CHARIDHAM
Browsing Category

Breaking News

ରାସ୍ତାରେ ଲ୍ଯାଣ୍ଡ କଲା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତରାଖଣ୍ଡ: କେଦାରନାଥରେ ଟଳିଲା ବଡ଼ ଦୁର୍ଘଟଣା । ହାଇୱେରେ ହେଲିକପ୍ଟରର ଜରୁରୀ ଅବତରଣ । ରାସ୍ତା ମଝିରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଲା ଗାଡ଼ି ମୋଟର । ଯାନ୍ତ୍ରିକ ତ୍ରୁଟି…

ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା: KSCA ସମ୍ପାଦକ, ଟ୍ରେଜରର୍ ଦେଲେ ଇସ୍ତଫା

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାକୁ ନେଇ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏଶନ(କେଏସସିଏ)ର ସମ୍ପାଦକ ଏ. ଶଙ୍କର ଏବଂ ଟ୍ରେଜରର୍ (କୋଷାଧ୍ୟକ୍ଷ) ଇ.ଏସ୍. ଜୟରାମ ନିଜ ପଦରୁ…

ରୋଗୀଙ୍କ ମଳଦ୍ବାର କାଟିଦେବା ଘଟଣା, ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍

କଟକ: ଘରୋଇ ହସ୍ପିଟାଲରେ ରୋଗୀଙ୍କ ମଳଦ୍ବାର କାଟିଦେବା ଘଟଣା । ଘଟଣାର ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତିରୀ ଟିମ୍ । ଏପଟେ ଜିଲ୍ଲାପାଳ ଅବଗତ ଥିବା କହିଲେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଚିକିତ୍ସା ସମ୍ପର୍କିତ…

ଏଣିକି ଫୋନରେ ଜାଣିହେବ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ, ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍

ପୁରୀ : ଏଣିକି ମହାପ୍ରଭୁଙ୍କ ପ୍ରତିଟି ନୀତିକାନ୍ତି ବିଷୟରେ ମିଳିବ ଠିକ୍ ସୂଚନା । ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ଲଞ୍ଚ ହୋଇଛି ଶ୍ରୀ ଜଗନ୍ନାଥ ଧାମ୍ ମୋବାଇଲ ଆପ୍ । ଏହି ଆପ୍ ଜରିଆରେ ଭକ୍ତମାନେ ମନ୍ଦିରର…

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣା, ଜେଲ ଗଲେ ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ

ଭୁବନେଶ୍ବର: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଜେଲ ଗଲେ ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ । କୋର୍ଟରେ ହାଜର ପରେ ଜେଲ ଗଲେ । ବିନା କାଗଜ ପତ୍ରରେ କାରବାର କରୁଥିବା ମାନିଲେ ଶ୍ରବଣ । ତେବେ ସ୍ବାମୀ-ସ୍ତ୍ରୀଙ୍କୁ…

ସୀମା ଟପିଲା ବର୍ବରତା, ଇଞ୍ଜେକ୍ସନ୍ ଦେଇ ICUରେ ଭର୍ତ୍ତି ମହିଳାଙ୍କୁ କଲେ ଦୁଷ୍କର୍ମ

ରାଜସ୍ଥାନ: ଅଲୱର ହସ୍ପିଟାଲରେ ଲଜ୍ଜା । ICUରେ ଭର୍ତ୍ତି ଜଣେ ମହିଳାଙ୍କୁ ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଜଘନ୍ୟ ଅପରାଧ ଘଟିଛି ରାଜସ୍ଥାନ ଅଲୱରର MIA ଶିଳ୍ପାଞ୍ଚଳରେ ଅବସ୍ଥିତ  ESIC…

ମାଉସୀ ମା’ ମନ୍ଦିର ଭିତରେ ଯୁବକଙ୍କ ମୃତ ଦେହ, ପୋଲିସର ଛାନଭିନ୍ ଜାରି

ଲକ୍ଷ୍ମୀପୁର: ମନ୍ଦିର ଭିତରେ ପଡ଼ି ରହିଛି ଗଳିତ ମୃତଦେହ । ନାରାୟଣାପାଟଣା ସହରରେ ଥିବା ମାଉସୀ ମା’ ମନ୍ଦିରରେ ପଡ଼ି ରହିଛି ଯୁବକଙ୍କ ଶବ । ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କ ଚିହ୍ନଟ କରିବା କଷ୍ଟକର…

5 ଦିନ ଯାଏଁ ଅସହ୍ୟ ଗୁଳୁଗୁଳି, ବର୍ଷା କମ୍ ଘଡ଼ଘଡ଼ି ବେଶି ହେବ!

ଭୁବନେଶ୍ବର : ଦିନ ସାରା ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅପରାହ୍ନ ହେଲେ ଘଡ଼ଘଡ଼ି ସହିତ ବର୍ଷା ହେଉଛି । ତେବେ ଏହି ଗୁଳୁଗୁଳି ଆସନ୍ତା 5 ଦିନ ଯାଏଁ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।…

ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ପିଏମ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି । ଘର ତିଆରି ପାଇଁ ୨ ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏ ନେଇ…

ବିଜାପୁରରେ ସୁରକ୍ଷା କର୍ମୀ ଓ ମାଓବାଦୀ ଗୁଳିବିନିମୟ, ମୋଷ୍ଟ ୱାଣ୍ଟେଡ୍ ଭାସ୍କର ସହ ତିନି ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ରାତିସାରା ଚାଲିଛି ଗୁଳି ବିନିମୟ । ବିଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ପୁଣି ଏନକାଉଣ୍ଟର ହୋଇଛି ।…