Browsing Category
Breaking News
ବିଜେପି ପ୍ରଦେଶ ସଂଗଠନରେ ବଡ ଧରଣର ପରିବର୍ତ୍ତନ, ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷଙ୍କୁ ହଟାଇ ଦିଆଯିବାରୁ ସମର୍ଥକ ପିଇଦେଲେ କୀଟନାଶକ
ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ଏକ ବଡ ପରିବର୍ତ୍ତନ ଆଣି ୪ ରାଜ୍ୟର ଅଧ୍ୟକ୍ଷଙ୍କୁ ବଦଳାଇ ଦେଇଛି । ଏହି କ୍ରମରେ ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷ ବନ୍ଦୀ ସଞ୍ଜୟଙ୍କୁ ହଟାଇ କେନ୍ଦ୍ର ମନ୍ତ୍ରୀ ଜି. କିଶନ…
‘ନିଷ୍କ୍ରିୟ ବସିଥିବା ସ୍ତ୍ରୀ ଅଲଗା ହୋଇଥିବା ସ୍ୱାମୀଙ୍କ ଠାରୁ ସମ୍ପୂର୍ଣ୍ଣ ଭରଣ-ପୋଷଣ ମାଗି ପାରିବେ ନାହିଁ’: କର୍ଣ୍ଣାଟକ…
ନୁଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ନିକଟରେ ଏକ ଭରଣ-ପୋଷଣ ଏବଂ କ୍ଷତିପୁରଣ ମାମଲାର ଶୁଣାଣି କରି ଏକ ବଡ଼ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଜଣେ ସ୍ତ୍ରୀ, ଯିଏ ପୁର୍ବରୁ ଚାକିରି କରୁଥିଲେ, ସେ ବେରୋଜଗାର ହୋଇ…
ଜୁଲାଇ –ସେପ୍ଟେମ୍ବର ତ୍ରୈମାସରେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ବଢିଲା ସୁଧ ହାର, ଜାଣି ନିଅନ୍ତୁ କେଉଁ ସଞ୍ଚୟ ଯୋଜନାରେ କେତେ ବଢିଲା ସୁଧ
ନୂଆଦିଲ୍ଲୀ: ସରକାର ଜୁଲାଇ –ସେପ୍ଟେମ୍ବର ତ୍ରୈମାସରେ କେତେକ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି କରିଛନ୍ତି । ଡାକଘରେ ୧ କିମ୍ବା ୨ ବର୍ଷୀୟ ଟାଇମ୍ ଡିପୋଜିଟ୍ ଓ ୫ ବର୍ଷୀୟ ରିକରିଂ ଡିପୋଜିଟ୍ ଉପରେ ସୁଧ ହାର…
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ଆଜି ୮ଟି ଜିଲ୍ଲାରେ ପ୍ରବଳ ବର୍ଷିବ !
ଭୁବନେଶ୍ୱର : ବଙ୍ଗୋପସାଗରର କେନ୍ଦ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଓଡ଼ିଶାର ଦକ୍ଷିଣ ଉପକୂଳର କିଛି ଜିଲ୍ଲାରେ ପଡ଼ିବା । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବାନା ରହିଛି । ଆଜି…
ରେଳ ଯାତ୍ରୀଙ୍କ ଲାଗି ଖୁସି ଖବର: ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନ୍ ରେ ଯାତ୍ରୀ ଭଡା ୧୦ ପ୍ରତିଶତ ହ୍ରାସ ପାଇବ
ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତ୍ରୀଙ୍କ ମଧ୍ୟରେ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି । ରେଲୱେ ବୋର୍ଡ ଏହାକୁ ଶତାବ୍ଦୀର ବିକଳ୍ପ ଭାବରେ…
ED କୁ ଦିଆଯାଇଛି ଅପାର କ୍ଷମତା; ‘ଯଦି ସୁପ୍ରିମକୋର୍ଟ ଏହାର ସମିକ୍ଷା ନକରନ୍ତି, ତେବେ କେହି ସୁରକ୍ଷିତ ନୁହଁନ୍ତି’: ହରିଶ ସାଲଭେ
ନୁଆଦିଲ୍ଲୀ: ମନି ଲଣ୍ଡରିଂ ଭଳି ମାମଲାର ତଦନ୍ତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)କୁ ମିଳିଛି ଅପାର କ୍ଷମତା। ଏହା ବ୍ୟକ୍ତିଗତ ସ୍ୱାଧୀନତାକୁ ବିପଦରେ ପକାଇବା ଆଶଙ୍କା ଥିବାରୁ ଏହାର ସମିକ୍ଷା ହେବା ଆବଶ୍ୟକ…
ବିଗିଡି ଗଲାଣି ହାଣ୍ଡିଶାଳ ପାକ, ଟମାଟୋ କିଲୋ ୨୦୦ ଛୁଇଁବାକୁ ବସିଥିବା ବେଳେ ଅଦା ଓ କଞ୍ଚା ଲଙ୍କା ୩୫୦ ଓ ୩୦୦ଟଙ୍କା
ନୂଆଦିଲ୍ଲୀ:ଦେଶରେ ଏବେ ଟମାଟୋର ଚଢା ଦର ଖାଉଟୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ତା ପଛକୁ କଞ୍ଚା ଲଙ୍କା ଓ ଅଦାର ଦର ବି ଦ୍ରୁତ ଗତିରେ ବଢିବାରେ ଲାଗିଛି । ଟମାଟୋର ଖୁଚୁରା ଦର ଦେଶର ବହୁ ପ୍ରମୁଖ ସହରରେ…
ମଣିପୁରରେ ଥମୁନି ହିଂସା; ପୋଲିସ କ୍ୟାମ୍ପରେ ଉଗ୍ରବାଦୀଙ୍କ ଆକ୍ରମଣ, ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମରେ ଜଣେ ମୃତ
ନୁଆଦିଲ୍ଲୀ: ମଣିପୁରରେ ଆରମ୍ଭ ହୋଇଥିବା ହିଂସା କମିବାର ନାଁ ହେଉ ନାହିଁ । ମଙ୍ଗଳବାର ଥୋବଲ ଜିଲ୍ଲାରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଯେଉଁଠାରେ କିଛି ଉଗ୍ରବାଦୀ କଥିତ ଇଣ୍ଡିଆନ ରିଜର୍ଭ ଫୋର୍ସ(ଆଇଆରବି) କ୍ୟାମ୍ପ…
(Video) ପୂରଣ ହେଲା ଛେଳିର ପ୍ରତିଶୋଧ! ଛେଳିକୁ ମାରିଥିଲେ, ଏବେ ଛେଳି ଆଖି ନେଉଛି ପ୍ରତିଶୋଧ
ନୂଆଦିଲ୍ଲୀ: ଗୋଟିଏ ଛେଳିର ଆଖି ପାଇଁ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ଛତିଶଗଡ଼ର ସୁରଜପୁରରେ ଘଟିଛି ଏଭଳି ଏକ ଘଟଣା । । ମନସ୍କାମନା ପୂରଣ ହେବା ପରେ ତିନିଜଣ ଯୁବକ ସାଙ୍ଗରେ ଗୋଟିଏ ଛେଳି ନେଇ ବଳି ଦେଇଥିଲେ । ତେବେ…
ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବଢ଼ିଲା: ପ୍ରତିବର୍ଷ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଲେ ସରକାର
ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବୃଦ୍ଧି କରିଛନ୍ତି ସରକାର । ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୩ ହଜାର ବଢ଼ିଛି । ଅଙ୍ଗନବାଡ଼ି…