Browsing Category
Breaking News
IAS-IPS ଅଦଳ ବଦଳ: ଅରୁଣ ବୋଥ୍ରାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଓ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । କ୍ରାଇମବ୍ରାଞ୍ଚର ଏଡିଜି ଦାୟିତ୍ୱରେ ରହିଥିବା ଅରୁଣ…
EMRS Recruitment 2023: ୩୮,୪୮୦ଟି ଶିକ୍ଷକ ଓ ଅଣଶିକ୍ଷକ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ (ଇଏମଆରଏସ) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୮,୪୮୦ଟି ଶିକ୍ଷକ ଓ ଅଣଶିକ୍ଷକ…
ଘରୋଇ ଫାର୍ମା ଶିଳ୍ପରେ ସଫଳତାର ସହ ଆଗକୁ ବଢୁଥିବା ଦେଶ ଭାବେ ଭାରତ ଏକ ପ୍ରମୁଖ ଉଦାହରଣ: ୟୁନିସେଫ
ନୂଆଦିଲ୍ଲୀ : ୟୁନିସେଫର ଜଣେ ବରିଷ୍ଠ ଅଧିକାରୀ ଭାରତର ଘରୋଇ ଫାର୍ମା ଶିଳ୍ପରେ ଘଟୁଥିବା ବିକାଶକୁ ପ୍ରଶଂସା କରିଛନ୍ତି। ୟୁନିସେଫର ସ୍ବାସ୍ଥ୍ୟ ଜରୁରୀକାଳୀନ କୌଶଳ ଏବଂ ଭାଗିଦାରୀ କେନ୍ଦ୍ରର ବରିଷ୍ଠ ପରିଚାଳକ ତାରା ଏଲ…
(ଭିଡିଓ) ମୃତ୍ୟୁର ରୂପ ବଡ଼ ଭୟଙ୍କର: ଟ୍ରେନକୁ ପେଲିଦେଲା ପବନ, ଅକାଳରେ ଚାଲିଗଲା ୬ ଗରିବ ଶ୍ରମିକଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ…
ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ‘ପ୍ରୟାସ ରଜ ମହୋତ୍ସବ’: ରାଜଧାନୀରେ ମିଳିବ ଗାଁର ମହକ, ପ୍ରତିଯୋଗିତାର ବିଜେତାଙ୍କୁ ମିଳିବ ‘ରଜକୁଇନ୍ ଟ୍ରଫି’…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଲୋକମାନେ ଡିଜିଟାଲ ଆଡ଼କୁ ଅଧିକ ଆକୃଷ୍ଟ ହେଉଛନ୍ତି । ତେଣୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ହ୍ୱାଟସଆପ, ଫେସବୁକ, ଟ୍ୱିଟର ଇନଷ୍ଟାଗ୍ରାମରେ…
ଲକ୍ଷ୍ମୌ କୋର୍ଟ ବାହାରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାକୁ ଗୁଳି, ଓକିଲ ବେଶରେ ଆସିଥିଲା ହତ୍ୟାକାରୀ
ଲକ୍ଷ୍ମୌ :ଉତ୍ତରପ୍ରଦେଶ ଲକ୍ଷ୍ମୌ କୋର୍ଟ ବାହାରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାକୁ ଗୁଳି କରି ହତ୍ୟା କରାଯାଇଛି । ସୂଚନା ଅନୁସାରେ, ୱାଜିରଗଞ୍ଜ ପୋଲିସ ଷ୍ଟେସନ କୋର୍ଟରେ ଏହି ଗୁଳି…
ଓଡ଼ିଶା ଉପରେ ଖାଲି ବିପଦ ଉପରେ ବିପଦ: ସତେ ଯେପରି ମାତିଛି କରୋନା ଭାଇରସ୍, ଟ୍ରେନ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହେ ଈଶ୍ୱର, ମୋ ଓଡ଼ିଶା ପ୍ରତି ସହାୟ ହୁଅ । କି ଦୋଷ କରିଛନ୍ତି ଓଡ଼ିଶାବାସୀ । କାହିଁକି ମୋ ରାଜ୍ୟ ଉପରେ ଏପରି ଶନିଦଶା ପଡ଼ିଛି । ଗତ ୨ ତାରିଖରେ ଟ୍ରେନ ରୂପୀ ଲୌହ ଦାନବ ୨୮୮ ଜଣଙ୍କ ଜୀବନ…
ଗଡିଲା କରମଣ୍ଡଳ, ହାତରେ ଭଗବାନଙ୍କ ମୂର୍ତ୍ତି ଧରି ଟ୍ରେନ୍ ରେ ଚଢିଲେ ଯାତ୍ରୀ
କୋଲକାତା:ଓଡିଶା ବାଲେଶ୍ୱରରେ ହୋଇଥିବା କରମଣ୍ଡଳ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ଏଥିରେ ୩୦୦ ପାଖାପାଖି ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ସରକାରୀ ସ୍ତରରେ ଏହି…
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତଦୁଇ କଳା ରେଜଲ୍ଟ: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତଦୁଇ କଳା ରେଜଲ୍ଟ । ଏନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)…
ବାହାନଗା ପୀଡ଼ିତଙ୍କ ପାଇଁ ଅଚ୍ୟୁତଙ୍କ ସହାୟତା ଘୋଷଣା: ୩୯ ପରିବାର ସଦସ୍ୟଙ୍କୁ ଦିଆଯିବ KIIT ଓ KISSରେ ଚାକିରି ଓ ମାଗଣା ଶିକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଆଜି ବି ମନରୁ ଲିଭୁନାହିଁ । ଏହି ଦୁର୍ଘଟଣରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ମୃତକ…