୍ଧିଲେ ବୁର୍ଖା, ଶେଷରେ ଧରାପଡିଲେ ଏପରି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ହିନ୍ଦୁ ବ୍ୟକ୍ତି ବସ୍ ଭଡ଼ାରେ ସଞ୍ଚୟ କରିବା ପାଇଁ ବୁର୍ଖା ପିନ୍ଧିଥିଲେ। ବ୍ୟକ୍ତିର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ…

ରାହୁଲଙ୍କୁ ବଡ଼ ଝଟକା: ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

ନୂଆଦିଲ୍ଲୀ: ମୋଦୀ ସରରେନମ ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲାଗିଛି ବଡ଼ ଝଟକା । ରାହୁଲଙ୍କ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି । ସୁରତ କୋର୍ଟଙ୍କ ନିଷ୍ପତ୍ତିର ପୁନଃବିଚାର ପାଇଁ…

 (video) ମା’ କୋଳରେ ଥିଲେ ଭୟ କାହାକୁ, ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓଟି ଆପଣଙ୍କୁ ଭାବୁକ କରିଦେବ ନିଶ୍ଚୟ

ନୂଆଦିଲ୍ଲୀ: ଦୁନିଆରେ ଆମକୁ ସବୁଠାରୁ ଅଧିକ ମା’ ହିଁ ଭଲ ପାଇଥାଏ । କେବଳ ଭଲ ପାଇଥାଏ ନୁହେଁ ସନ୍ତାନ ଲାଗି ମା ନିଜ ଜୀବନକୁ ବାଜି ଲଗାଇ ଦେବାକୁ ବି ପଛାଏ ନାହିଁ । ସେଥିପାଇଁ ମାକୁ ଭଗବାନଙ୍କ ଠାରୁ ବି ଉଚ୍ଚା ଆସନ…

ରାଜ୍ୟର ୯ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୬ ଜଣଙ୍କ ପେନସନ ବନ୍ଦ, ୩ ଜଣ ଚାକିରିରୁ ବିଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଲାଞ୍ଚ ଓ ଦୁର୍ନୀତି ମାମଲାରେ ଜଡ଼ିତ ଥାଇ ଅନେକ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ି ଜେଲ ଯାଉଛନ୍ତି । ଅନେକ…

୪୫ ରୁ ୬୦ ବର୍ଷର ଲୋକଙ୍କ ପାଇଁ ମାସିକ ପେନସନର ଘୋଷଣା କଲେ ସରକାର, ଜାଣନ୍ତୁ କେଉଁମାନଙ୍କୁ ମିଳିବ ଲାଭ

ହରିୟାଣା: ଗୁରୁବାର ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୪୫ ରୁ ୬୦ ବର୍ଷ ବୟସର ଲୋକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି ଯେ, ୪୫ ରୁ ୬୦ ବର୍ଷ ବୟସର ଅବିବାହିତ ଲୋକଙ୍କୁ ବର୍ତ୍ତମାନ ମାସିକ ୨୭୫୦…

(Video) ଆକାଶରେ ମୁହାଁମୁହିଁ ହେଲେ ରୁଷ-ଆମେରିକା, ରୁଷୀ ପାଇଲଟର ଭୟଙ୍କର ଷ୍ଟଣ୍ଟ ଦେଖି ୨ଥର ଡରିଲା US ଡ୍ରୋନ

ୱାଶିଂଟନ୍: ରୁଷ-ଆମେରିକା ଆକାଶରେ ମୁହାଁମୁହିଁ ହୋଇଥିଲେ। ଆମେରିକାର ଜଣେ କମାଣ୍ଡର ଗୁରୁବାର କହିଛନ୍ତି ଯେ, ରୁଷର ବିମାନ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ସିରିଆରେ ଇସଲାମିକ୍ ଷ୍ଟେଟ୍ ଜିହାଦୀ ଗୋଷ୍ଠୀ…

ଘରେ ସାଇତି ରଖନ୍ତୁନି ଏହିସବୁ ଅବ୍ୟବହୃତ ପୁରୁଣା ଜିନିଷ, ବାସ୍ତୁ ଦୋଷ ଲାଗି ହୋଇଯିବେ କାଙ୍ଗାଳ

ଆମ ମଧ୍ୟରେ ଏପରି ସ୍ୱଭାବର ବହୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଘରେ ବହୁ ବର୍ଷ ତଳର ପୁରୁଣା ଅଦରକାରୀ ଜିନିଷକୁ ସାଇତି କରି ରଖିଥାନ୍ତି । ଏହିସବୁ ଜିନିଷ ସେମାନଙ୍କର କିଛି କାମରେ ନ ଆସୁଥଇଲେ ବି ସେମାନେ ତାହା ନିଜ…

ଉତ୍ତମ ସମ୍ପର୍କରେ ରହି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ, ବିବାହ ଓ ଛାଡ଼ପତ୍ରକୁ ନେଇ ଅନେକ ମାମଲା ଦେଖିବାକୁ ମିଳୁଛି । ତେବେ ରିଲେସନଶିପକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଭଲ ସମ୍ପର୍କରେ ଥାଇ…

ଚାରିଟି ରାଜ୍ୟକୁ ୩୬ ଘଣ୍ଟାରେ, ୫୦ ହଜାର କୋଟି ମୂଲ୍ୟର ୫୦ଟି ଯୋଜନା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡରୁ ଚାରି ରାଜ୍ୟ ଗସ୍ତ ଆରମ୍ଭ କରିବେ। ତାଙ୍କର ୩୬ ଘଣ୍ଟିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ, ତେଲେଙ୍ଗାନା ଏବଂ ରାଜସ୍ଥାନ ସହିତ…

ରାଜଧାନୀରେ ବସିବ ‘Doppler Weather Radar’: ଘଡ଼ଘଡ଼ି, ପ୍ରବଳ ବର୍ଷା, ବଜ୍ରପାତ, କାଳବୈଶାଖୀ ସୂଚନା ୩ ଘଣ୍ଟା ପୂର୍ବରୁ ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି, ଘଡ଼ଘଡ଼ି, ଭୀଷଣ ବର୍ଷା, ବଜ୍ରପାତ, କାଳବୈଶାଖୀ ସମ୍ପର୍କିତ ସୂଚନା ୩ ଘଣ୍ଟା ପୂର୍ବରୁ ମିଳିପାରିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବସିବ ‘ଡପଲାର ୱେଦର ରାଡାର’ । ଏହି ରାଡାର…