Browsing Category
Breaking News
ଜାତକରେ ଗ୍ରହ ସମ୍ବନ୍ଧିତ କିଛି ଦୋଷ ରହିଛି କି ? ପବିତ୍ର ଶ୍ରାବଣରେ ଦାନ କରନ୍ତୁ ଏହିସବୁ ଜିନିଷ ଦୂର ହୋଇଯିବ ଗ୍ରହଦୋଷ
ପବିତ୍ର ମାସ ଶ୍ରାବଣ ଯାହା ଗତ ୪ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା ଆରାଧନା କରାଯାଏ । ତେବେ ଏହି ମାସରେ ଭୋଳାନାଥଙ୍କ ପୂଜା ଆରାଧନା କରିବାର ଯେତିକି ମହତ୍ତ୍ୱ ରହିଛି…
୪୨ ବର୍ଷରେ ପାଦ ଥାପିଲେ ଚେନ୍ନାଇ ଅଧିନାୟକ ଧୋନି, ଜାଣନ୍ତୁ ‘ରାଞ୍ଚିର ରାଜକୁମାର’ଙ୍କ ନେଟୱର୍ଥ କେତେ
ନୂଆଦିଲ୍ଲୀ: ଜୁଲାଇ ୭ (ଶୁକ୍ରବାର) ରେ ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ୪୨ ବର୍ଷ ପୁରିଛି। ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନି ଏବେ ବି ଆଇପିଏଲରେ ଖେଳୁଛନ୍ତି। ସେ ଗତ ସିଜନରେ…
ରାଜ୍ୟର ସରକାରୀ ହସ୍ପିଟାଲରୁ ହଟିବେ ଦଲାଲ: ଗଠନ ହେବ ଦୁର୍ନୀତି ନିବାରଣ କମିଟି, ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଲୋକଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ଏଥିସହିତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଜନସାଧାରଣ କିଭଳି ବିନା ଖର୍ଚ୍ଚରେ…
ସକାଳୁ ସକାଳୁ ପାକିସ୍ତାନରେ କମ୍ପିଲା ଭୂଇଁ, ଭୂମିକମ୍ପ ଝଟକାରେ ଭାଙ୍ଗିଲା ନିଦ, ଚାରିଆଡେ ହାହାକାର
ଇସଲାମାବାଦ: ଶୁକ୍ରବାର ସକାଳେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ, ଆଜି ସକାଳ ପ୍ରାୟ ୫:୧୧ ସମୟରେ ପାକିସ୍ତାନରେ ୪.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।…
ପ୍ରଥମ ଥର ପାଇଁ ଭାରତ ବାହାରେ ତାଞ୍ଜାନିଆରେ ହେବ ଆଇଆଇଟି କ୍ୟାମ୍ପସ୍, ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା
ନୂଆଦିଲ୍ଲୀ: ଏଜେନ୍ସି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଚଳିତ ବର୍ଷ ଶେଷ ସୁଦ୍ଧା ତାଞ୍ଜାନିଆକୁ ଏକ ବଡ ଉପହାର ଦେବାକୁ ଯାଉଛି। ଆଇଆଇଟି ତାଞ୍ଜାନିଆରେ ଏହାର ପ୍ରଥମ ବିଦେଶ କ୍ୟାମ୍ପସ୍ ଖୋଲିବାକୁ…
ସ୍କଟଲାଣ୍ଡକୁ ହରାଇ ବିଶ୍ୱକପରେ ଏଣ୍ଟ୍ରି ମାରିଲା ନେଦରଲାଣ୍ଡସ: ୧୦ଟି ଟିମ ଏବେ ପୂରା ପ୍ରସ୍ତୁତ
ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଭାଗ ନେବାକୁ ଥିବା ସମସ୍ତ ୧୦ଟି ଟିମର ନିଷ୍ପତ୍ତି ସରିଛି । ପୂର୍ବରୁ ଶ୍ରୀଲଙ୍କା କ୍ୱାଲିଫାୟାର ଜରିଆରେ ବିଶ୍ୱକପରେ ପ୍ରବେଶ କରିଥିବା ବେଳେ ଏବେ…
ଜଣାଶୁଣା ସାପ ଧରାଳି ବିଭୁଦତ୍ତ ଜେନାଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ଜଣାଶୁଣା ସାପ ଧରାଳିଙ୍କର ପରଲୋକ ଘଟିଛି । ଘର ମାନଙ୍କରେ ସାପ ପଶିଗଲେ ସାଧାରଣ ଭାବେ ସାପ ଧରାଳିଙ୍କୁ ଲୋକମାନେ ଖୋଜିଥାନ୍ତି । ଏପରି ଜଣେ ସାପ ଧରାଳି ବ୍ରେନ ଷ୍ଟ୍ରୋକ…
ଡ୍ରାଇଭର ସିଟରେ ବସିବ ବିଜେପି! ଶିନ୍ଦେ-ଅଜିତଙ୍କ ମଧ୍ୟରେ ଚାଲିବ କ୍ଷମତା ଲଢ଼େଇ
ନୂଆଦିଲ୍ଲୀ: ରୋଚକ ମୋଡ଼ରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୀତି । ଗୋଟିଏ ପଟେ ୩୧ ଜଣ ବିଧାୟକଙ୍କ ସମର୍ଥନରେ ଅଜିତ ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ନିର୍ବାଚନ ଆୟୋଗଙ୍କ…
ବଦଳିବ କେନ୍ଦ୍ର ମନ୍ତ୍ରିମଣ୍ଡଳ: ଧର୍ମେନ୍ଦ୍ରଙ୍କୁ କେଉଁ ଦାୟିତ୍ୱ ମିଳିବ, ଓଡ଼ିଶା ଉପରେ ରହିଛି ସଭିଙ୍କ ନଜର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ତା’ର ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ଗତ ୪ ତାରିଖରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଞ୍ଜାବର ପ୍ରଦେଶ…
ଏହି ପ୍ରସିଦ୍ଧ ମନ୍ଦିରରେ ଲାଗୁ ହେଲା ଡ୍ରେସ କୋଡ, ସ୍କର୍ଟ ବା ଜିନ୍ସ ପିନ୍ଧିବାକୁ ମନା, ଜାଣନ୍ତୁ ନୂଆ ନିୟମ
ଶ୍ରୀନଗର: ଜାମ୍ମୁ କାଶ୍ମୀରର ପ୍ରସିଦ୍ଧ 'ବାୱେ ୱାଲି ମାତା' ମନ୍ଦିର ପରିଚାଳନା ଭକ୍ତଙ୍କ ପାଇଁ ପୋଷାକ ସ୍ଥିର କରିଛି। ଏହା ଅଧୀନରେ ଭକ୍ତମାନଙ୍କୁ ସୁନ୍ଦର ପୋଷାକ ପିନ୍ଧିବା, ମୁଣ୍ଡ ଘୋଡାଇବା ଏବଂ ମିନି ସ୍କର୍ଟ ଏବଂ…